ପଞ୍ଜାବରେ ଆକ୍ରମଣ କଲେ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତର ପ୍ରଦେଶରେ ଏନକାଉଣ୍ଟରରେ ପ୍ରାଣ ହରାଇଲେ । ଏହା ସମ୍ଭବ ହେଲା ଦୁଇ ରାଜ୍ୟର ପୋଲିସ୍ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ।
ଜାମ୍ମୁ ଓ କାଶ୍ମୀରର ଡୋଡାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଡୋଡା ପୋଲିସ ପକ୍ଷରୁ ଏଥିପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।
ଏହି ୩ ଆତଙ୍କୀ ମଧ୍ୟରୁ ଜଣେ ପାକିସ୍ତାନ ସେନାର ପୂର୍ବତନ କମାଣ୍ଡୋ ଓ ଜଣେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୈବାର କମାଣ୍ଡର ଥିବା ଜଣାପଡ଼ିଛି ।
ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି ।
ପାକିସ୍ତାନରେ ଧସୁଛି ଭାରତ ବିରୋଧୀ ଆତଙ୍କୀଙ୍କ ଗଡ଼ ! ଗଡୁଛି ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଣ୍ଡର ମୁଣ୍ଡ ...କିଏ ନେଉଛି ଜୀବନ, କାହା ନିର୍ଦ୍ଦେଶରେ ହେଉଛି ହତ୍ୟା?
ଖବର ପାଇବାପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ସେହିସମୟରେ ଆତଙ୍କବେଦୀଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା ।
ଭାରତରେ ଖଲ୍ଲିସ୍ତାନୀ କାର୍ଯ୍ୟକଳାପ ରୋକିବାକୁ ବଡ଼ ପଦକ୍ଷେପ..ୱାଣ୍ଟେଡ୍ ଆତଙ୍କୀଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ଲକ୍ଷ..୨ ଆତଙ୍କୀଙ୍କ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା..
ମୃତ ୩(terrorists ) ଆତଙ୍କବାଦୀ ଲସ୍କର ଏ ତୋଇବା ସଂଗଠନର ସୂଚନା । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚାଲିଛି ସର୍ଚ୍ଚ ଅପରେସନ୍ ।
ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।
ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। […]
ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ । କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା । କୋଳକାତା ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଓଡ଼ିଶା ଗୁଇନ୍ଦା ଅଧତ୍କାରୀ ।