• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୩ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଦ୍ୱାଦଶୀ । ପ୍ରାତଃ ୦୭.୧୦ ଗତେ ତ୍ରୟୋଦଶୀ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୧୦ ପର୍ଯ୍ୟନ୍ତ।

ଶୁଭ ସମୟ

ପ୍ରାତଃ- ୦୭.୫୩ ରୁ ୦୮.୩୩

ଦିବା- ୧୦.୧୨ ରୁ ୧୧.୨୪

ଦିବା – ୦୨.୦୨ ରୁ ୦୫.୩୩

ସନ୍ଧ୍ୟା- ୦୬. ୨୬ ରୁ ୧୦.୦୨

ରାତ୍ରି- ୧୨.୧ ୨ ରୁ ୦୧.୩୯

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ

ରାହୁକାଳ- ଦିବା- ୧୧.୫୦ ରୁ ୦୧.୨୯

କାଳବେଳା- ଦିବା ୦୮.୩୩ ରୁ ୧୦.୧୨

ବାରବେଳା- ଦିବା ୧୧.୫୦ ରୁ ୦୧.୨୯

କାଳରାତ୍ରି- ରାତ୍ରି ୦୨.୩୩ ରୁ ୦୩.୫୪

OTV is now on Whatsapp

Join and get latest news update delivered to you via whatsapp

Join Now