ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ସମୟରେ କୌଣସି ପ୍ରକାର ସମ୍ବାଦ ପଢ଼ିପାରିବେ ନାହିଁ କି ଶୁଣିପାରିବେ ନାହିଁ । ସେଠାରେ ଥିବା ବଡ଼ ହୋଟେଲରେ ଆନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ ଉପଲବ୍ଧ, କିନ୍ତୁ ସେଗୁଡ଼ିକର ପ୍ରସାରଣ ବନ୍ଦ କରିଦିଆଯାଏ । ଏଭଳି ସ୍ଥିତିରେ ଯଦି ଉତ୍ତର କୋରିଆ ଏବଂ ପର୍ଯ୍ୟଟକ ଆସିଥିବା ଦେଶ ସହ ଯୁଦ୍ଧ ଆରମ୍ଭ ହୁଏ, ତେବେ ସ୍ଥିତି ଭୟଙ୍କର ହୋଇପାରେ ।
ଜୁଲାଇ ୩୦ରେ ସେ ଲେଖିଥିଲେ କି, ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତନ୍ତି ତେବେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବି ।
ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
କାନାଡା-ଭାରତ ମଧ୍ୟରେ ଲାଗିରହିଥିବା ତିକ୍ତତା ଭିତରେ ଭାରତ ନେଇଥିବା ପଦକ୍ଷେପ ମଧ୍ୟରୁ ଏହା ହେଉଛି ସବୁଠାରୁ ବଡ଼ ପଦକ୍ଷେପ ।
କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା ।