• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Hanuman

 Lord Hanuman
Lord Hanuman Idol: କୋଟିଏ ରୁଦ୍ରାକ୍ଷରେ ମହାବୀରଙ୍କ ବିଗ୍ରହ, ହଜାର କୋଟି ରାମ ନାମ ଲେଖାପତ୍ର

କୋଟିଏ ରୁଦ୍ରାକ୍ଷରେ ନିର୍ମାଣ ହୋଇଛି ମହାବୀରଙ୍କ ବିରାଟ ବିଗ୍ରହ। ଭକ୍ତଙ୍କ ଠାରୁ ସଂଗ୍ରହ କରାଯାଉଛି ହଜାର କୋଟି ରାମନାମ ଲେଖା ପତ୍ର। ଯାହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ସହ ଏହାକୁ ଇଟା ଆକାରରେ ସଂଗୃହୀତ କରି ରଖାଯାଉଛି ।

mythological story behind the birth of pabanputra lord hanuaman
Hanuman Birth Story: ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବିଥିବା ଶିଶୁଟି କିଏ? ପବନପୁତ୍ରଙ୍କ ନାମ କେମିତି ହେଲା ହନୁମାନ?

ପ୍ରଭୁ ହନୁମାନଙ୍କର ଜନ୍ମ ଓ ପିଲାଦିନକୁ ନେଇ ଭାରତୀୟ ପୁରାଣରେ ଅନେକ ରୋଚକ କାହାଣୀ ରହିଛି। ବାଲ୍ମିକୀ ରାମାୟଣ ଅନୁସାରେ, ପୃଥିବୀର ଉତ୍ତର ଦିଗରେ ସୁମେରୁ ବୋଲି ଏକ ବଡ ପର୍ବତ ଥିଲା, ଯାହା ମାଟି କିମ୍ବା ପଥରରେ ନୁହେଁ। ସେ ପର୍ବତ ସୁନାର ପର୍ବତ। ଏହା କେମିତି ହନୁମାନଙ୍କ ଜୀବନ ସହିତ ଜଡ଼ିତ ପଢ଼ନ୍ତୁ।

ମହାଭାରତରେ ହନୁମାନ
Mahabharat Story: ଅର୍ଜୁନ ଓ ହନୁମାନଙ୍କ ଭେଟ ଏବଂ ବ୍ରାହ୍ମଣଙ୍କ ଅପହୃତ ଶିଶୁମାନଙ୍କ କାହାଣୀ

କାହିଁକି ସାନ ଏକ ମାଙ୍କଡ଼ ବେଶ ଧରିଲେ ହନୁମାନ? କିଏ ଜନ୍ମ ହେଉ ହେଉ ବ୍ରାହ୍ମଣର ଶିଶୁମାନଙ୍କୁ ଅପହରଣ କରୁଥିଲା? କୃଷ୍ଣ କାହିଁକି ଅର୍ଜୁନଙ୍କୁ ରଥରେ ବସେଇ ପୃଥିବୀ ବାହାରକୁ ଘେନି ଯାଇଥିଲେ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Spiritual Orator Abhinav Arora
Spiritual Orator Abhinav Arora: ପ୍ରଭୁ ହନୁମାନଙ୍କ ଭଳି ନାଚିଲେ ଅଭିନବ ଆରୋରା, ଭାଇରାଲ ହେଲା ଭିଡ଼ିଓ

ଭିଡିଓରେ ସେ ପ୍ରଭୁ ହନୁମାନଙ୍କ ପରି ପୋଷାକ, ଫୁଲମାଳ ଓ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ହନୁମାନଙ୍କ ଅବତାରକୁ ଅନୁକରଣ କରିବା ପାଇଁ ସେ ସେଭଳି ମେକଅପ ନେବା ସହ ହାତରେ ଏକ ଗଦା ଧରିଥିବା ଦେଖାଯାଇଛି ।

 Lord hanuman
କୋଟିଏ ରୁଦ୍ରାକ୍ଷରେ ହନୁମାନ, ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା

କୋଟିଏ ରୁଦ୍ରାକ୍ଷରେ ପ୍ରସ୍ତୁତ ହୋଇଛନ୍ତି ହନୁମାନ । ଏହାସହ ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା । ଦେଶର କୋଣ ଅନୁକୋଣରୁ ଆସିଛି ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲିଖିତ ଏହି ରାମନାମ ପତ୍ରିକା । ଏ ହେଉଛି ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମର ଦୃଶ୍ୟ । ଏଠି ନିଆରା ଢଙ୍ଗରେ ପାଳନ ହେଉଛି ହନୁମାନ ଜୟନ୍ତୀ ।

Lord Hanuman
ନିଆରା ପଣାସଂକ୍ରାନ୍ତି : ବେଲପତ୍ରରେ ରାମରାମ ଲେଖି ହନୁମାନଙ୍କୁ ଅର୍ପଣ କଲେ ଭକ୍ତ

ହନୁମାନ ଜୟନ୍ତୀ ପାଇଁ ସଂଗୃହିତ ହୋଇଛି କୋଟିଏ ରୁଦ୍ରାକ୍ଷ । ଏହି ରୁଦ୍ରାକ୍ଷକୁ ନେପାଳ, ୠଷିକେଶ ଓ ହରିଦ୍ୱାରରୁ ସଂଗ୍ରହ କରାଯାଇଛି । ସେହିଭଳି ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲେଖାଥିବା ରାମନାମ ପତ୍ରିକା ଆସିଛି ।  ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ଦେଖିବାକୁ ମିଳିଛି ଏମିତି ନିଆରା ଦୃଶ୍ୟ । ହନୁମାନ ଜୟନ୍ତୀ ଅବସରରେ ଆଶ୍ରମରେ ୮୮୦ କୋଟି ଗଚ୍ଛିତ ନାମ ପତ୍ରିକା ବି ପୂଜା ହୋଇଛି ।

hanuman ji
ସଙ୍କଟମୋଚକଙ୍କ ଆଖିରେ ଲୁହ !! ଖବର ଶୁଣିବା ପରେ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼

ପୋଲିସ୍‌ ବଖାଣିଲା ଅସଲ ରହସ୍ୟ !! ସତରେ କାନ୍ଦିଲେ କି ହନୁମାନ୍‌ ?

From which lord hanuman ji receive what boon
Hanuman Jayanti: ହନୁମାନ କିପରି ହେଲେ ଏତେ ଶକ୍ତିଶାଳୀ; କେଉଁ ଦେବତା କେଉଁ ବର ଦେଇଥିଲେ...

ଭଗବାନ ରାମଙ୍କର ସବୁଠାରୁ ବଡ ଭକ୍ତ ଭାବରେ ହନୁମାନକୁ ଗଣାଯାଏ। ତାଙ୍କୁ ଅନେକ ଦେବତାଙ୍କ ଠାରୁ ଶକ୍ତି ମିଳିଥିଲା ବୋଲି ପୌରାଣିକ କଥାବସ୍ତୁରୁ ଜଣାପଡେ। ତେବେ ଆସନ୍ତୁ ଜାଣିବା ହନୁମାନ କେଉଁ ଦେବତାଙ୍କ ଠାରୁ କି ବର ପାଇଥିଲେ।

Hanuman temple
ମନ୍ଦିର ଭାଙ୍ଗିବାକୁ ଆସିଥିଲା...କାମ ଦେଲାନି ମେସିନ୍‌...ହନୁମାନଙ୍କ କୃପା ବୋଲି କହିଲେ ଭକ୍ତ

ରାସ୍ତା ସଂପ୍ରସାରଣ ପାଇଁ ହନୁମାନଙ୍କ ମନ୍ଦିର ଭାଙ୍ଗିବାକୁ ପ୍ରସ୍ତୁତ ହେଲା ପ୍ରଶାସନ। ବିରାଟ ମେସିନ ଆସିଲା, ମନ୍ଦିର ପାଖରେ ଖରାପ ହୋଇଗଲା। ୩ ବର୍ଷ ହେଲାଣି ଭଙ୍ଗା ହୋଇପାରୁନଥିଲା ମନ୍ଦିର। ଶେଷରେ ଜ୍ୟାକ୍‌ ଲଗାଇ ଘୁଂଚାଗଲା ମନ୍ଦିର। ସେପଟେ ଭକ୍ତ କହିଲେ ସବୁ ମହାବୀରଙ୍କ କରୁଣା...

Lord Hanuman
ନାଲିଆ ବୋତଲ ଗୀତରେ ନାଚିଲେ ହନୁମାନ

ଚାଲିଥିଲା ନାଟକ, ବାଜୁଥିଲା ଖୋଲ ଖୋଲ ସାଙ୍ଗ ନାଲିଆ ବୋତଲ ଖୋଲ୍…ବାସ୍ ଏଇ ଗୀତରେ ହଠାତ୍ ଡ୍ୟାନ୍ସରଙ୍କ ସହ ପ୍ରବଳ ନାଚିଲେ ହନୁମାନ ବେଶ ଧାରୀ ଯୁବକ। ଭାଇରାଲ ହେଉଛି ଭିଡିଓ