• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଣବିକ ଶକ୍ତି ନିଗମ ଇଣ୍ଡିଆ ଲିମିଟେଡ୍ (NPCIL) ବୈଜ୍ଞାନିକ ସହାୟକ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ୍ -୧ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ଚାକିରି କରିବାକୁ ଚାହାନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ରେ ଆବେଦନ କରିବାର ଆରମ୍ଭ ତାରିଖ – ୦୬ । ୧୨ । ୨୦୨୨(ସକାଳ ୧୦ଟାରୁ)
  • ଅନ୍‌ଲାଇନ୍ ଆବେଦନ ପାଇଁ ଶେଷ ତାରିଖ – ୦୫ । ୦୧ । ୨୦୨୩ (ଅପରାହ୍ଣ ୪ଟା)
  • ଅନ୍‌ଲାଇନ୍ ପରୀକ୍ଷା - ସମ୍ଭବତଃ ଫେବୃଆରୀ ୨୦୨୩

ପଦବୀ ସଂଖ୍ୟା:

  • ମୋଟ୍ ପଦବୀ : ୨୪୩
  • ବୈଜ୍ଞାନିକ ସହାୟକ ସି / ଷ୍ଟାଇପେଣ୍ଡାରୀ ଟ୍ରେନି - ୨୦୪
  • ନର୍ସ ୧ – ୩
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(HR) – ୧୨
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(F&A) – ୭
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(C&MM) – ୫
  • ଷ୍ଟେନୋ ଗ୍ରେଡ୍ -୧ – ୧୧

ଅଧିକ ପଢ଼ନ୍ତୁ:୧୦ମ, ୧୨ଶ ପାଶ୍‌ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ନୌସେନାରେ ପାଇପାରିବେ ଚାକିରି

ବୟସ ସୀମା:

  • ବୈଜ୍ଞାନିକ ସହାୟକ ସି / ଷ୍ଟାଇପେଣ୍ଡାରୀ ଟ୍ରେନି – ୧୮ ରୁ ୩୫
  • ନର୍ସ ୧ – ୧୮ରୁ ୩୦
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(HR) – ୨୧ରୁ ୨୮
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(F&A) – ୨୧ରୁ ୨୮
  • ଆସିସ୍‌ଷ୍ଟାଣ୍ଟ୍ ଗ୍ରେଡ୍-୧(C&MM) – ୨୧ରୁ ୨୮
  • ଷ୍ଟେନୋ ଗ୍ରେଡ୍ -୧ – ୨୧ରୁ ୨୮

ଯୋଗ୍ୟତା:

  • ବୈଜ୍ଞାନିକ ସହାୟକ - ଏଥିପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଖରେ ଡିପ୍ଲୋମା (ପ୍ରାସଙ୍ଗିକ ଇଞ୍ଜିନିୟରିଂ ଅନୁଶାସନ) / ବିଏସ୍‌ସୀ ଜରୁରୀ ।
  • ଷ୍ଟାଇପେଣ୍ଡାରୀ ଟ୍ରେନି - ଏଥିପାଇଁ SSC, HSC, ଡିପ୍ଲୋମା (ପ୍ରାସଙ୍ଗିକ ଇଞ୍ଜିନିୟରିଂ ଅନୁଶାସନ) / ବିଏସ୍‌ସୀ ଜରୁରୀ।
  • ନର୍ସ - ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ, ଦ୍ୱାଦଶ ଶ୍ରେଣୀ, ଡିପ୍ଲୋମା (ନର୍ସିଂ ଆଣ୍ଡ୍‌ ମିଡୱାଇଫେରୀ), ବିଏସ୍‌ସି। (ନର୍ସିଂ) ହେବା ଉଚିତ।
  • ଫାର୍ମାସିଷ୍ଟ – ଏଥିପାଇଁ HSC, ଡିପ୍ଲୋମା (ଫାର୍ମାସି) ରହିବା ଉଚିତ୍।
  • ଆସିଷ୍ଟାଣ୍ଟ ଗ୍ରେଡ୍-୧- ଏଥିପାଇଁ ଆବେଦନ କରିବାକୁ ଯୈକୌଣସି ସ୍ନାତକ ଡିଗ୍ରୀ ରହିବା ଉଚିତ୍।
  • ଷ୍ଟେନୋ ଗ୍ରେଡ୍-୧ – ଗ୍ରାଜୁଏସନ ସହି ଷ୍ଟେନୋ କରିଥିବା ଉଚିତ।

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା /ସାକ୍ଷାତକାର
  • ଦକ୍ଷତା ଟେଷ୍ଟ୍ / ଟାଇପ୍ ଟେଷ୍ଟ୍ / ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଟେଷ୍ଟ୍

କିପରି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଆନ୍ତୁ (npcilcareers.co.in)
  • ବିଜ୍ଞପ୍ତିକୁ ଭଲ ଭାବେ ପଢନ୍ତୁ
  • ଏହାପରେ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଏଠାରେ ଠିକ୍ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍, ଫଟୋ, ସିଗ୍ନେଚର ଅପ୍‌ଲୋଡ୍ କରନ୍ତୁ
  • ବିଭାଗ ଅନୁସାରେ ଆବେଦନ ଶୁଳ୍କ ପୈଠ କରନ୍ତୁ
  • ଆବେଦନ ଫର୍ମ Submit କରନ୍ତୁ
  • ଏହାର ଏକ ପ୍ରିଣ୍ଟ୍ ବାହାର କରି ରଖନ୍ତୁ