/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704344920.jpg)
Bus Accident
କାମାକ୍ଷାନଗରରେ ସିରିଜ୍ ଦୁର୍ଘଟଣା । ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହୋଇ ୪୦ ଜଣ ଆହତ ହୋଇଛନ୍ତି । କାମାକ୍ଷାନଗର-ମହାବୀରୋଡରେ ରୋଡ୍ ଥାନା ଭେଜିଆ ଛକରେ ସିରିଜ ଦୁର୍ଘଟଣା ଘଟିଛି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । ଦୁର୍ଘଟଣାରେ ଉଭୟ ଗାଡ଼ିର ଡ୍ରାଇଭର ସହ ବସରେ ଥିବା ୪୦ରୁ ଅଧିକ ଆହତ ହୋଇଛନ୍ତି ।
Advertisment
ଆହତ ମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ । ସମ୍ବଲପୁରରୁ ପିକନିକ ସାରି ବଡ଼ଚଣା ଫେରିବା ବେଳେ ଦୁର୍ଘଟଣା ଘଟିଥିବା ପୋଲିସ କହିଛି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)