ଗତ ୨୪ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ । ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀଙ୍କୁ ମିଳିଥିବା ଆଶ୍ବସ୍ତିକୁ ଦର୍ଶାଇଲେ ।
ସନ୍ଦେହରେ କିଛି ଷ୍ଟାଫ୍ଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି ।
ସୈାର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର। ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୨୮ ଗତେ ମକର। ତିଥି- ୧୨ଶୀ ଦିବା ୦୮.୦୬ ଗତେ ୧୩ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୨୮ ଗତେ ସିଂହ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ଓଡ଼ିଶା ପୋଲିସର ମଙ୍ଗ ସମ୍ଭାଳିଲେ ବରିଷ୍ଠ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ। ନୂଆ ସରକାରରେ ନୂଆ ପୋଲିସ ଡିଜି।
ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।
ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ ।
ଶାକରୁ ରାଜନେତା ପାଲଟି ଗତ ସାଧାରଣ ନିର୍ବାଚନ ବେଳେ ଦଳକୁ ଢେର ବଳ ଦେଇଥିବା କଂଗ୍ରେସକୁ ବାୟ ବାୟ କରିଛନ୍ତି ଏକଦା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ।
ଆପଣ କୌଣସି ଏକ ଶିଳ୍ପାନୁଷ୍ଠାନ ଚଳାଉଛନ୍ତି ଆଉ ଏଥିରେ ଲାଭ ତ ଦୂରର କଥା ବାରମ୍ବାର କ୍ଷତି ହେଉଛି। ଏହା ପଛରେ କିଛି ବାସ୍ତୁ କାରଣ ମଧ୍ୟ ଥାଇପାରେ। ଜାଣନ୍ତୁ ଶିଳ୍ପାନୁଷ୍ଠାନରେ ବାସ୍ତୁର କେଉଁସବୁ ମୁଖ୍ୟ ନିୟମ ନ ମାନିଲେ ବ୍ୟବସାୟରେ ହୁଏ କ୍ଷତି…
କଂଗ୍ରେସରୁ ଇସ୍ତଫା ଦେବା ପରେ OTVକୁ ଏକ ସାକ୍ଷାତକାର ଦେବା ଅବସରରେ ଅନେକ ଖୁଲାସା କରିଛନ୍ତି ବିଜୟ ପଟ୍ଟନାୟକ। ଜାଣିବା ପାଇଁ ପଢ଼ନ୍ତୁ।
ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କଲେ ୱାଇ. ବି. ଖୁରାନିଆ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ମେଲ୍ ଯୋଗେ AICCକୁ ପଠାଇଲେ ଇସ୍ତଫା ପତ୍ର ।
ଭୁବନେଶ୍ବର ଏମସ ପାଇଁ ନୂଆ ଯୋଜନା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥି ଅବସରରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍ବକ୍ସ ଠାବ କରାଯାଇଛି।
ଅତି ଜରୁରୀ ନଥିଲେ SCB ଆସନି । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କ’ଣ ହେବ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି SCB ଅଧୀକ୍ଷକ ।
ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ।
ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍।
କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।
ଏଭଳି ମାନବିକତାକୁ ଯେତେବ ବି ଧନ୍ୟବାଦ ଦେଲେ କମ୍ ହେବ । ଏ ସହୃଦୟ ବ୍ୟକ୍ତି ଜଣକ ହେଇଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରବଣ କୁମାର ନାଥ ।
ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ରେଡ୍ ଜାରି ରହିଛି । ଏହି ଚଢ଼ାଉରେ ୪ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଅଛି କି ନାହିଁ ଯାଞ୍ଚ ହେବ ।
ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ ।
ବଢ଼ିବ ରାଜ୍ୟରେ ବର୍ଷାର ପରିମାଣ । ଘନିଭୂତ ହେଉଛି ଆଉ ଏକ ଲଘୁଚାପ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୧ଶୀ ଦିବା ୦୯.୩୯ ଗତେ ୧୨ଶୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।