• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Holiday

Holiday
ଶିକ୍ଷକଙ୍କ ଅଜବ କାରନାମା...ମଦ ପିଇ ଛାତ୍ରଙ୍କୁ କରିଦେଲେ ବିଦା

ମଦ ନିଶାରେ କ୍ଲାସକୁ ଆସିଥିଲେ ଶିକ୍ଷକ। ପିଲାମାନଙ୍କୁ ସ୍କୁଲ ଛୁଟି କହିବା ସହ ଘରକୁ ବିଦା କରିଦେଇଥିଲେ।

Odisha govt
ରାଜ୍ୟ ସରକାର କଲେ ଛୁଟି ଘୋଷଣା; ଜାନୁଆରୀ ୨୨ ହାଫ୍ ଡେ’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି । ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Ram Pran Pratistha
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; କେନ୍ଦ୍ର ସରକାର କଲେ ଛୁଟି ଘୋଷଣା

ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।

Holiday
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଛୁଟି ଘୋଷଣା କଲେ ଏହି ସବୁ ରାଜ୍ୟ...

ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ।

Holiday on January 22
‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ, ଘୋଷଣା ହେଉ ସରକାରୀ ଛୁଟି’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି।

Tourist Place
କାଳ ଡ୍ୟାମରେ ଭୋଜିଟେ ହେବ..

ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..

Maccha Kandana waterfall
କେବେ ବଦଳିବ ମାଛକାନ୍ଦଣାର ଭାଗ୍ୟ ?

ଚାଲିଛି ପର୍ଯ୍ୟଟନ ଋତୁ....ଅବକାଶ ଛୁଟି କାଟିବାକୁ ସମସ୍ତେ ବ୍ୟସ୍ତ । ମାଛକାନ୍ଦଣା ଜଳପ୍ରପାତରେ କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । କିଏ ସେଲ୍ଫି ନେଉଛି ତ...ଆଉ କିଏ ସୁଆଦିଆ ଖାଦ୍ୟ ତିଆରିରେ ବ୍ୟସ୍ତ । । ହେଲେ ଜଳପ୍ରପାତ ପାଖକୁ ଯିବା ରାସ୍ତା ଖରାପ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

2024 will have nine long weekends
ଆସନ୍ତା ବର୍ଷ ପ୍ରବଳ ଛୁଟି, ବୁଲିବା ପାଇଁ କରନ୍ତୁ ପ୍ଲାନ୍

କର୍ଣ୍ଣାଟକରେ ଛୁଟି ଘୋଷଣା । ଆସନ୍ତା ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।

Heavy Rainfall
ରାଜ୍ୟରେ ବର୍ଷା ବିତ୍ପାତ : ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।

New York Declares Diwali As School Holiday
ଭାରତୀୟଙ୍କ ପାଇଁ ଖୁସି ଖବର, ଦୀପାବଳି ଦିନ ନ୍ୟୁୟର୍କରେ ସ୍କୁଲ୍‌ ଛୁଟି

ଘୋଷଣା ପରେ ଖୁସି ମନାଇଲେ ପ୍ରବାସୀ ଭାରତୀୟ ସମୁଦାୟ । ସ୍କୁଲ ଛୁଟି ଘୋଷଣା ପାଇଁ ଦୁଇ ଦଶନ୍ଧି ହେଲା ହେଉଥିଲା ଦାବି ।

Puducherry govt
ମହିଳା କର୍ମଚାରୀଙ୍କୁ ବଡ଼ ଭେଟି, ପୂଜାପାଠ ପାଇଁ ମିଳିବ ଛୁଟି

ଏଣିକି ମହିଳା କର୍ମଚାରୀଙ୍କୁ ପୂଜାପାଠ କରିବା ପାଇଁ ଅଫିସ୍‌ ପକ୍ଷରୁ ଛୁଟି ପ୍ରଦାନ କରାଯିବ ।

School Holiday Due To Heat Wave In Odisha
Breaking: ବଢ଼ିଲା ଛୁଟି ! ୧୯ ଓ ୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଛୁଟି ଘୋଷଣା କରାଯାଇଥିଲା । ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା ।