• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lionel Messi

Two legendary players - Sain Tendulkar and Lionel Messi
ଦୁଇ କିମ୍ବଦନ୍ତୀ ତେନ୍ଦୁଲକର - ମେସୀଙ୍କ ବଡ ଉପଲବ୍ଧି ଓ ସମାନତା

ଦୁଇ କିମ୍ବଦନ୍ତୀ ଖେଳାଳି - କ୍ରିକେଟର୍ ସଚିନ ତେନ୍ଦୁଲକର ଓ ଫୁଟ୍ବଲର୍ ଲିଓନେଲ୍ ମେସୀଙ୍କ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ସମାନତାକୁ ନେଇ ଏବେ ଚର୍ଚ୍ଚା। କ୍ୟାରିଅର୍ରେ ବ୍ୟାପକ ସଫଳତା ସତ୍ତ୍ୱେ ଉଭୟ ତେନ୍ଦୁଲକର ଓ ମେସୀଙ୍କର ଏକ ଅଧୁରା ସ୍ୱପ୍ନ ରହିଥିଲା - ଦୁହେଁ ବିଶ୍ୱକପ୍ ଟ୍ରଫି ଜିତି ନ ଥିଲେ। କିନ୍ତୁ ଉଭୟ ନିଜ ନିଜ ଶେଷ ବିଶ୍ୱକପ୍ରେ ଏହି ସ୍ୱପ୍ନକୁ ସାକାର କରିଥିଲେ।

Lionel Messi
ଗୋଲ୍ଡେନ୍‌ ଟ୍ରଫି ସହ ସୁଖ ନିଦ୍ରାରେ ମେସି

ପୂରଣ ହେଲା ଫୁଟ୍‌ବଲର ମହାନ ପ୍ଲେଅର ଲିଓନେଲ୍ ମେସିଙ୍କ ସ୍ୱପ୍ନ। ଫିଫା ବିଶ୍ୱକପ୍‌ରେ ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା।

Lionel Messi
ପଞ୍ଚମ ପ୍ରୟାସରେ ପୁରା ହେଲା ମ୍ୟାଜିସିଆନ୍ ମେସିଙ୍କ ସ୍ୱପ୍ନ

ଫ୍ୟାନ୍ସଙ୍କ ଠାରୁ ନେଇ ଫୁଟବଲ୍ କିମ୍ବଦନ୍ତୀଙ୍କ ଯାଏଁ, ଗତକାଲି ଫିଫା ଫିନାଲେକୁ ଫୁଟବଲ ଇତିହାସର ସର୍ବଶ୍ରେଷ୍ଠ ମ୍ୟାଚ୍ ବୋଲି କହୁଛନ୍ତି । କାରଣ କାଲିର ମ୍ୟାଚ୍ କେତେବେଳେ କନ୍ଦାଉଥିଲା ତ କେବେ କରୁଥିଲା ଖୁସି । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି ।

Lionel Messi’s World Cup history
ଫାଇନାଲ ମ୍ୟାଚ୍‌ ଖେଳି ବିଶ୍ୱରେକର୍ଡ କରିବେ ଫୁଟବଲ୍‌ ଲିଜେଣ୍ଡ ମେସି

ରବିବାର ଫିଫା ବିଶ୍ୱକପ 2022ର ହାଇଭୋଲଟେଜ ଫାଇନାଲ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ।

Will Messi's dream of winning the world come true?
ସାକାର ହେବ କି ମେସୀଙ୍କ ବିଶ୍ୱବିଜୟ ସ୍ୱପ୍ନ

ଲିଓନେଲ୍ ମେସୀ ତାଙ୍କର ଉଲ୍ଲେଖନୀୟ କ୍ୟାରିଅରରେ ଗୋଟିଏ ବି ବିଶ୍ୱକପ୍ ମୁକୁଟ ହାତେଇ ନାହାନ୍ତି। କତରରେ ସେ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳୁଛନ୍ତି ଏବଂ ଏହା ତାଙ୍କ ଲାଗି ଶେଷ ସୁଯୋଗ। ମେସୀ ତାଙ୍କ ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବେ କି? ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ଦେଇପାରିବେ କି ବିଶ୍ୱମୁକୁଟ?