/odishatv-khabar/media/post_attachments/uploadimage/library/16_9/16_9_0/Exit_poll_1670243462.jpg)
Exit poll
ଗୁଜରାଟ ଓ ହିମାଚଳ ପ୍ରଦେଶରେ ଶେଷ ହୋଇସାରିଛି ନିର୍ବାଚନ । ଇଭିଏମ୍ରେ କଏଦ୍ ହୋଇଛି ନେତାଙ୍କ ଭାଗ୍ୟ । ହେଲେ ଏବେ ଚର୍ଚ୍ଚା ହେଉଛି କିଏ ମାରିବ ବାଜି । ତେବେ ଭୋଟ ଦେବା ପରେ ଲୋକଙ୍କ କ’ଣ ରହିଛି ମୁଡ୍ । କାହାକୁ ଅଧିକ ଭୋଟ ଦେଇଛନ୍ତି ଭୋଟର । ସେନେଇ ଏବେ ସର୍ଭେ କରାଯାଇଛି । ଆଉ ତାର ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍ଜିଟ୍ ପୋଲ୍ ରିପୋର୍ଟ ।
Advertisment
କ’ଣ କହୁଛି ଏହି ରିପୋର୍ଟ.. କ’ଣ କହୁଛନ୍ତି ରାଜନୀତି ବିଶେଷଜ୍ଞ... ଦେଖନ୍ତୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)