• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: World Health Day

world health day
ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ; ଚଳିତବର୍ଷର ଥିମ୍ 'ମୋ ସ୍ୱାସ୍ଥ୍ୟ, ମୋ ଅଧିକାର'

୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସଂଯୁକ୍ତ ରାଷ୍ଟ୍ରର ଏକ ସ୍ବାସ୍ଥ୍ୟ ସଂଗଠନ, ଯାହାକି ବିଶ୍ବ ସ୍ତରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରକାର ନୂତନ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରିଥାଏ।

World Health Day 2024 Know 4 fitness tips for perfect body
World Health Day 2024: ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ୪ଟି ସରଳ ଉପାୟ

‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ର ମହତ୍ତ୍ୱ ହେଉଛି ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା। ତେବେ ନିଜ ଶରୀରକୁ ସୁସ୍ଥ ଓ ମଜଭୁତ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।

Yoga tips for high blood pressure and low blood pressure control
World Health Day 2024: ଆପଣ ହାଇ ବିପି ବା ଲୋ’ ବିପିରେ ପୀଡିତ କି… ଏହି ୪ ଯୋଗାସନ ଦେବ ମୁକ୍ତି

ଜଣେ ସୁସ୍ଥ ରହିଲେ ହିଁ ଜୀବନରେ ଖୁସି ଆସେ। କୌଣସି ବ୍ୟକ୍ତି କେବଳ ବଡି ବିଲ୍ଡିଂ କରି ନିଜ ସୁସ୍ଥ ରଖିପାରେ ନାହିଁ। ଜଣେ ଯଦି ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରୁହନ୍ତି ସେତେବେଳେ ସେ ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରନ୍ତି। ଏନେଇ ଯୋଗ ହିଁ ସବୁଠାରୁ ଭଲ ବିକଳ୍ପ।

World Health Day
ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ସ୍ଲୋଗାନ ଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ।

why we celebrate world health day
World Health Day: ସମଗ୍ର ବିଶ୍ୱକୁ ସୁରକ୍ଷିତ ରଖିବା ଆଜି ଦିନର ଆହ୍ୱାନ ହେବା ଆବଶ୍ୟକ…

WHO ଅନୁଯାୟୀ ସ୍ୱାସ୍ଥ୍ୟର ଅର୍ଥ କେବଳ ସୁଷମ ଖାଦ୍ୟ ଖାଇବା ନୁହେଁ, ଏହା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ ଯେ ସମସ୍ତେ କିପରି ଏକାଠି ହୋଇ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିବା।

Use heart for every heart
କାହିଁକି ବଢୁଛି ହୃଦ୍‌ଘାତଜନିତ ସମସ୍ୟା; କିପରି କରିବେ ନିୟନ୍ତ୍ରଣ

ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍‌ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍‌ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।