• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Commissionerate Police Warns
ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଅ: ସିପି

କୋଭିଡ ଗାଇଡଲାଇନ ଅନୁଯାୟୀ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି ଡିସିପି କହିଛନ୍ତି

Berhmapur Marriage Case
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୁଣି ଛୁଟି ଆବେଦନ କଲେ ସୁମିତ୍

ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି। 

BJP Pressmeet
ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତୁ ସଞ୍ଜୟ: ବିଜେପି

୨୦୧୨ରେ ଆୟୁଷ ଡାକ୍ତର ମାଧବୀଲତା ମୃତ୍ୟୁ ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ। ଶାସକ ଦଳ ଛତ୍ରଛାୟାରେ ଥିବାରୁ କୌଣସି ପଦକ୍ଷେପ ନିଆଯାଉନି ବୋଲି ବିଜେପି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି। 

NAWAH Boulevardat Raghunathpur
ଓୟୁ ଇନଫ୍ରା ପ୍ରୋଜେକ୍ଟ ପକ୍ଷରୁ ‘ନୱା’ର ଶୁଭାରମ୍ଭ, ସ୍ୱତନ୍ତ୍ରତାରେ ଆଗରେ

ନୱା’ର ଅର୍ଥ ହେଉଛି ୯ । କିନ୍ତୁ ଏହାର ଅର୍ଥ ନୂତନ’ ମଧ୍ୟ ଅଟେ । ଏହା ନ୍ୟୁମେରୋଲୋଜି ଏବଂ ବାସ୍ତୁଶାସ୍ତ୍ରର ସୀମାରେଖାରେ ରହିଥାଏ । ଏକ ସଂଖ୍ୟା ଭାବେ ଏହାର ହିନ୍ଦୁ ପୁରାଣରେ ଏକ ରହସ୍ୟମୟ ଉପସ୍ଥିତି ରହିଆସିଛି ଏବଂ ଏହିପରି ଶୁଭ ବୋଲି ବିବେଚନା ମଧ୍ୟ କରାଯାଏ

Odia sweet recipe Parijata
ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

ଆପଣ କେବେ ଓଡ଼ିଆର ଏକ ପାରମ୍ପରିକ ରେସିପି ‘ପାରିଜାତ’ ମିଠା ଖାଇଛନ୍ତି କି । ତାହେଲେ ଆଜି ହିଁ ଘରେ ବନାନ୍ତୁ ପାରମ୍ପରିକ ଓଡ଼ିଆ ମିଠା ପାରିଜାତ । ଏହି ରେସିପି ବନେଇବା ଅତି ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

vaccination
ଓମିକ୍ରନରୁ ସୁରକ୍ଷା ଦେବ ଟିକା !

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା ! ଶତ ପ୍ରତିଶତ ନ ହେଲେ ବି କ୍ରସ୍‌ ପ୍ରୋଟେକ୍ସନ ଦେବ ଟିକା। ଲୋକମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି।

farmer problem
ନଷ୍ଟ ହୋଇଥିବା ଧାନ ଫସଲର ଆକଳନ କରୁନି ପ୍ରଶାସନ : ଆତ୍ମହତ୍ୟା କରିବାକୁ ଧମକ ଦେଲେ ଚାଷୀ

ପାଣି ଭିତରେ ବୁଡ଼ି ରହିଛି ଧାନ । ଏବେ ଗଜା ହେବାକୁ ବସିଲାଣି । କୃଷି ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଚିନ୍ତାରେ ଚାଷୀ ।

Aparajita Sarangi
ଋଣବୋଝ ଓ ବେରୋଜଗାର ଚାପରେ ବୁଡି ରହିଛି ଓଡିଶା

ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟାୟନ କ୍ଷେତ୍ରରେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି ଉଲ୍ଲେଖ ରହିଛି ।

OTV Rayagada Correspondent Manoj Patra
ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ

ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

smart school
ଶିକ୍ଷାମନ୍ତ୍ରୀଙ୍କ ପ୍ରତିଶୃତି ପରେ ବି ଫଳଶୂନ ! ସ୍ମାର୍ଟ ସ୍କୁଲରେ ବିପର୍ଯ୍ୟୟ ଶିକ୍ଷା ବ୍ୟବସ୍ଥା

କ୍ଲାସ ରୁମରେ ପିଲା ମାନେ ଖେଳକୁଦ କରି ସମୟ କାଟୁଛନ୍ତି । ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ରହିଛି ହେଲେ ନଳରେ ପାଣି ଆସୁନାହଁ । ଏପରିକି ଭଲ ଖେଳପଡିଆ, ସାଇକଲ ଷ୍ଟାଣ୍ଡ ମଧ୍ୟ ନାହିଁ ।

students
ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳିବ ଏହି ସୁବିଧା...

ରାଜ୍ୟରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ। ନିଟ୍, ଆଇଆାଇଟି, ଜେଇଇ ଓ ଏନ୍‌ଡିଏ ଭଳି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ।

Daily Horoscope
Daily Horoscope,14 Dec 2021: ଜାଣନ୍ତୁ, ଆଜିର ରାଶିଫଳ...

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୪ ତାରିଖ, ମଙ୍ଗଳବାର, ବିଛା ୨୯ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ଏକାଦଶୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

tomato farming
ଲକ୍ଷପତି କଲା ବିଲାତି ଚାଷ ! ପରିଶ୍ରମ କରି ଜଣକା ଲକ୍ଷେ ଲକ୍ଷେ ଟଙ୍କା ଲାଭ ପାଇଲେ ଗାଉଁଲୀ ମହିଳା ଚାଷୀ

ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା।, ଯେଉଁମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।

Bus Accident
ବିବାହ ଉତ୍ସବରୁ ଫେରୁଥିବା ବେଳେ ଓଲଟିଲା ବସ୍‌

ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ବାଟରେ ଓଲଟିଲା ବସ୍‌। ବସ୍‌ଟି ଏକ ବିବାହ ଉତ୍ସବରୁ କନ୍ୟା ପକ୍ଷ ଲୋକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Prisoner Escapes From Jail
ସମସ୍ତଙ୍କୁ ଚକ୍‌ମା ଦେଇ ଜେଲ୍‌ରୁ କଏଦୀ ଫେରାର

ସମସ୍ତଙ୍କୁ ଚକ୍‌ମା ଦେଇ ଜେଲ୍‌ରୁ କଏଦୀ ଫେରାର। ବାଲିଗୁଡା ସବ୍‌ ଜେଲ୍‌ରୁ ଜଣେ କଏଦୀ ଜେଲ୍‌ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ୍‌ କାଟି ଖସି ପଳାଇବାରେ ସକ୍ଷମ ହୋଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

  • Tuesday, 14 December 2021
Politics in Panchayat election
ତାରିଖ ଘୋଷଣା ପୂର୍ବରୁ ଉଷ୍ଣ ହେଲାଣି ଗ୍ରାମାଞ୍ଚଳ ରାଜନୈତିକ ପାଣିପାଗ

ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।  

Missing Youth Found Dead
ସହଯୋଗୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଅଡୁଆରେ ବିଜେଡି ନେତା ସଞ୍ଜୟ ଦାସବର୍ମା

ବାଇକ୍‌ରେ କାହିଁକି ଏବଂ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ ? ଯଦି ଏହା ଦୁର୍ଘଟଣା ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ ?

Omicron Threat
ଓମିକ୍ରନ୍‌କୁ ନେଇ ଆଗୁଆ ସଜାଗ ରହିଛି ଓଡିଶା

ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାରେ ଛନକା ପସିଛି । ଯେହେତୁ ପୂର୍ବରୁ ଘାତକ ଡେଲ୍ଟା ଭାରିଆଣ୍ଟ ପଡ଼ୋଶୀ ଛତିଶଗଡ଼ରୁ ଆସିଥିଲା, ତେଣୁ ଏବେ ଓମିକ୍ରନ ପାଇଁ ସମସ୍ତ ସୀମାନ୍ତ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର ।

Cyclone affected Areas
ବାତ୍ୟା ଜୱାଦରେ ରାଜ୍ୟର ୧୩୧ ବ୍ଲକ ପ୍ରଭାବିତ

ବାତ୍ୟା ଜଓ୍ୱାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ୧୧ ତାରିଖରୁ ଓଡ଼ିଶା ଆସିଥିଲେ ଆନ୍ତଃମନ୍ତ୍ରାଳୟ ସ୍ତରୀୟ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧ ଦଳ। ଏହି ଦଳ ୩ଟି ଟିମରେ ଭାଗ ହୋଇ ୨ ଦିନ ଧରି ୬ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିଥିଲେ।

Tapaswini and Sumit
କୋର୍ଟରେ ପିଟିସନ୍ ଦାଏର କଲେ ତପସ୍ୱିନୀ

ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି। 

Murder Mastermind
ଧରାପଡ଼ିଲା ଭୁବନେଶ୍ୱର ନୂଆପଲ୍ଲୀ ସୁପାରି କିଲିଂର ମାଷ୍ଟର ମାଇଣ୍ଡ

ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି ।

brahmagiri
’ସେ ହିଁ ମୋ ସ୍ୱାମୀଙ୍କୁ ମାରିଛି’! ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସ ବର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

୨ ଦିନ ହେଲା ନିଖୋଜ ଯୁବକ ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ଭାର୍ଗବୀ ନୂଆନଈଠାରେ ମିଳିଛି । ପରିବାର ଲୋକଙ୍କ ଅଭିଯୋଗ ଏହା ଏକ ହତ୍ୟାକାଣ୍ଡ ଓ ଏହା ପଛରେ ଅଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

highcourt
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘୋଷଣା ହୋଇଥିବା ସମସ୍ତ ୨୯ ବିଭାଗର ପୁନଃ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

mgnrega
ଷ୍ଟିଙ୍ଗ ଅପରେସନରେ ମନରେଗା ମହାଦୁର୍ନୀତି ! ଜମି ଠିକାଦାରଙ୍କ ଠାରୁ ଟଙ୍କା ନେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ

ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବା ପାଇଁ କୋଟି କୋଟି ଟଙ୍କାର ମନରେଗା କାମ ହେଉଛି । କିନ୍ତୁ ବେଆଇନ ଭାବେ ମନରେଗାରେ ଠିକାଦାର ମାନେ କାମ କରି ନକଲି ଶ୍ରମିକଙ୍କ ନାଁରେ ହଡପ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖୋଦ ସରପଂଚ, ଯନ୍ତ୍ରୀ, ଠିକାଦାର ମିଲିମିଶି ହରିଲୁଟ କରୁଛନ୍ତି ଶ୍ରମିକଙ୍କ ଟଙ୍କା ।