• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cashew Farming

ମାଫିଆଙ୍କ ମାଙ୍କଡା ପଥର ଲୁଟ୍‌
Stone Mafia: ବାହାରକୁ କାଜୁ ବଗିଚା, ଭିତରେ ଚାଲୁଛି ପଥର ଖଣି

ଲୁଟ୍ ତ ଲୁଟ୍ । ଦିନରେ ବି ଲୁଟ୍ ରାତିରେ ବି ଡବଲ୍‌ ଲୁଟ୍ । ବାହାରକୁ ଦେଖିଲେ କାଜୁ ଜଙ୍ଗଲ କିନ୍ତୁ ଭିତରେ ଚାଲିଛି ମାଫିଆଙ୍କ ମାଙ୍କଡ଼ା ପଥର ଲୁଟ୍ । କି ଦିନ କି ମାସ, ବର୍ଷ ବର୍ଷ ଧରି ଏମିତି ମାଫିଆଙ୍କ ମନମାନିରେ ଲୁଟ୍ ହେଉଛି ଖଣିଜ ।

Cashew Farming
ଲାଭ ଦାୟକ ଫସଲରୁ ମୁହଁ ମୋଡୁଛନ୍ତି ଚାଷୀ; କାଜୁ ଛାଡ଼ି କରୁଛନ୍ତି ମକା ଓ ପନି ପରିବା ଚାଷ 

ଯେଉଁଠି ଦିନେ କାଜୁ ଫସଲ କରି ଭଲ ଦି ପଇସା ରୋଜଗାର କରୁଥିଲେ ଚାଷୀ , ଆଜି ସେଠି କଟା ହୋଇ ପଡି ରହିଛି ଶହ ଶହ କାଜୁ ଗଛ । ଉଚିତ ମୂଲ୍ୟ ମିଳୁନଥିବାରୁ ମକା ଓ ପନି ପରିବା ପ୍ରତି ଆକୃଷ୍ଠ ।

Khariar
ବଜାରରେ ମହାଙ୍ଗା କାଜୁ, ହେଲେ ଚାଷୀଙ୍କ ପକେଟ୍ ଖାଲି

ପ୍ରାୟ ହଜାର ଟଙ୍କା ଦେଇ ଆମେ କାଜୁରେ ତିଆରି ମିଷ୍ଟାନ ଘରକୁ କିଣିକି ଆଣୁ..ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ.. କାଜୁ ଚାଷୀଙ୍କୁ ଏହାର ଉଚିତ୍ ମୂଲ୍ୟ ମିଳେନି.. କଠିନ ପରିଶ୍ରମ ପରେ ଶାଗ ମାଛ ଦରରେ କାଜୁ ବିକ୍ରି କରି ହତାଶ ହୋଇପଡ଼ିଛନ୍ତି କାଜୁ ଚାଷୀ

Andhra does cashew farming in forest land of Rebatiguda in Koraput
ଥମୁନି ଆନ୍ଧ୍ରର ଦାଦାଗିରି: ଓଡ଼ିଶାର ଜଙ୍ଗଲ ଜମିରେ ଆନ୍ଧ୍ର କରିଛି କାଜୁ ଚାଷ

ଆନ୍ଧ୍ର ନଜରରେ କୋରାପୁଟ ବନ୍ଧୁଗାଁ ସୀମାନ୍ତ ଅଞ୍ଚଳ...