• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 19 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Sunday, 19 December 2021
Tapaswini
“କାଲି କବାଟ ଭାଙ୍ଗିବୁ, ସୁମିତ୍‌ଙ୍କୁ ଘରୁ ଘୋଷାରି ଆଣିବୁ”

‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’

Kendrapada Steel Plant
ଲକ୍ଷେ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ! ସରକାର ସତ କହୁଛନ୍ତି ତ ?

ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧ ଲକ୍ଷ ୨ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ।

  • Saturday, 18 December 2021
Tapaswini- Sumit
ପୁଣି ଶୀତ କାକରରେ ତମ୍ବୁଟାଣି ବସିଲେ ତପସ୍ୱିନୀ, ଏଥର ଗୋଟିଏ ଜିଦ୍‌..

ସନ୍ଧ୍ୟାରେ ସେଇଠି ରନ୍ଧାବଢ଼ା କରି ଖିଆପିଆ କଲେ । ପୁଣି ବସିରହିଲେ ସେହି ଜାଡ଼ରେ । କାରଣ, ଯେଉଁ ଗେଷ୍ଟ ହାଉସ୍‌କୁ ଯାଇ ସପ୍ତାହେ ରହିଥିଲେ ତପସ୍ୱିନୀ ଓ ସୁମିତ, ପରବର୍ତ୍ତୀ ସମୟରେ ସେହି ଗେଷ୍ଟହାଉସ୍ କୁଆଡ଼େ ତାଙ୍କୁ ମନା କରିଦେଲା । 

  • Saturday, 18 December 2021
Cyber Crime
ବଢ଼ୁଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ, ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ! ୬୪୯୫ ମାମଲା ରୁଜୁ..

ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି ।

Omicron
ଆଶଙ୍କାରେ ଓଡ଼ିଶା, ପ୍ରବେଶ କଲା କି ଓମିକ୍ରନ୍‌ ? ନାଇଜେରିଆ ଫେରନ୍ତା ଜଣେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ ।

Tapaswini
ସବୁ ଲେଡ଼ିଜ୍‌ ଏକାଠି ହୁଅ, ତା’ଘରେ ପଶ...ହାବୁଡ଼ରେ ପଡ଼ିବ ତ...

ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ

eco treat
କେଉଁଠି ପୁରୁଣା ଟେଣ୍ଟ,କେଉଁଠି ଅସନା ଟଏଲେଟ: ଉଦଘାଟନର ୪ଦିନ ପରେ ଇକୋ-ରିଟ୍ରିଟରେ ଅବ୍ୟବସ୍ଥା, ମୁହଁ ମୋଡ଼ିଲେଣି ପର୍ଯ୍ୟଟକ

ଇକୋ ରିଟ୍ରିଟ୍‌ରେ ଅବ୍ୟବସ୍ଥା ନେଇ ଟାର୍ଗେଟରେ ରାଜ୍ୟ ସରକାର । ଖରାପ ଟେଣ୍ଟ୍, ମଇଳା ବେଡ୍ ଆଉ ଅସନା ଟଏଲଟ୍ ଯୋଗୁ କେଉଁଠି ଯାତ୍ରୀ ବୁକିଂ କ୍ୟାନସଲ୍ କରୁଛନ୍ତି ତ ଆଉ କେଉଁଠି ଆଦୌ ବୁକିଂ ହିଁ ହେଉନି

son reunited with family
୨୪ ବର୍ଷ ପରେ ଘରକୁ ଫେରିଲା ପୁଅ, ହଜିଲା ଧନକୁ ପାଇ ମା’ ଆଖିରେ ଆନନ୍ଦର ଅଶ୍ରୁ

ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି।

Education Minister
ଏଣିକି କଲେଜ-ୟୁନିଭର୍ସିଟିରେ ପଢ଼ା ହେବ ନୈତିକତା, ୨୫ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍‌ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା ।

mutton seekh kabab
ଘରେ ବନାନ୍ତୁ ‘ମଟନ୍‌ ସିକ୍‌ କବାବ୍’

କବାବ୍‌ର ସ୍ୱାଦ ନିଆରା । ସାଧାରଣତଃ କବାବ୍ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ସେଥିପାଇଁ ଆଜିର ରାନ୍ଧଣାରେ ଆମେ ପ୍ରସ୍ତୁତ କରିବୁ ‘ମଟନ୍‌ ସିକ୍‌ କବାବ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Khallikot
ଯୋଜନା ମାଳମାଳ, କାମ ଦୁର୍ବଳ : ଭିକ ମାଗୁଛନ୍ତି ମହିଳା ସରପଂଚ

ସରପଂଚ ଅଛନ୍ତି, କିନ୍ତୁ ଭିକ ମାଗୁଛନ୍ତି : ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍‌ ସରପଂଚ ପାଉନାହାନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ

Puri Blue Flag Beach
ଆଉ ଏକ ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ବିରୋଧ, ଦୁଇ ଦିନ ହେଲାଣି ଧାରଣାରେ ବ୍ୟବସାୟୀ

ଏହା ଉପରେ ଶତାଧିକ ଲୋକଙ୍କ ପରିବାର ପୋଷଣ ହୁଏ । ପୂର୍ବରୁ ପୁରୀର ଗୋଟିଏ ସମୁଦ୍ର କୂଳକୁ ବ୍ଲୁ-ଫାଗ୍ କରାଯାଇଛି । ହେଲେ ଆଉ ଗୋଟିଏ ବିଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ ।

Dr Bijay Mohapatra On Omicron Variant
ରିସ୍କ ଦେଶରୁ ଜଗତ୍‌ସିଂହପୁର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌, ଓମିକ୍ରନ୍‌ ସନ୍ଦେହ ..

ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍‌ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି ।

BJP
କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନେତା : "ଯୋଜନା ପହଞ୍ଚାଅ, ଭୋଟ୍‌ ଆଣ"

ଆସୁଛି ପଂଚାୟତ ନିର୍ବାଚନ : ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କର୍ମୀଙ୍କୁ କହିଲେ ନେତା

Crime
ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ?

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ କିଏ? କାହିଁକି ଘଟିଲା ଏମିତି ଜଘଣ୍ୟକାଣ୍ଡ?

Coronavirus
“ଭାରତରେ ଦୈନିକ ୨୦ ଲକ୍ଷ ଆସିପାରେ କରୋନା ପଜିଟିଭି କେସ୍‌”

ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର

brahmapur
ସ୍ତ୍ରୀକୁ ଦେଖି ଲୁଚୁଛି ସ୍ୱାମୀ, ବିନା ଚପଲରେ ପାଚେରୀ ଡେଇଁ ସୁମିତ୍ ଛୁ. . .

ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି

sumit-tapaswini
ପୁଅ ଖବର ବାପ ପାଖରେ ନାହିଁ ! କହିବି କହିବି କହି ପୋଲିସକୁ ବି ମିଛ କହିଲେ ସୁମିତ୍‌ଙ୍କ ବାପା

ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ । ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.

pramila
'ତପସ୍ୱିନୀକୁ ଘରେ ପୂରେଇବି, ତା ପରେ ଉଠିବି' ! ଶାଶୂଘର ଲୋକେ ବୋହୂକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ଉଠିବିନି କହିଲେ ପ୍ରମିଳା ତ୍ରିପାଠୀ

ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ

sumeet-tapaswiini
ଏବେ ମୁଁ ଏକା, କୁଆଡ଼େ ଯିବି, ରହିବି କେଉଁଠି ! ସୁମିତ ଚାଲିଗଲା ପରେ ଡାକବଙ୍ଗଳାରୁ ମୋତେ ବାହାର କରିଦେଲେ

ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି । ସେ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ । ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
କଟକରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି।

Cold Wave Sweeps Several Parts Of Odisha
ଶୀତ ଆସୁ ପଛେ ମଜା ନେବା...

ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି ।

CrimeBranch Pressmeet
ଚିତ୍ତଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା? କଣ କହିଲା କ୍ରାଇମବ୍ରାଞ୍ଚ୍, ଜାଣନ୍ତୁ

ଆଜି ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହୋଇପାରେ।

ଆକ୍ରମଣର ଶିକାର ହୋଇଥିବା ଛାତ୍ର
ନାଁ ନକହିପାରିବାରୁ ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିଅର

ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।