ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଥିବା ଏକ ଗୁରୁକୁଳ ଆଶ୍ରମର ଜଣେ ଗୁରୁଜୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ପିଲାଙ୍କୁ ଯୌନ ନିର୍ଯାତନା ଦେଉଥିବା ଖୋଦ ପିଲାଙ୍କ ଅଭିଭାବକ ଓ ଛାତ୍ର ଅଭିଯୋଗ କରିଛନ୍ତି ।
କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗାରେ ସେ ପ୍ରତିକ୍ରିୟା ରଖିଛନ୍ତି ।