ପେଟ ପାଟଣା ପାଇଁ ସେ ଯାଇଥିଲେ ୱାର୍ ଜୋନକୁ । ସିକ୍ୟୁରିଟି ହେଲ୍ପର ଭାବରେ ନିଯୁକ୍ତି ହେଲେ ମୋଟା ଅଙ୍କର ଦରମା ପାଇଲେ । ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ହାରିବାକୁ ପଡ଼ିଲା ଜୀବନ । ଗୁଜରାଟ ସୁରତର ହାମିଲ ଅଶ୍ୱିନୀଭାଇ ମଙ୍ଗୁକିଆ ଯୁଦ୍ଧ କ୍ଷେତ୍ରରେ ଜୀବନ ହାରିଛନ୍ତି । ଏପରେ ପୁଅକୁ ଝୁରି ଝୁରି ମା ଆଖିରୁ ଲୁହ ଶୁଖୁନି....
କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବ, ନୟାଗଡ଼ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।
ଆଗାମୀ ଦିନରେ କୁକ୍ଙ୍କୁ ୮୦ ରୁ ୯୦ ପ୍ରତିଶତ ରାଶି ଦେବା ପାଇଁ ସଂସ୍ଥା ଯୋଜନା କରୁଛି । କୁକ୍ ୨୦୧୧ରୁ ଆପଲ୍ ସିଇଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ।
୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ।
ବଢିପାରେ ବିଧାୟକଙ୍କ ବେତନ..ବିଧାନସଭାର କମିଟି କଲା ସୁପାରିଶ..ଦରମା ଓ ଭତ୍ତା, ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ ହୋଇଛି
ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ? ଦେଖନ୍ତୁ ଏଇ ଭିଡ଼ିଓ