ଆଉ କେଇଟା ଦିନ ପରେ ୨୦୨୨ ଆମଠୁ ବିଦାୟ ନେବ। ଏହାର କିନ୍ତୁ କିଛି ଖଟା-ମିଠା ସ୍ମୃତି ସବୁବେଳେ ଆମ ସହିତ ରହିଯିବ। ଏହି ବର୍ଷ କିଛି ଭଲ ସ୍ମୃତି ସାଉଁଟିଥିବା ବେଳେ, କିଛି ଦୁଃଖଦ ସ୍ମୃତିରେ ଦୁନିଆକୁ କନ୍ଦେଇଛି। ଏହି ବର୍ଷ ଏମିତି କିଛି ପ୍ରସିଦ୍ଧ ଅଭିନେତା ଓ କଳାକାରଙ୍କ ଦୁଃଖଦ ମୃତ୍ୟୁ ହୋଇଛି ଯାହା ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି। ଆସନ୍ତୁ କିଏ ଏମାନେ ଜାଣିନେବା।
୨୦୨୨ରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଏହି ସବୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।
ଏହି ନିଯୁକ୍ତି ପ୍ରକ୍ରିୟାରେ CISF ର କନଷ୍ଟେବଲ୍ / ଟ୍ରେଡ୍ସମ୍ୟାନ୍ର ୭୮୭ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ମହାମାରୀ ବିଶେଷଜ୍ଞଙ୍କ ଚେତାବନୀ । ପୁଣି ଲକ୍ଷ ଲକ୍ଷ ଲୋକ କରୋନାରେ ଜୀବନ ହରାଇ ପାରନ୍ତି ।
ଶରୀରକୁ ସୁସ୍ଥ ରଖିବା ପାଇଁ ଶୀତ ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଶରୀର ସୁସ୍ଥ ରଖିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଜାଣିବା ଶୀତଦିନରେ କେଉଁ ଖାଦ୍ୟ ଉପକାରୀ ଅଟେ ।
ଚୀନରେ ପୁଣି ହାହାକାର । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ ।
ମୃତ ୩(terrorists ) ଆତଙ୍କବାଦୀ ଲସ୍କର ଏ ତୋଇବା ସଂଗଠନର ସୂଚନା । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚାଲିଛି ସର୍ଚ୍ଚ ଅପରେସନ୍ ।
ବିହାରରେ ୨୦୧୬ ମସିହାରେ ଲାଗୁ ହୋଇଥିଲା ମଦ ବ୍ୟାନ୍ । ତେବେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା କେତେ, ସାରନ ମଦମୃତ୍ୟୁ ମାମଲାରୁ ସ୍ପଷ୍ଟ ହୋଇଛି
ଅନେକ ଲୋକ ତ ଥଟ୍ଟା ତାମସାର ଶିକାର ହୋଇଥାନ୍ତି। ଏନେଇ କେହି ଭାଙ୍ଗିପଡୁଥିବା ବେଳେ କେହି ଏହାକୁ ଭୁଲିଯାଆନ୍ତି। କିନ୍ତୁ ପ୍ରିୟଙ୍କା ଶୁକ୍ଲା ଏହାକୁ ନିଜ ହୃଦୟକୁ ନେଇଗଲେ ଆଉ କଲେକ୍ଟର୍ ହେବା ନେଇ ଲକ୍ଷ୍ୟ ସ୍ଥିର କରିନେଲେ। ଜାଣନ୍ତୁ କ’ଣ ହେଲା…
ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି
ଫ୍ୟାନ୍ସଙ୍କ ଠାରୁ ନେଇ ଫୁଟବଲ୍ କିମ୍ବଦନ୍ତୀଙ୍କ ଯାଏଁ, ଗତକାଲି ଫିଫା ଫିନାଲେକୁ ଫୁଟବଲ ଇତିହାସର ସର୍ବଶ୍ରେଷ୍ଠ ମ୍ୟାଚ୍ ବୋଲି କହୁଛନ୍ତି । କାରଣ କାଲିର ମ୍ୟାଚ୍ କେତେବେଳେ କନ୍ଦାଉଥିଲା ତ କେବେ କରୁଥିଲା ଖୁସି । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି ।
ଓଡିଶାରେ ଶିକ୍ଷକ ପଦବୀ ପାଇଁ ବିରାଟ ଖାଲି ସ୍ଥାନ ରହିଛି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ୭୫୪୦ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ପୋଷ୍ଟ୍ ମଧ୍ୟରୁ ୨୪୮୭ଟି ପୋଷ୍ଟ୍ ମହିଳାମାନଙ୍କ ପାଇଁ ରହିଛି।
ଏହି ନୂଆ ଫିଚର ଦ୍ୱାରା ବଡ଼ ସମସ୍ୟାରୁ ସହଜରେ ବର୍ତ୍ତି ହେବ । ସବୁଠାରୁ ବଡ଼ କଥା ହେଲା, ଏହି ଫିଚର ଆଜିଠୁ ଲଞ୍ଚ କରିଛି ।
ବିଶ୍ୱ ଦରବାରରେ ଭାରତକୁ ପୁଣି ଚମକେଇଛନି ସର୍ଗମ୍ କୌଶଲ। ଦୀର୍ଘ ୨୧ ବର୍ଷ ପରେ ଦେଶକୁ ଦେଇଛନ୍ତି ‘ମିସେସ୍ ୱାର୍ଲ୍ଡ ୨୦୨୨’ ଟାଇଟଲ୍। ତେବେ ଆସନ୍ତୁ ଜାଣିବା କିଏ ଏହି ସରଗମ୍ କୌଶଲ୍।
ୟୁଏସ୍ ମାସ୍କୁସେଟ୍ସର ଜଣେ ବ୍ୟକ୍ତି ଯିଏ କି ରେମଣ୍ଡ ରବର୍ଟ ସିନିୟର ଭାବେ ଖୁବ୍ ପରିଚିତ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଛି । ଯାହାକି ଏକ ବମ୍ଫର ଲଟେରୀ ।
ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ ।
ଅତି ଯତ୍ନରେ କୁକୁରର ଗୋଦବରାଇ କଲେ ମାଲିକାଣୀ। ବେକରେ ପକାଇଲେ ଫୁଲମାଳ, ପାଖରେ ଥୋଇଲେ ମିଠା..ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଆପଣ ଜାଣନ୍ତି କି, ଯଦି ଆମ ଦୈନନ୍ଦିନ ଜୀବନରେ ଲୁଣର ବ୍ୟବହାର ଆବଶ୍ୟକ ଠାରୁ ଅଧିକ ହୁଏ ତେବେ କ’ଣ ସବୁ କ୍ଷତି ହୋଇପାରେ । ଶରୀରରେ ଏହାର କି ପ୍ରଭାବ ପଡ଼ିଥାଏ ।
ଫିଫା ବିଶ୍ୱକପ୍ରେ ବିଜୟୀ ଟିମ୍ ପୁରସ୍କାର ସ୍ୱରୂପ କେତେ ଅର୍ଥରାଶି ମିଳିଲା ଜାଣିଛନ୍ତି କି ?
ଏବେ ବିଧାନସଭା ବାଚସ୍ପତି ଗିରିଶ ଗୌତ୍ତମ ‘ପଠାନ’କୁ ବିରୋଧ କରିଛନ୍ତି। ସେ ଶାହରୁଖ ଖାନଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଯେ ଶାହରୁଖ ତାଙ୍କ ଝିଅ ସହିତ ଏହି ଚଳଚ୍ଚିତ୍ର ଦେଖିବା ଉଚିତ ଆଉ ଏକ ଫଟୋ ଅପଲୋଡ୍ କରିବା ଉଚିତ। ଏହା ସହିତ ସେ ଆହୁରି କଡା ସମାଲୋଚନା ମଧ୍ୟ କରିଛନ୍ତି।
ଡେକୋରେସନ୍, ସେଲିବ୍ରେସନ୍, ମ୍ୟୁଜିକ୍ ଓ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ପୁରା ଫିକା ଫିକା ଲାଗିଥାଏ। ଆଉ ବିନା ଡ୍ରାମାରେ ତ ବିବାହ କାର୍ଯ୍ୟକ୍ରମ ପୁରା ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିବାହ ବେଳେ କିଛି ନା କିଛି ଡ୍ରାମା ତ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ।
ଶେଷଥର ପାଇଁ ୨୦୦୧ରେ ଡକ୍ଟର ଗୋବିତ୍ରୀକର ମିସେସ୍ ୱାର୍ଲ୍ଡ ବିଜେତା ଥିଲେ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୪୦୦ ଟଙ୍କା ରହିଛି ।
୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...