• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Good Friday

Know history significance of good friday
Good Friday 2024: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଦାନ-ଧର୍ମର ପର୍ବ ‘ଶୁଭ ଶୁକ୍ରବାର’

‘ଶୁଭ ଶୁକ୍ରବାର’ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ। ଏହାକୁ ମଧ୍ୟ ଏକ ଶୋକ ଦିବସ ଭାବରେ ପାଳନ କରାଯାଏ। ‘ଶୁଭ ଶୁକ୍ରବାର’କୁ ମହାନ ଶୁକ୍ରବାର ବା ପବିତ୍ର ଶୁକ୍ରବାର ମଧ୍ୟ କୁହାଯାଏ। ଚଳିତ ବର୍ଷ ଏହି ଦିନକୁ ୨୯ ମାର୍ଚ୍ଚ ବା ଆଜି ପାଳନ କରାଯାଉଛି।

ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରଲ କାଥୋଲିକ୍ ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରଲ କାଥୋଲିକ୍ ଚର୍ଚ୍ଚ ଗସ୍ତ କରି ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି

ପବିତ୍ର ଗୁଡ ଫ୍ରାଇଡେ
ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ଦିନକୁ ମନେ ପକାଇଲେ ଖ୍ରୀଷ୍ଟିଆନ ଭାଇ-ଭଉଣୀ

ପବିତ୍ର ଗୁଡ ଫ୍ରାଇଡେ, ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଲାଗି ପବିତ୍ର ଦିନ। ଆଜିର ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା । ସଂସାରରେ ସୁଖ ଶାନ୍ତି ଲାଗି ପ୍ରଭୁ ଯୀଶୁ ଆଜିର ଦିନରେ ପ୍ରାଣବଳୀ ଦେଇଥିଲେ। ପ୍ରଭୁ ଯୀଶୁଙ୍କ ଦେହାନ୍ତର ଏହି ଦିନକୁ ପବିତ୍ର ଦିନ ଭାବେ ପାଳନ କରନ୍ତି। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଚର୍ଚ୍ଚ ଠାରେ ଗୁଡ ଫ୍ରାଇଡେ ପାଳନ କରିଛନ୍ତି ଖ୍ରୀଷ୍ଟଧର୍ମାଲମ୍ବୀ।

Good Friday
Good Friday 2023: କାହିଁକି ପାଳନ କରାଯାଏ ଗୁଡ୍‌ ଫ୍ରାଇଡେ ? କ’ଣ କହୁଛି ଇତିହାସ ?

କୁହାଯାଏ ଏହି କାରଣରୁ ଚର୍ଚ୍ଚରେ ଅପରାହ୍ନ ୩ଟା ବେଳେ ସମସ୍ତେ ଏକାଠି ହୋଇ ପ୍ରାର୍ଥନା କରିଥାନ୍ତି । କିନ୍ତୁ କୌଣସି ପ୍ରକାର ଉତ୍ସବ ପାଳନ କରାଯାଇନଥାଏ ।