• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

tuition teacher
ଟ୍ୟୁସନ୍‌ ସାରଙ୍କ କଳା କାରନାମା ! ଦୁଇ ଛାତ୍ରୀଙ୍କୁ ଫୁସୁଲାଇ ଫେରାର ମାରିଲେ

ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍‌ ମାରିଛନ୍ତି ଟ୍ୟୁସନ୍ ସାର୍ ।

Berhampur Marital Discord
‘ଭିକ୍ଟିମ୍ କାର୍ଡ ଖେଳୁଛନ୍ତି ତପସ୍ୱିନୀ, ପାରିବାରିକ ବିବାଦରେ ଅଯଥାରେ ମୁଣ୍ଡ ପୂରାଉଛନ୍ତି ପ୍ରମିଳା’

କେଉଁ ନ୍ୟାୟରେ ତପସସ୍ୱିନୀ ଗ୍ରୀଲ୍‌ ଭାଙ୍ଗି ଭିତରକୁ ପଶିଲେ । ଗ୍ରୀଲ୍ ଭାଙ୍ଗି ତପସ୍ୱିନୀ ଘରେ ପଶିବା ପରେ ଏଭ ଭିଡିଓ ରିଲିଜ କରିଛନ୍ତି ସ୍ୱାମୀ ସୁମିତ୍‌ ।

Minister Pratap Jena
ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡା ନାଦି ଦେଲେ କଂଗ୍ରେସ କର୍ମୀ

ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼। କେନ୍ଦ୍ରାପଡ଼ା ଆଳି ବାଳକାଟି ବଜାରରେ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

'Malai Masroom'
ଘରେ ବନାନ୍ତୁ 'ମଲାଇ ମଶରୁମ୍'

ଆପଣ କେବେ ମଲାଇ ମଶରୁମର ରେସିପି ଖାଇଛନ୍ତି କି ?ଯଦି ଖାଇ ନାହାନ୍ତି । ଆଜି ହିଁ ଘରେ ବନାନ୍ତୁ ‘ମଲାଇ ମଶରୁମ୍’ ।ଏହି ରେସିପିଟି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

tapaswini case
‘ଆମେ ଅସୁସ୍ଥ, ଆମକୁ ଉଦ୍ଧାର କର‘ ! ଭିଡିଓ ରିଲିଜ୍ କରି ସହାୟତା ମାଗିଲେ ସୁମିତଙ୍କ ଜେଜେ ମା

ଗତକାଲି ଗ୍ରୀଲ୍‌ ଭାଙ୍ଗି ଘରେ ପଶିବା ପରେ ସୁମିତଙ୍କ ଜେଜେ ମା’ ମଧ୍ୟ ଏବେ ଏକ ଭିଡିଓ ରିଲିଜ୍ କରିଛନ୍ତି । ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

Maa Tarini
କରୋନା : ୫ ଦିନ ପାଇଁ ଘଟଗାଁ ମନ୍ଦିର ବନ୍ଦ କଲା ପ୍ରଶାସନ

କରୋନା ପାଇଁ ୫ ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ପୀଠ...

sumeet
ଅନଲାଇନରେ ଥାନାରେ ଏତଲା କଲେ ଡାକ୍ତର ସୁମିତଙ୍କ ବାପା, ଘରେ ଅନଧିକାର ପ୍ରବେଶ ନେଇ ଅଭିଯୋଗ

ତପସ୍ୱିନୀ, ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ବୈଦ୍ୟନାଥପୁର ଥାନାରେ ଅନଲାଇନ ଏତଲା ଦେଇଛନ୍ତି ସୁମିତଙ୍କ ବାପା ।

omicron
ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି ଓଡ଼ିଶାର ଉଭୟ ଓମିକ୍ରନ୍‌ ଆକ୍ରାନ୍ତ, ଜଣଙ୍କ ଠାରେ କୌଣସି ଲକ୍ଷଣ ନାହିଁ

ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଭୟ ନନ୍‌ ଆଟ୍‌ ରିସ୍କ ଦେଶରୁ ଫେରିଛନ୍ତି। ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

NCRB
ଅନ୍ଧବିଶ୍ୱାସର ବଶବର୍ତ୍ତୀ ମଣିଷ: ନିର୍ଯାତିତ ହେଉଛନ୍ତି ମହିଳା

ପ୍ରତିମା ଧରୁଆ ଡାହାଣୀ ସନ୍ଦେହର ଶିକାର ହୋଇଥିବା ଜଣେ ବୃଦ୍ଧା। କଣ ଘଟିଯାଇଛି ତାଙ୍କ ସହ ତାହା ବର୍ଣ୍ଣନା କରିବା ପାଇଁ ବୋଧହୁଏ ଭାଷା ନାହିଁ

Cold wave grips Odisha
ହାଡଭଙ୍ଗା ଶୀତରେ ଥରୁଛି ଓଡ଼ିଶା ; ଆଗାମୀ ଦୁଇ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ଶୀତରେ ଥରୁଛି ସାରା ଓଡ଼ିଶା ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି ।

Corona
ଓଡ଼ିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କଠାରେ ଚିହ୍ନଟ ହେଲା ଭୂତାଣୁ। ଆଇଏଲଏସ୍ ପକ୍ଷରୁ ଦିଆଯାଇଛି ସୂଚନା

Tapaswini-Sumit Marital Dispute
ତପସ୍ୱିନୀଙ୍କ ଶ୍ୱଶୂର ଘର ସାମ୍ନାରେ ୧୪୪ ଧାରା ଜାରି କଲା ପୋଲିସ୍‌

ସୁମିତ୍‌ଙ୍କ ଘର ସାମ୍ନାରେ ୧୪୪ ଧାରା ଲାଗୁ ହେଲା। ବ୍ରହ୍ମାନଗର ଅଂଚଳରେ ଥିବା ସୁମିତଙ୍କ ଘର ଆଗରେ ପୋଲିସ ୧୪୪ ଧାରା ଲାଗୁ କରିଛି। ସୂଚନା ଅନୁସାରେ, ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲାଗିଛି।

PDS
ହିତାଧିକାରୀଙ୍କୁ ହଜାରେ ଟଙ୍କା

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା : ହଜାରେ ଟଙ୍କା ଲେଖାଏଁ ମିଳିବ ସହାୟତା

Odisha State Cabinet Meeting to be held today
ଆଜି ସଂଧ୍ୟାରେ ବସିବ କ୍ୟାବିନେଟ୍‌ ବୈଠକ

ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ବସୁଥିବା ବୈଠକରେ ୯ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।

Koraput
ପ୍ରଶାସନ ଶୁଣିଲାନି, ନିଜ ଗାଁ ପୋଲ ନିଜେ ତିଆରି କଲେ ଗାଁ ଲୋକେ

ବାରମ୍ବାର ଗୁହାରି କରିବା ପରେ ବି କର୍ଣ୍ଣପାତ କଲାନି ପ୍ରଶାସନ, ନିଜ ଗାଁକୁ ନିଜେ ପୋଲ ନିର୍ମାଣ କଲେ ଗାଁ ଲୋକେ

  • Tuesday, 21 December 2021
Board Exams
ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା !!

ମାର୍ଚ୍ଚରେ ଦ୍ୱାଦଶ ପରୀକ୍ଷା ଲାଗି ଅଂଟା ଭିଡ଼ିଛନ୍ତି ରାଜ୍ୟ ସରକାର

WINTER
ପ୍ରବଳ ଜାଡରେ ଥରୁଛି ଓଡ଼ିଶା : ଦାରିଙ୍ଗବାଡ଼ିରେ ତୁଷାରପାତ

ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଗଲାଣି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 21 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 21 December 2021
Suicide Attempt
ତହସିଲ ଅଫିସରେ ମହିଳାଙ୍କ ଚରମ ନିଷ୍ପତ୍ତି, ଢାଳି ହୋଇଗଲେ କିରାସିନି

ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।

  • Monday, 20 December 2021
ଜଙ୍ଗଲରେ ରହୁଥିବା ଶତାୟୁ ବୃଦ୍ଧା
୨୫ ବର୍ଷ ଧରି ଜଙ୍ଗଲରେ ଜୀବନ ବିତାଉଛନ୍ତି ଶତାୟୁ

୬୦ ବର୍ଷ ପୂର୍ବେ ପ୍ରତିମା ଭାଲୁଡୁଙ୍ଗରି ଗାଁରେ ବାହାହୋଇ ଘର ସଂସାର କରିଥିଲେ। ପ୍ରତିମା ଜଣେ ଭକ୍ତି ପରାୟାଣ ଲୋକ ହୋଇଥିବାରୁ ଭଗବାନଙ୍କ ଠାରେ ବହୁ ବିଶ୍ୱାସ ରଖୁଥୁଲେ।

BMC
ଯିଏ ଭଲ କରୁଛି ତା ଘର ଆଗରେ ପୋଷ୍ଟର ମାରୁଛି BMC !

ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।

Naveen Patnaik
ନିର୍ବାଚନ ପୂର୍ବରୁପ୍ରକଳ୍ପ ରାଜନୀତି, ଆଜି ଯାଏଁ ମନେ ପଡ଼ୁନଥିଲା ଲୋକଙ୍କ କଥା !

୨୦୧୪ରେ ଭିତ୍ତପ୍ରସ୍ତର ପଡିଥିବା ସେତୁକୁ ଠିକ୍ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ କରାଯିବାକୁ ନେଇ ଉଠିଛି ପ୍ରଶ୍ନ ।

  • Monday, 20 December 2021
Sumit-tapawini
କୋର୍ଟଙ୍କ ରାୟ ପରେ କାନ୍ଦି ପକାଇଲେ ତପସ୍ୱିନୀ। ଗେଟ୍‌ ଭାଙ୍ଗି ସୁମିତ୍‌ଙ୍କ ଘରେ ପଶିଲେ ମହିଳା

ସୁମିତଙ୍କ ପିଟିସନ୍‌କୁ କୋର୍ଟ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଥିଲେ ତପସ୍ୱିନୀ। ଏପଟେ ଶୀତ କାକରରେ ୪ ଦିନ ଧରି ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ। 

Protest in Dhinkia
ଢିଙ୍କିଆରେ ଖଣ୍ଡଯୁଦ୍ଧ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ପହଞ୍ଚିଥିଲେ।

ସୁମିତ ଓ ତପସ୍ୱିନୀ
ବ୍ରହ୍ମପୁରର ଦମ୍ପତି ବିବାଦ ମାମଲାରେ ସୁମିତଙ୍କୁ ଝଟ୍‌କା

ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି ।