ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମ୍ୟାଲେରିଆ ପାଇଁ ଦ୍ୱିତୀୟ ଟିକା ସୁପାରିସ କରାଯାଇଛି । ଶିଶୁମାନଙ୍କ ମ୍ୟାଲେରିଆ ମୁକାବିଲା ପାଇଁ ବିଶେଷ ଫଳପ୍ରଦ ହେବ ।
ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ସ୍ଲୋଗାନ ଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ।
WHO ଅନୁଯାୟୀ ସ୍ୱାସ୍ଥ୍ୟର ଅର୍ଥ କେବଳ ସୁଷମ ଖାଦ୍ୟ ଖାଇବା ନୁହେଁ, ଏହା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ ଯେ ସମସ୍ତେ କିପରି ଏକାଠି ହୋଇ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିବା।
ବିଶ୍ୱରେ ଟଳିନି ଓମିକ୍ରନ ବିପଦ । ସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ । ଗତ କିଛିଦିନ ହେଲା ବିଶ୍ୱର ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ଚିନ୍ତା ବଢାଇଲାଣି ଓମିକ୍ରନ୍ । କୋଭିଡ ବିଶେଷ କରି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ । କରୋନାର ଆଗାମୀ ସୁନାମିରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଗେବ୍ରିୟେସୁସ୍ ।
କରୋନା ଟୀକାକରଣର ବୁଷ୍ଟର ଡୋଜର ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଦ୍ବେଗ ପ୍ରକାଶ କରି କହିଛି ଯେ ଏହା ବିଶ୍ୱବ୍ୟାପୀ ଟିକା ଅଭାବର କାରଣ ହୋଇପାରେ । ଫଳରେ ଗରିବ ଦେଶ ଗୁଡିକ ବିଶେଷ ଭାବରେ ପ୍ରଭାବିତ ହୋଇପାରନ୍ତି ।
ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବାର WHO ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦୂଷଣ ରୋକିବା ପାଇଁ WHO ନୂଆ ଗାଇଡ୍ଲାଇନ୍ ଜାରି କରିଛି ଏବଂ ଏହାକୁ ମାନିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛି।
ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ