• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tapaswini

Sumit Tapaswini
ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲା, ଆଜି କୋର୍ଟରେ ହେବ ଫୈସଲା

୧୦ ତାରିଖ ଭିତରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବା ନେଇ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ସୁମିତ କରିଥିବା ଆବେଦନର ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ୱିନୀ ।

father of sumeet sahoo
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ

୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି।

BMPR Father in law
ରାତି ଅଧରେ ଘର ଛାଡ଼ିଲେ ତପସ୍ୱିନୀଙ୍କ ଶ୍ୱଶୁର

ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଗତକାଲି ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ଜରିଆରେ ସୋସିଆଲ ମିଡିଆରେ ସେ ଛାଡ଼ିଛନ୍ତି।

Tapaswini
"ଘର ସଫା ହେଲେ ନିଶ୍ଚୟ ଭିତରକୁ ଯିବି"

ଦୁଇଦିନ ପରେ ଘର ଭିତରକୁ ପସିଲେ ତପସ୍ୱିନୀ । ଘର ଅପରିଷ୍କାର ରହିଛି ବୋଲି କହିଛନ୍ତି। କହିଲେ କି ବାଥରୁମ୍ ଓ ରୋଷେଇ ଘର ସଫା ହେଲେ ହିଁ ମୁଁ ଘର ଭିତରକୁ ଯିବି

Berhmapur Bride
ଯଦି ଲୋକଙ୍କ କଥା ଶୁଣିଥାନ୍ତି, ବୋଧହୁଏ ଆଜି ମୁଁ ଏଠି ନଥାନ୍ତି: ତପସ୍ୱିନୀ

ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି।  କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି। 

Tapaswini
'ମରିଯିବି ପଛେ ଏଠୁ ଯିବିନି'

ଛିଣ୍ଡୁନି ଶ୍ୱଶୁର-ବୋହୂ ବିବାଦ.. କବାଟ ଭାଙ୍ଗି ସିନି ଶାଶୁଘରକୁ ଏଣ୍ଟ୍ରି କଲେ ତପସ୍ୱିନୀ.. କିନ୍ତୁ ଏରୁଣ୍ଡି ଡେଇଁ ପାରିଲେନି.. ଗ୍ୟାରେଜରେ କଟୁଛି ତପସ୍ୱିନୀଙ୍କ ଦିନ-ରାତି.. ସେପଟେ ବୋହୂ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଶ୍ୱଶୁର ପ୍ରମୋଦ ସାହୁ

Berhampur Marital Discord – I Am Using Sumit’s Old Phone & I Will Submit This In Court, Says Dimple
କୋର୍ଟରେ ଦାଖଲ କରାଯିବ ତପସ୍ୱିନୀଙ୍କ ଭ୍ରୁଣ ହତ୍ୟାର ଭିଡ଼ିଓ ଥିବା ସ୍ମାର୍ଟ ଫୋନ୍‌

ଆଜି ପୁଣି ଥରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ତପସ୍ୱିନୀ। କହିଛନ୍ତି ଏଇ ମୋବାଇଲ ଖୋଲିଲେ ସୁମିତଙ୍କ ସବୁ ଇଜ୍ଜତ ପଳେଇବ। କେବଳ ତପସ୍ୱିନୀ ନୁହେଁ ବରଂ ପ୍ରମିଳା ତ୍ରୀପାଠି ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ସହ ସୁମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

Berhampur Marital Discord – I Will Not Sign On Divorce Papers, Says Tapaswini
'୮୦ କୋଟି ଦେଲେବି ଡିଭୋର୍ସ ଦେବିନି'

କୌଣସି ପରିସ୍ଥିତିରେ ସୁମିତଙ୍କୁ ଛାଡ଼ପତ୍ର ଦେବେ ନାହିଁ ବୋଲି କହିଲେ ତପସ୍ୱିନୀ..

Berhampur Marital Discord –Tapaswini Stages Protest In Front Of Sumit\'s House
ସୁମିତ ଘର ଆଗରେ କାଠ ଚୂଲିରେ ରୋଷେଇ କଲେ ତପସ୍ୱିନୀ

ଥମୁନି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ କଳି। ପୂର୍ବଭଳି ସୁମିତଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ସହ କାଠଚୂଲିରେ ରୋଷେଇ କରୁଛନ୍ତି।

Tapaswini
“କାଲି କବାଟ ଭାଙ୍ଗିବୁ, ସୁମିତ୍‌ଙ୍କୁ ଘରୁ ଘୋଷାରି ଆଣିବୁ”

‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’

Tapaswini
ସବୁ ଲେଡ଼ିଜ୍‌ ଏକାଠି ହୁଅ, ତା’ଘରେ ପଶ...ହାବୁଡ଼ରେ ପଡ଼ିବ ତ...

ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ

Berhampur Marital Discord । Sumit Fled Home Late Last Night, Claims Tapaswini
ବିନା ଚପଲରେ ପାଚେରୀ ଡେଇଁ ସୁମିତ୍ ଛୁ..!

ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି.. ତପସ୍ୱିନୀଙ୍କ ପୂରା ପ୍ରତିକ୍ରିୟା ଶୁଣନ୍ତୁ..

Berhampur Marital Dispute । Tapaswini\'s Fresh Allegations Against Sumit॥Part 2
'ସୁମିତ ଦାୟିତ୍ୱ ନେଲେନି..ମୋତେ IBରୁ ବାହାର କରିଦେଲେ'

ସୁମିତ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ.. ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି.. ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ..

Berhampur Marital Dispute । Tapaswini Sits On Dharna Again ।  Live Updates
ଏଥରକ ଏଠୁ ହଟିବିନି

ତୁଟୁନି ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳି...ଗେଷ୍ଟହାଉସ୍ ଛାଡ଼ି ପୁଣି ଶାଶୁ ଘର ଆଗରେ ତପସ୍ୱିନୀଙ୍କ ଧାରଣା, କହିଲେ ଏଥର ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବି...ସେପଟେ ସୋମବାର SDJM କୋର୍ଟରେ ପରବର୍ତ୍ତୀ ଶୁଣାଣି

Tapaswini Dash once again
ପୁଣି ଥରେ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଲେ ତପସ୍ୱିନୀ

ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ବିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି ସୁମିତ। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି। 

Tapaswini-Sumit Marital Discord
ସ୍ୱାମୀ-ସ୍ତ୍ରୀ ଗୋଟିଏ ଘରେ ରହିଲେ ଖାଲି କଣ ସେକ୍ସ କରିବେ? : ତପସ୍ୱିନୀ

ବହୁଚର୍ଚ୍ଚିତ ବ୍ରହ୍ମପୁରର ତପସ୍ବିନୀ ବିବାଦ ମାମଲାରେ ଆଜି ପ୍ରତିକ୍ରିୟା ରଖି ଡାକ୍ତର ସୁମିତ ସାହୁ କହିଛନ୍ତି ଯେ- ସ୍ତ୍ରୀ ତପସ୍ୱିନୀ ତାଙ୍କୁ ସମ୍ପୂର୍ଣ୍ଣ ବରବାଦ୍ କରିଦେଇଛନ୍ତି।

tapaswaini
’ତପସ୍ୱିନୀଙ୍କ ସହ ୭ ଦିନ କାଳ ରହିବା ଭିତରେ ସଂପର୍କ କିଛି ବଢ଼ିନି ! ଅଡିଓ ରିଲିଜ୍ ଜରିଆରେ ଜବାବ ରଖିଲେ ସୁମିତ

ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳଯାଇପାରେ । ହେଲେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।

Berhampur Marital Discord – New Twist In Tapaswini\'s Life
‘ମୋ ଶ୍ୱଶୁର ବି ଲଭ୍ ମ୍ୟାରେଜ୍ କରିଛନ୍ତି। ସେ ପୁଣି କେମିତି ମିଶିକି ଅଛନ୍ତି?’

‘ମୋ ଶ୍ୱଶୁର ବି ଲଭ୍ ମ୍ୟାରେଜ୍ କରିଛନ୍ତି। ସେ ପୁଣି କେମିତି ମିଶିକି ଅଛନ୍ତି?’ ଶ୍ୱଶୁରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଓରଫ ଡିମ୍ପଲ। ସେ ଆଉ କ'ଣ କହିଛନ୍ତି ଶୁଣନ୍ତୁ। ତେବେ ତପସ୍ୱିନୀଙ୍କ ଏହି ମନ୍ତବ୍ୟ ସଂପର୍କରେ ତାଙ୍କ ଶ୍ୱଶୁରଙ୍କର ପ୍ରତିକ୍ରିୟା ମିଳିନାହିଁ।

Tapaswini and Sumit Case
ମୋ ଶ୍ୱଶୁର ଲଭ୍ ମ୍ୟାରେଜ୍ କରିଥିଲେ କିନ୍ତୁ ଆମ ବେଳକୁ ଶତ୍ରୁ ସାଜିଲେ: ତପସ୍ୱିନୀ

ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି। କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ।