• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kamakhyanagar

builds templ
ବିରାଟ ମନ୍ଦିରରେ ବିକଳଙ୍କ ବିଗ୍ରହ

ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି ରେ କମ୍ପୁଛି ମନ୍ଦିର ପରିବେଶ l ବେଦଜ୍ଞ ବ୍ରାହ୍ମଣ ମାନଙ୍କ ବେଦଧ୍ଵନି ସହ ଘୃତାହୂତି ରେ ଯଂଜ୍ଞମଣ୍ଡପ ପ୍ରକମ୍ପିତ l ଶତାଧିକ ଭକ୍ତ ଙ୍କ ଗହଳି ରେ ପ୍ରସାଦସେବନ ଚାଲିଥିବl ବେଳେ ବିରାଜମାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ l

inspiring story of 90-year-old man
ବୟସ ଖାଲି ଏକ ନଂ, ୯୦ରେ ବି ଫିଟ୍ ଶିବ ବଇଦ

ବୟସ ବଢିଗଲାଣି ବୋଲି ସିନା କାନକୁ ଶୁଣାଯାଉନି। ହେଲେ ସାଇକେଲ ପ୍ୟାଡେଲରେ ଏବେ ବି ଧାଇଁ ଧାଇଁ ଚାଲୁଛି ଗୋଡ଼। ତୀକ୍ଷ୍ମ ଦୃଷ୍ଟି, ଅମାପ ଜ୍ଞାନ, ଆଉ ଧୈର୍ଯ୍ୟ ଏତେ ଯେ ସାମ୍ନାରେ କୌଣସି ଯୁବକ ବି ଫେଲ୍ ମାରିବେ। ଚାଷ ଠାରୁ ବଇଦ ପାଠ। ସବୁଥିରେ ସେ ପାରଙ୍ଗମ।

Mother-Son Duo
ଚଢ଼ିଗଲା ଟ୍ରକ୍‌; ଚାଲିଗଲା ମା’ ପୁଅଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ୪ଜଣ

ପରିବାରର ସମସ୍ତ ସଦସ୍ୟ ଗାଁ ଯାତ୍ରା ପଡ଼ିଆ ନିକଟରେ ଶୋଇଥିବାବେଳେ ବାଘମୁଣ୍ଡା ଗାଁରୁ ବାଲି ଅନଲୋଡ଼ କରି ଆସୁଥିବା ଏକ ଟ୍ରକ ମାଡି ଯାଇଥିଲା ।

helpless sister
ଜଣ ଜଣ କରି ସବୁ ଚାଲିଗଲେ.. ଏକା ହୋଇଗଲେ ଦୁଇ ଭଉଣୀ

ଆଜି ଯଦି ସାନଭାଇ କଥା ମାନିଥାନ୍ତା.. ଦାଦନ ଖଟିବାକୁ ଯାଇ ନଥାନ୍ତା..ହୁଏତ ବଞ୍ଚିଯାଇଥାନ୍ତା.. ତାରି ମୁହଁକୁ ଚାହିଁ ଦୁଇ ଭଉଣୀ ଆଗକୁ ବଢିଥାନ୍ତେ.. ହେଲେ ବିଧାତା ବଇରି ସାଜିଲା..

Couple rob locals
ଛେନାପୋଡ ସହ ଥଣ୍ଡା ଦେଲେ...୧୫ ଲକ୍ଷ ନେଇ ପଳେଇଲେ

୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା

Honesty personified
୨ ଥରର ସରପଂଚ...ନିଜ ପାଇଁ କରିଛନ୍ତି ଖଣ୍ଡେ ସାଇକେଲ୍‌

ନିଆରା ସରପଂଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍‌ ସହ ଦୁଇହଳ ପୋଷାକ

Widow runs Dahibara aloodum
ଏ ବି ଜଣେ ମା’... ପିଲାଙ୍କ ସ୍ୱପ୍ନ ପାଇଁ ବିକୁଛନ୍ତି ଦହିବରା

ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍‌ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର ବୋଝ ଉଠାଉଛନ୍ତି ନିଜ କାନ୍ଧରେ ।

Financial  Assistance
ଏ ବି ଜଣେ ମା’... ପିଲାଙ୍କ ସ୍ୱପ୍ନ ପାଇଁ ବିକୁଛନ୍ତି ଦହିବରା

ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍‌ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର ବୋଝ ଉଠାଉଛନ୍ତି ନିଜ କାନ୍ଧରେ ।

Parent Seek Help
ଶତ୍ରୁ ସାଜିଲା ଶଗଡ, ୨୦ ବର୍ଷ ହେଲା ଉଠୁନି ପୁଅ

ଶଗଡ ସାଜିଲା ଶତ୍ରୁ। ଧାନ ଆଣୁ ଆଣୁ ଗୋବିନ୍ଦ ଉପରେ ଏମିତି ପଡିଗଲା ଯେ ୨୦ ବର୍ଷ ହେଲାଣି ଆଉ ବିଛଣାରୁ ଉଠିପାରୁନି ଭେଣ୍ଡିଆ ପୁଅ। ଚିକିତ୍ସା ପାଇଁ ଜମିବାଡ଼ି ବିକିଲେଣି ହେଲେ ପୁଅ ଭଲ ହେଉନି କି ଚାଲୁନି...ସରକାରୀ ସହାୟତା ଲାଗି ଗୁହାରି କରୁଛନ୍ତି ମାଆ-ବାପା

ବାଘମୁଣ୍ଡା ଗାଁର ଏଇ ଅଙ୍ଗନବାଡ଼ି କେନ୍ଦ୍ରଟି ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି।
ବନ୍ଧା ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର...ପିଲା ପିଣ୍ଡାରେ, ଫଟୋରେ ଦେଖିବା ଖବର

କାମାକ୍ଷାନଗର ଉପଖଣ୍ଡ ବାଘମୁଣ୍ଡାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଟି ଜଣେ ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି। ସଂପୃକ୍ତ ଠିକାଦାର କୁଆଡ଼େ ସଂପୂର୍ଣ୍ଣ ବିଲ୍ ପାଇନଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜ ହେପାଜତରେ ରଖିଛନ୍ତି। ଫଳରେ ପିଲାମାନେ ୟା ତା’ ପିଣ୍ଡାରେ ବସି ପାଠ ପଢୁଛନ୍ତି।

Elderly man killed in elephant attack in Dhenkanal
ବାରଣ୍ଡାରେ ଶୋଇଥିଲେ ବାପ-ପୁଅ; ଦଳିଦେଲା ଦନ୍ତା

ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା ଗୋଠ ଛଡା ଦନ୍ତା । ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

Iron-Ore Laden Truck Falls Off Bridge In Kamakhyanagar, Driver Dies
ଚକା ଫାଟି ବ୍ରାହ୍ମଣୀକୁ ଖସିଲା ଟ୍ରକ...

କାମାକ୍ଷାନଗର ନଦୀକୁ ଖସିଲା ଆଇରନବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ ।ଟ୍ରକର ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା

Road Accident Irks Public In Kamakhyanagar, Bus Vandalised
ବସ୍‌ ଦୁର୍ଘଟଣା କଲା...ରାଗିତାତି ପଂଚମ ହେଲେ ଲୋକେ.

ବସ୍‌ ଦୁର୍ଘଟଣା କଲା...ରାଗିତାତି ପଂଚମ ହେଲେ ଲୋକେ....ଯିଏ ଯାହା ପାଇଲା ଧରିଲା ବସ୍‌କୁ ଭାଙ୍ଗି ଗୁଣ୍ଡ କଲା

Special Story | Peepal And Neem Trees Marry In Odisha’s Kamakhyanagar For World Peace
ସଂକଳ୍ପ କରିଥିଲେ ୨୧ ବର୍ଷରେ ବାହା କରାଇଲେ, ଗଛ ବାହାଘର

ମହାବାତ୍ୟା ପରେ ଗଛ ଲଗାଇଲା ବେଳେ ସଂକଳ୍ପ କରିଥିଲେ । ୨୧ ବର୍ଷ ପରେ କନ୍ୟାଦାନ କଲେ । ଗଛ ରୂପରେ ଲକ୍ଷ୍ମୀନାରାୟଣଙ୍କ ବାହାଘର ହେଲା । ଗାଁ ଖାଲି ଉଠିଲା ପଡିଲା ।