• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Exit Poll

Karnatak Exit Polls
ଭୋଟ ଦେବା ପରେ କ’ଣ କହୁଛନ୍ତି କର୍ଣ୍ଣାଟକ ଭୋଟର ? ଜାଣନ୍ତୁ ଏକ୍‌ଜିଟ୍ ପୋଲ..

କର୍ଣ୍ଣାଟକରେ ଏଥର ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Exit poll
କିଏ ମାରିବ ବାଜି ? ବିଜେପିର ସ୍ଥିତି କେଉଁଠି ? କ’ଣ କହୁଛି ଏକ୍‌ଜିଟ୍‌ ପୋଲ୍‌.. ଦେଖନ୍ତୁ

ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ।

What is exit poll, how they work and their accuracy
ଏକଜିଟ୍ ପୋଲ୍‌; ଭୋଟ୍ ପରେ, ପୂର୍ବରୁ କାହିଁକି ନୁହେଁ?

ନିର୍ବାଚର ସରିଲେ ଆରମ୍ଭ ହୁଏ ଏକଜିଟ୍ ପୋଲ। ଏହା କ’ଣ ଠିକ୍ ସୂଚନା ଦିଏ? ଏହାର ସଠିକତାକୁ ନେଇ କାହିଁକି ଉଠେ ପ୍ରଶ୍ନ ଓ ଏହାକୁ ବିରୋଧ କାହିଁକି ଜାଣିବା ପାଇଁ ପଢନ୍ତୁ।

Nomination ended for Muncipalty
ନାହିଁ ନଥିବା ଭିଡ଼ରେ ସରିଲା ପୌର ନିର୍ବାଚନ ନାମାଙ୍କନ ଦାଖଲ

ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍‌, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍‌ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ।

Exit Poll
Exit Poll: ନିର୍ବାଚନ ସରିଥିବା ୫ଟି ରାଜ୍ୟରେ ରେ କିଏ କରିବ ସରକାର? ସେନେଇ ଚାଲିଛି ଅଙ୍କକଷା

ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍‌ ଆଦ୍‌ମୀ ପାର୍ଟି ! ସେପଟେ ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂବର୍ବାନୁମାନ କରାଯାଇଛି । ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।

karnataka
କର୍ଣ୍ଣାଟକ କାହାର? ଜାଣନ୍ତୁ କେଉଁ ଏକ୍‌ଜିଟ୍‌ ପୋଲ୍‌ କ’ଣ କହୁଛି

ନୂଆଦିଲ୍ଲୀ: ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ।  କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୁବର୍ଣ୍ଣା ନ୍ୟୁଜ୍‌ ସର୍ଭେ ଅନୁସାରେ କଂଗ୍ରେସକୁ ୧୦୬ରୁ ୧୧୬ ସିଟ୍, ବିଜେପିକୁ ୭୯ରୁ ୯୨ ଏବଂ ଜେଡିଏସ୍‌କୁ୨୨-୩୦ ଆସନ ମିଳିବ। ସେହିପରି ଟାଇମ୍ସ ନାଓ-ଭିଏମ୍ଆର୍ ସର୍ଭେରେ କଂଗ୍ରେସକୁ ୯୦ରୁ ୧୦୩, ବିଜେପିକୁ ୮୦-୯୩ ଏବଂ ଜେଡିଏସ୍‌କୁ ୩୧ରୁ […]