• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Balasore Hospital
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲହଡ଼ି ଖେଳିଲା ବର୍ଷା ପାଣି

ସାମାନ୍ୟ ବର୍ଷାରେ ବେହାଲ ହେଲା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମାତ୍ର ଅଧା ଘଣ୍ଟା ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଖେଳିଲା ପାଣି ।

Diarrhoea outbreak
ଡାଇରିଆ କବଳରୁ ରକ୍ଷା ପାଇଁ ଗ୍ରାମଦେବତୀଙ୍କୁ ପୂଜା

ଝାଡ଼ାବାନ୍ତି ପାଇଁ ପୂଜା ପାଠ । ଗ୍ରାମ ଦେବତୀଙ୍କୁ ଶାନ୍ତି କରିବା ପାଇଁ ଚଣ୍ଡୀ ପାଠ ଓ ହୋମ କରୁଛନ୍ତି ଗ୍ରାମବାସୀ ।

Lightining
ଭୟଙ୍କର ବଜ୍ରପାତ ! ୮ ଜଣଙ୍କ ଜୀବନ ଚାଲିଗଲା, ୫ ଗୁରୁତର

ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।

  • Wednesday, 21 August 2024
CHSE Odisha
ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା

ବଦଳିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର ଢାଞ୍ଚା। ବାର୍ଷିକ ପରୀକ୍ଷାରେ ଏଣିକି ଆଉ ୧୦୦ ନୁହେଁ, ୮୦ ମାର୍କର ଥିଓରୀ ପରୀକ୍ଷା।

Kolkata Crime
ନ୍ୟାୟ ପାଇଁ ଲଢ଼େଇ ! ୧୩ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

Mamata Mahanta Nomination
ରାଜ୍ୟସଭା ନାମାଙ୍କନରେ ଟ୍ୱିଷ୍ଟ ! ବିଜେପିରୁ ମମତା ସ୍ୱାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ...

ବିଧାୟକ ଅଶୋକଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଆଗକୁ ବିଜେଡିର ବହୁ ନେତା ବିଜେପିରେ ମିଶିବେ କହିଲେ ଅଶୋକ।

Liquor Death
ଚିକିଟି ବିଷାକ୍ତ ମଦ ମୃତ୍ୟୁକୁ ନେଇ ହଇଚଇ, ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ

ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର।

Hockey Team India
ହକି ହିରୋଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା

ହକି ହିରୋଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବର୍ଦ୍ଧନା । ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ'ରେ ପହଞ୍ଚିଥିଲେ କଳିଙ୍ଗ ଷ୍ଟାଡିୟମ ।

National Geoscience Award
ଓଡ଼ିଆ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ଓ ପର୍ଶୁରାମଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର

ଦୁଇ ଓଡ଼ିଆ ଭୂବିଜ୍ଞାନୀଙ୍କୁ ମିଳିଲା ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର । ବରିଷ୍ଠ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ପାତ୍ର ଓ ପର୍ଶୁରାମ ବେହେରାଙ୍କୁରାଷ୍ଟ୍ରୀୟ ଭୂବିଜ୍ଞାନ ସମ୍ମାନ ପ୍ରଦାନ କରାଯାଇଛି ।

Elephant Ramu
କେମିତି ହେଲା ହାତୀ ରାମୁର ମୃତ୍ୟୁ ?

ଚନ୍ଦକାରେ ଆଉ ଶୁଣିବାକୁ ମିଳିବନି ବୟସ୍କ ଗଜ ରାମୁର ଗର୍ଜନ କି ଦେଖିବାକୁ ମିଳବନି ତା’ ହରକତ । ଜୀବନର ୪୦ ବର୍ଷ ଚନ୍ଦକା ଜଙ୍ଗଲରେ ରାଜା ଭଳି ଜିଇଁବା ପରେ ଆଖି ବୁଜିଛି ହାତୀ ରାମୁ ।

Rice In Canal
ଏତେ ଚାଉଳ ଆସିଲା କେଉଁଠୁ ? କେନାଲରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଅରୁଆ ଚାଉଳ !

ଏହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଉଳ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

Spiny Gourd
ନୂଆପଡ଼ାରେ କାଙ୍କଡ଼ର ଅଭାବୀ ବିକ୍ରି; ପରିବା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ପନିପରିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ଦର । ମିଳୁନି ବଜାର ସୁବିଧା, ସୁଲଭ ଦରରେ ବିକ୍ରି କରି ନ ପାରି ଶେଷରେ କ୍ଷତି ସହୁଛନ୍ତି ଚାଷୀ।

Rajya Sabha election
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ

ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମମତା ମହାନ୍ତ ।

Scanty Rainfall
ଶ୍ରାବଣରେ ଜମି ଫାଟି ଆଁ କରିଛି; ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଏଥର ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।

Trucks Carrying Potatoes
ଓଡ଼ିଶାକୁ ଆସିଲା ପଶ୍ଚିମବଙ୍ଗ ଆଳୁ ଗାଡ଼ି; ଏଥର କମିବ ଦର !

ପଶ୍ଚିମବଙ୍ଗ ସରକାରଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ଆଜି ଓଡ଼ିଶା ସୀମାରେ ଅଟକି ରହିଥିବା ଆଳୁ ଗାଡ଼ି ଓଡ଼ିଶାରେ ପ୍ରବେଶ କରିଛି ।

Chikiti Liquor Death
ମଦ ମୃତ୍ୟୁ ନେଇ ଗୃହରେ ହଟ୍ଟଗୋଳ; RDCସ୍ତରୀୟ ତଦନ୍ତ ଦାବି କଲା ବିଜେଡି

ବିଧାନସଭାରେ ଚିକିଟି ମଦ ମୃତ୍ୟୁ ଘଟଣାରେ ବିଜେଡିର ହଟ୍ଟଗୋଳ । ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଏହାର RDC ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି।

cough syrup
ବେଆଇନ କଫ୍‌ ସିରପ ଚାଲାଣ ବେଳେ ମାଡ଼ିବସିଲା ପୋଲିସ; ୪ ଗିରଫ

ସମ୍ବଲପୁର ସିନ୍ଦୁରପଙ୍କ ନିକଟରେ ୨୪୦୦ ବୋତଲ କଫସିରପ ଜବତ। କୋଲକତାରୁ ସମ୍ବଲପୁରକୁ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ବେଳେ ସମ୍ବଲପୁର ଅବକାରୀ ବିଭାଗ ଏହି କଫ ସିରପ ଜବତ କରିଛି।

mdm
ବଢିଲା ମଧ୍ୟାହ୍ନ ଭୋଜନ ସହାୟତା ରାଶି; ଆଉ ମିଳିବନି ପାଣିଆ ଡାଲି !

ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାର ପ୍ରତି ମିଲ୍‌ ପିଛା ୧ ଟଙ୍କା ଅଧିକ ଖର୍ଚ୍ଚ କରିବେ।

Hockey Team India
ଭୁବନେଶ୍ୱରରେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମ୍

ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ।

Odisha hooch tragedy
ବିଷାକ୍ତ ମଦ ପିଇ ଜଣକର ମୃତ୍ୟୁ ଓ ୨୦ ଅସୁସ୍ଥ ଘଟଣା; ୭ ଜଣ ଗିରଫ...

ବିଷାକ୍ତ ଦେଶୀ ମଦ ପିଇ ଜଣକର ମୃତ୍ୟୁ ଓ ୨୦ ଜଣ ଅସୁସ୍ଥ ଘଟଣାରେ ୭ ଜଣ ଗିରଫ । କେ. ନୂଆଁଗାଁ ପୋଲିସ ଦ୍ୱାରା ୫ ଜଣ ଗିରଫ ହୋଇଥିବା ବେଳେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି । 

Mamata Mohanta
ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ମମତା...

ବିଧାନସଭାରେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ । କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ମହାନ୍ତ ।

Special Story
Special Story: ବାପା ମା’ଙ୍କୁ ଏକାଠି କରିବାକୁ କୁନି ପୁଅର ପ୍ରୟାସ; ହାତଯୋଡି କଲା ଆକୁଳ ନିବେଦନ...

କୁନି ପୁଅର ନିଆରା ପ୍ରୟାସ। ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ହାତଯୋଡି କରୁଛି ଆକୁଳ ନିବେଦନ । ଦୟାକରି ମୋ ବାପାଙ୍କୁ ଫେରାଇ ଆଣ...

Odisha Assembly
ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ; ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ !

ଆଜି ବି ଗୃହ ହୁଲସ୍ତୁଲ ହୋଇପାରେ। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦଳକୁ ଘେରି ପାରନ୍ତି।

+2 Exam
ବଡ଼ ଖବର: ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା...

ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର।  ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । 

Bharat Bandh
ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ପ୍ରଭାବ...

ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ବନ୍ଦ ପ୍ରଭାବ।