ଘରେ ବସି ରୋଜଗାର କରନ୍ତୁ ଟଙ୍କା । ପୋଷ୍ଟ ଅଫିସ୍ର ଏହି ସ୍କିମ୍ରେ ବିନିଯୋଗ କରନ୍ତୁ...ମାସିକ ରୋଜଗାର କରନ୍ତୁ ୨୦ ହଜାର ! ଜାଣନ୍ତୁ କେମିତି ଓ କିପରି କରିବେ...
ପୋଷ୍ଟ ଅଫିସ ବା ଡାକଘରେ ଟଙ୍କା ରଖିଲେ ଭଲ ରିଟର୍ଣ୍ଣ ମିଳିଥାଏ । ତେଣୁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ଲୋକ ପୋଷ୍ଟ ଅଫିସରେ ଟଙ୍କା ରଖିଥାନ୍ତି । ହେଲେ ପୋଷ୍ଟ ଅଫିସ୍ର ସମସ୍ତ ଯୋଜନା ବିଷୟରେ କେହି ଜାଣିନଥିବେ ।
ପୋଷ୍ଟ ଅଫିସ୍ରେ RD କଲେ ଆପଣଙ୍କୁ ଅତି କମ୍ରେ ୫.୮ ହାରରେ ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି ।
କେବଳ ସେତିକି ନୁହେଁ, ସାଇବର୍ ଫ୍ରଡ୍ର ବି ଚିନ୍ତା ରହିବନି।
ପୋଷ୍ଟ ଅଫିସକୁ ଦେଶବାସୀ ବେଶ ଭରସା କରିଥାନ୍ତି। କେବଳ ଚିଠି ପାଇଁ ନୁହେଁ, ଟଙ୍କା ଜମା କରିବାକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଏଠାରେ ମିଳୁଥିବା ସୁବିଧା ବିଷୟରେ ଅନେକ ଜାଣିନଥାନ୍ତି।