• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omg

Omg 2 box office collection affected by a certificate and left behind form gadar 2
ଭଲ କାହାଣୀ ସତ୍ତ୍ୱେ କାହିଁକି ‘ଗଦର-୨’ ତୁଳନାରେ ରୋଜଗାରରେ ପଛରେ ପଡିଛି ‘OMG-2’

ଏକ ଭଲ କାହାଣୀ ପରେ ମଧ୍ୟ OMG-2 ଗଦର-୨ ତୁଳନାରେ ରୋଜଗାରରେ ବହୁ ପଛରେ ପଡିଛି। ଏହା ପଛରେ ଏକ ବଡ କାରଣ ମଧ୍ୟ ଅଛି ଯାହା ଫିଲ୍ମର ସାର୍ଟିଫିକେଟ୍ ବିଷୟରେ କୁହାଯାଉଛି। ଅକ୍ଷୟ କୁମାର ନିଜେ ଫିଲ୍ମର 'ଏ' ସାର୍ଟିଫିକେଟ୍ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Sunny deol film gadar 2 crosses 200 crore left rajinikanth jailer behind
ଥମୁନି 'ଗଦର ୨'ର ଜଲ୍‌ୱା; ରଜନୀକାନ୍ତଙ୍କୁ ପଛରେ ପକାଇ ସନୀ ଦେଓଲ ଆଗରେ

ସନି ଦେଓଲଙ୍କ 'ଗଦର ୨' ଏବଂ ରଜନୀକାନ୍ତଙ୍କ 'ଜେଲର' ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି। ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି।

Akshay kumar gets Indian citizenship shares proof on social media
ଏବେ ଟ୍ରୋଲ୍‌ରୁ ମୁକ୍ତି: ଭାରତର ନାଗରିକ ହେଲେ ଅକ୍ଷୟ କୁମାର

ବଲିଉଡ୍‌ର 'ଖିଲାଡି କୁମାର' ଅର୍ଥାତ୍ ଅକ୍ଷୟ କୁମାର ଏବେ ଜଣେ ଭାରତୀୟ ନାଗରିକ ହୋଇଛନ୍ତି। ତାଙ୍କୁ ଭାରତୀୟ ନାଗରିକତା ମିଳିଛି। ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେ ଲୋକମାନଙ୍କୁ ଏହାର ପ୍ରମାଣ ମଧ୍ୟ ଦେଖାଇଛନ୍ତି।

At box office sunny deol film mints 43.08 crores on day 2
‘ଜେଲର୍‌’, ‘OMG 2’ ସହ ଟକ୍କର ଦେଉଛି ‘ଗଦର ୨’; ଆଗରେ ସନୀ ଦେଓଲ

‘ଗଦର ୨’ର ଦୁଇ ଦିନର ରୋଜଗାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏହା ରଜନୀକାନ୍ତଙ୍କ ଜେଲର୍‌ ଓ ଅକ୍ଷୟ କୁମାରଙ୍କ OMG 2 ସହିତ ଟକ୍କର ଦେଉଛି। ସନୀ ଦେଓଲଙ୍କ ଜଲ୍‌ୱା ଦେଖିବାକୁ ମିଳୁଛି।

Omg 2  review movie on sex education must watch
Omg 2 review: କାହାଣୀ ପୂରା ଫିଟ୍: ଅତି ଚତୁରତା ସହ ଦିଆଯାଇଛି ଯୌନ ଶିକ୍ଷା

ପରିସ୍ଥିତି ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ ମାରିଛନ୍ତି, ଯାହା କରିବାକୁ ଅନ୍ୟମାନେ ଶହେ ଥର ଚିନ୍ତା କରିବେ।

OMG -2 cbfc ask makers for 20 cuts
'OMG 2' କୁ ସେନ୍ସର ବୋର୍ଡ ଲଗାମ; କଟାହେବ ୨୦ସିନ୍!

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମ୍‌ଜି ୨'କୁ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ନିକଟତର ହେବାକୁ ଯାଉଛି। ଏହାରି ଭିତରେ କିନ୍ତୁ ରିଲିଜ୍ ବାଟରେ ଅନେକ ବାଧା ମଧ୍ୟ ରହିଛି।

Sunny deol break silence on gadar-2 and omg-2 box office clash
'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇକୁ ନେଇ ସନୀ ଦେଓଲ ଅସନ୍ତୁଷ୍ଟ; କହିଲେ ଏମିତି…

ଦୁଇ ବଡ଼ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। 'ଗଦର ୨' ସହ 'ଓଏମ୍‌ଜି ୨'ର ଲଢେଇ ହେବ। ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ ନିଜେ ପ୍ରତିକ୍ରିୟା ଦେଇଛନ୍ତି।

Akshay kumar shares new look from omg-2
ମଥାରେ ପାଉଁସ, ବେକରେ ରୁଦ୍ରାକ୍ଷ ମାଳା; ଜଟାଧାରୀ ବେଶରେ ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

Akshay kumar upcoming movie omg-oh my god 2 based on sex education
ଅକ୍ଷୟ କୁମାରଙ୍କ OMG 2 ଦେବ ଯୌନ ଶିକ୍ଷା

ଅକ୍ଷୟ କୁମାରଙ୍କ OMG 2 ଏକ କୋର୍ଟରୁମ୍ ଡ୍ରାମା। ଏଥିରେ ଜଣେ ନାଗରିକ କୋର୍ଟକୁ ଯାଇ ବିଦ୍ୟାଳୟରେ ଯୌନ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ଦାବି କରନ୍ତି। ପ୍ରଥମ ଭାଗ ପରି, ସିକ୍ୱେଲ୍‌ରେ ମଧ୍ୟ ଭଗବାନଙ୍କ ଦୃଶ୍ୟ ଥିବା କୁହାଯାଇଛି।

NASA warns as giant asteroid may hit earth on 18 august
NASA : ଅଗଷ୍ଟ ୧୮ରେ ପୃଥିବୀକୁ ଧକ୍କା ଦେବ ବଡ ଉଲ୍‌କା ପିଣ୍ଡ!

ପୃଥିବୀ ଆଡକୁ ମାଡିଆସୁଛି କି ବଡ ବିପଦ। ଅଗଷ୍ଟ ୧୮ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବଡ ଉଲ୍‌କା ପିଣ୍ଡ। ଏମିତି ଭୟଙ୍କର ସୂଚନା ଦେଇଛି ନାସା(NASA)।