୪ ଦିନିଆ କାର୍ଯ୍ୟଦିବସକୁ ସମର୍ଥନ କରୁଥିବା 4 Day Week Foundationର ନିର୍ଦ୍ଦେଶକ Joe Ryleଙ୍କ କହିବା ଅନୁସାରେ ଦିନକୁ ୯ ଘଣ୍ଟା ହିସାବରେ ୫ ଦିନ କାମ କରିବା ପଦ୍ଧତି ୧୦୦ ବର୍ଷ ତଳେ ତିଆରି ହୋଇଥିଲା।
କାର୍ଲସିଲେର ଗ୍ୟାସ ଟ୍ରେନି ଇଞ୍ଜିନିୟର ଜେମ୍ସ କ୍ଲାର୍କସନ ୭.୫ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୭୯.୫୮ କୋଟି ଟଙ୍କା ଜିତିବାରେ ସକ୍ଷମ ହୋଇଛନ୍ତି।
କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା ।
ବ୍ରିଟେନ ରାଜନୀତିରେ କ୍ଷମତା ପାଇଁ ଚାଲିଛି ମ୍ୟୁଜିକ ଚେୟାର ଖେଳ। କେତେବେଳେ କାହାକୁ ମିଳିବ ଚେୟାର, କାହା ମୁଣ୍ଡରୁ ଖସିଯିବ ମୁକୁଟ ତାହା ସମୟ ହାତରେ। ଏହି ମ୍ୟୁଜିକ ଚେୟାର ଖେଳରେ ୬ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଶାସନଗାଦିରେ ଦେଖିଲାଣି ଏ ଦେଶ ।
ରାଣୀଙ୍କୁ ଓ୍ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ ।