• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Traffic Jam

Huge Traffic Jam On Delhi Gurugram Expressway
Video: ଦିଲ୍ଲୀ -ଗୁରୁଗ୍ରାମ ଏକ୍ସପ୍ରେସ୍‌ ୱେରେ ପ୍ରବଳ ଟ୍ରାଫିକ୍‌ ଜାମ୍‌, ଆମ୍ବୁଲାନ୍ସ ବି ଫସିଲା...

ଦିଲ୍ଲୀ -ଗୁରୁଗ୍ରାମ ଏକ୍ସପ୍ରେସ୍‌ ୱେରେ ଗତକାଲି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼ ଏତେ ଅଧିକ ଥିଲା ଯେ କାର୍‌ ଗୁଡିକ ଆଗକୁ ଯିବା କଷ୍ଟକର ହୋଇପଡ଼ିଥିଲା । 

Traffic Jam
ଭୟଙ୍କର ରାସ୍ତା ଜାମ୍ ! ଗାଡ଼ିରେ କଟିଲା ରାତି, ମିଳିଲାନି ହୋଟେଲ ରୁମ୍.. ଦେଖନ୍ତୁ ଭିଡିଓ

ଏମିତି ଏକ ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ହଜାର ହଜାର ସ୍ଥାନୀୟ ଲୋକ ପର୍ଯ୍ୟଟକ ତଥା ବ୍ୟବସାୟୀ,ସମସ୍ତେ ଏହି ଟ୍ରାପିକ୍‌ ଜାମ୍‌ରେ ଫସିଛନ୍ତି । 

Traffic congestion
ଅଣାୟତ ଟ୍ରାଫିକ ବ୍ୟବସ୍ଥା : କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ବଢୁଛି ଭିଡ଼

ଦିନକୁ ଦିନ ଅଣାୟତ ହେଲାଣି ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା । କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ବଢୁଛି ଭିଡ଼... ଅବସ୍ଥା ଏଭଳି ଯେ, ଗାଡ଼ିମଟର ତ ଦୂରର କଥା ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଲାଣି ।

Bengaluru traffic helped groom DITCH newlywed bride
ଟ୍ରାଫିକରେ ଫସିଲା କାର୍‌, ଫାଇଦା ଉଠାଇ ବର ଫେରାର...ପଛେ ପଛେ ଦୌଡ଼ିଲା କନ୍ୟା, ତା’ପରେ...

ଟ୍ରାଫିକରେ ଫସିଲା କାର୍‌, ଫାଇଦା ଉଠାଇ କନ୍ୟାକୁ ଛାଡ଼ି ଫେରାର ମାରିଲା ବର(Groom Runaway)। ଏହାଦେଖି ଗାଡ଼ିରୁ ଓହ୍ଲାଇ ବର ପଛେ ପଛେ ଦୌଡ଼ିଥିଲା କନ୍ୟା। ହେଲେ କିଛି ଫାଇଦା ହୋଇନଥିଲା।

Traffic
ସଂଧ୍ୟାରେ ପଟିଆ ରାସ୍ତା ଦେଇ ଯିବାର ପ୍ଲାନ କରୁଛନ୍ତି କି ?

ଟ୍ରାଫିକ୍‌ ବନ୍ଦ ଥିବାରୁ ସଂଧ୍ୟାରେ ପଛକୁ ପଛ ଲାଗୁଛି ଗାଡିର ଲମ୍ବା ଲାଇ‌ନ୍‌ । ଗ୍ରାନ ସିଗନାଲ ମିଳିବା ପରେ ଯେତିକି ଯାଉଛନ୍ତି ତାହାଠାରୁ ଅଧିକ ରହୁଛନ୍ତି । ତେଣୁ ପୁଣି ପଛକୁ ପଛ ଗାଡି ଆସୁଥିବାରୁ ଜାମ୍‌ କମିବାରେ ନା ନେଉନି। ଯଦି ଟ୍ରାଫିକ୍‌ ନିୟମ ମାନିକି ଯାଉଛନ୍ତି ତାହାଲେ ଡେରି ହେଉ ପଛରେ ଠିକ୍‌ରେ ଯାଇ ହେଉଛି । ଯଦି ମନଇଚ୍ଛା ଗାଡି ପାର୍କିଂ କରୁଛନ୍ତି ତେବେ କଥା ସରିଲା । ସିଗନାଲ ତ ମିଳିଥିବ କିନ୍ତୁ ଗାଡି ଆଗକୁ ବଢିପାରୁନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ରାଜଧାନୀବାସୀ ।

Bhubaneswar Traffic
ଭିଡ଼ରେ ଫସିଯାଉଛି କି ଭୁବନେଶ୍ୱର ? ଘଣ୍ଟା ଘଣ୍ଟା ଜାମ୍ ରହୁଛି ରାଜଧାନୀ

ଭୁବନେଶ୍ୱର ବାଣୀବିହାର ଛକରୁ ଆପଣ ଯଦି କଟକ ଅଭିମୁଖେ ଯାଉଛନ୍ତି ତାହେଲେ ପ୍ରଥମେ ସତସଙ୍ଗ ବିହାରଠୁ ହଂସପାଳ ଯାଏଁ ପ୍ରବଳ ଭିଡ଼ । କାରଣ-କେଉଁଠି ଓଭରବ୍ରିଜ୍ କାମ ପାଇଁ, କେଉଁଠି ରାସ୍ତା ଉପରେ ଅନିୟନ୍ତ୍ରିତ ଭାବେ ବସ୍ ପାର୍କିଂ ତ ପୁଣି କେଉଁଠି, କେତେବେଳେ ଯାତାୟତ କରୁଥିବା ଗାଡ଼ିର ବ୍ରେକଫେଲ୍ କି ଅନ୍ୟ ସମସ୍ୟା ପାଇଁ ।

ନବୀନ ନିବାସ ପାଖରେ ଲୋକ ହନ୍ତସନ୍ତ
'ମୋ ପାଖେ କଣ ବନ୍ଧୁକ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଗୁଳି କରିଦେବି?'

ନବୀନ ନିବାସ ପାଖାପାଖି ଏକ ଛକରେ ଜଣେ ମହିଳା ସ୍କୁଟରେ ଛିଡା ଅଟକି ରହିଥିଲେ। କିନ୍ତୁ ଆଗକୁ ଯାଇପାରୁନଥିଲେ।

Bharat Bandh
ଯୁଆଡେ ଦେଖିଲେ ଖାଲି କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍..

ଯୁଆଡେ ଅନାଇଲେ କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍ । ଭାରତ ବନ୍ଦ ଯୋଗୁଁ ଯାତାୟତରେ ଗୁରୁତର ବାଧା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀ-ଗୁରୁଗ୍ରାମ ରାଜକୋରି ବର୍ଡରରେ ।

Traffic Jam At Delhi
ଭାରତ ବନ୍ଦ ପ୍ରଭାବ: ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ

ଭାରତ ବନ୍ଦକୁ ଦେଖି ରାଜଧାନୀ ଦିଲ୍ଲୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି।