ସନ୍ଥନଗୋପାଲନଙ୍କ ନିଯୁକ୍ତି ନେଇ ଇସିଆଇ ଅଫିସରୁ ବିଜ୍ଞପ୍ତି ହୋଇଛି।
ସେଲିବ୍ରେଟ କରୁଥିଲେ ସିଲଭର ଜୁବୁଲି । କିନ୍ତୁ ଛକି ରହିଥିଲା ମୃତ୍ୟୁ । ନିଜ କମ୍ପାନୀର ସିଲିଭର ଜୁବୁଲି ସେଲିବ୍ରେଟ କରୁ କରୁ ମାଡ଼ି ଆସିଲା ମୃତ୍ୟୁ ଆଉ ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ ।
କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।
ମିଟିଂରେ ବସିଛନ୍ତି, ପୁଣି ବିନା ସାର୍ଟରେ । ଆଉ ତା ଉପରେ ମାଲିସ ମଧ୍ୟ ନେଉଛନ୍ତି । କମ୍ପାନୀ ପରିଚାଳନା ବୈଠକରେ ବସିବା ବେଳେ ଏପରି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଏୟାର ଏସିଆ ସିଇଓ ।
ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ଆଗାମୀ ଦିନରେ କୁକ୍ଙ୍କୁ ୮୦ ରୁ ୯୦ ପ୍ରତିଶତ ରାଶି ଦେବା ପାଇଁ ସଂସ୍ଥା ଯୋଜନା କରୁଛି । କୁକ୍ ୨୦୧୧ରୁ ଆପଲ୍ ସିଇଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ।
ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା, ପ୍ରଲୋଭନ ଦେଖାଇବା ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ଭାରତର ବଡ଼ ବଡ଼ କମ୍ପାନୀମାନେ ଅଧିକାରୀମାନଙ୍କୁ ମୋଟା ରକମର ଦରମା ଦେଇଥାନ୍ତି। ସେଥି ମଧ୍ୟରୁ ଜଣେ ଦେଶର ଅଗ୍ରଣୀ ଖାଦ୍ୟ ପ୍ରକ୍ରୀୟାକରଣ ତଥା ପ୍ରସ୍ତୁତକାରୀ କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ। ନେସଲେ କଂପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ସୁରେଶ ନାରାୟଣ ଭାରତରେ ସବୁଠାରୁ ଅଧିକ ବେତନ ପାଉଥିବା ସିଇଓ।