ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୮ ତାରିଖ, ଶନିବାର, ଧନୁ ୩ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଯୁକ୍ତ, ପୂର୍ଣ୍ଣିମା ତିଥି, ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ ରାଶି ମହିଳାଙ୍କ ଘାତଚନ୍ଦ୍ର । ଆଜିର ରାହୁକାଳ ଦିନ ୯ଟା ୧ରୁ ଦିନ ୧୦ଟା ୨୨ ମଧ୍ୟରେ। ଯୋଗିନୀ ପଶ୍ଚିମ ଦିଗରେ ଏବଂ ୭ଟା ୨୮ ପରେ ବାୟବ୍ୟ କୋଣରେ ରହିବେ । ଆଜି ମତ୍ସ୍ୟ ମାଂସ ଖାଇବା ମନା ।
କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି।
୨୦୧୫ ବ୍ୟାଚ୍ର ଓଡ଼ିଶା କନିଷ୍ଠ ଶିକ୍ଷକ ଲୋୟର ପିଏମ୍ଜିରେ ଗର୍ଜୁଛନ୍ତି। ଏମାନଙ୍କ ଦାବି ନିୟମିତ କରାଯାଉ। ଏଭଳି ସ୍ଥିତିରେ ଗୋଟିଏ ପଟେ ଠିକାରେ ନିଯୁକ୍ତି ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ।
ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ବିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି ସୁମିତ। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।
କେବଳ ପତ୍ନୀ ନୁହଁନ୍ତି, ସମ୍ପର୍କୀୟ ମଧ୍ୟ କ୍ଷୁବ୍ଧ ହୋଇଉଠିଥିଲେ । ହେଲେ ସେଦିନର ସେହି ବୁକୁ ଫଟା ଚିତ୍କାର ଆଜି କିନ୍ତୁ ନରମିଗଲା ଭଳି ମନେହେଉଛି ।
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।
ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ।
ଆଗାମୀ ୪ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନର ରାତ୍ରୀ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଯଦି ସେ ଅଡିଓ ଦେଇପାରିଲେ ତେବେ ଭିଡିଓ ଦେଲେନାହିଁ କାହିଁକି? ଦେହ ଖରାପ ଅଛି ବୋଲି କହି ସେ ଛୁଟି ନେଇଛନ୍ତି। ବାସ୍ତବରେ ସେ ଅସୁସ୍ଥ ଅଛନ୍ତି ନା ତପସ୍ୱିନୀଙ୍କୁ ଠକିବାକୁ ଏମିତି କରିଛନ୍ତି?
ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ବରୁଣେଇରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ଦାବିରେ ବିରାଟ ପାଇକ ଆନ୍ଦୋଳନ ହୋଇଛି।
୨୪ ବର୍ଷ ପୂର୍ବେ ନିଖୋଜ ହୋଇ ଯାଇଥିଲେ। ହଠାତ୍ ଘର ଠିକଣାରେ ଏମିତି ଏକ ଚିଠି ଆସିଲା, ତା’ପରେ ସବୁ କିଛି ବଦଳି ଯାଇଥିଲା। ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଚିଠିଟି ଘର ଠିକଣାରେ ପହଞ୍ଚିଥିଲା।
ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ଆଜି ଜଗା ଘରକୁ ଯାଇ କ୍ରାଇମ୍ବ୍ରାଞ୍ଚ ଖୋଳତାଡ଼ କରିଛି। ଚିତ୍ତଙ୍କ ମୃତ୍ୟୁ ଘଟଣାର ପୂର୍ବ ରାତିରେ ଭୋଜି ହୋଇଥିଲା।
ଆପଣ ଅନେକ ପ୍ରକାର ଚିକେନର ରେସିପି ଖାଇଥିବେ । ଯେମିତିକି ଦେଶୀ ଚିକେନ୍. ଚିକେନ୍ କଷା,ଚିକେନ୍ ମସଲା । କିନ୍ତୁ ଚିକେନର ଖଟା ତଥା ଆମ୍ବୁଲ ତିଆରି ରେସିପି କେବେ ଖାଇଛନ୍ତି କି ? ସେଥିପାଇଁ ଆଜି ଆମେ ଚିକେନର ଏକ ନିଆରା ଓ ଦେଶୀ ରେସିପି ବିଷୟରେ ଜଣେଇବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ଆମ୍ବୁଲ ଚିକେନ୍’ ।
ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ।
'ମେରୀ' ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇ ଥାଆନ୍ତି ଲୋକେ । ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ?
ଗତ ୯ ବର୍ଷ ଧରି ପାଳୁଛନ୍ତି କଠୋର ବ୍ରତ। ପୁରାଣର ପର୍ଶୁରାମ ବେଶରେ ଟାଙ୍ଗିଆ ଓ ଧନୁତୀର ଧରି ବୁଲୁଛନ୍ତି ବାହାରେ ବାହାରେ। ଆହୁରି ୫ ବର୍ଷ ଏମିତି ସେ ବାହାରେ ରହିବେ, ଘରକୁ ଯିବେନି।
ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ ।
ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି। ଏନେଇ ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି।
ସାର୍, ଆମକୁ ଛାଡ଼ି ଯାଆନ୍ତୁ ନାହିଁ । ଶିକ୍ଷକଙ୍କ ବଦଳି ଆଦେଶ ଶୁଣିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏପରି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଯିବ ।
ରୋଗୀଙ୍କୁ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକସନ ଦେବାକୁ ଆଣିଥିଲେ । ତେବେ ସେଠାରେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ଓ୍ୱାଟର ମିଶାଇ ଦେବା ବଦଳରେ କେବଳ ଡିଷ୍ଟିଲ ଓ୍ୱାଟରକୁ ସିରିଞ୍ଜରେ ପୂରାଇ ରୋଗୀକୁ ଦେଇଥିବା ଅଭିଯୋଗ କରିଛନ୍ତି ।
କୋଭିଡ ଚିକିତ୍ସା ବାବଦରେ ରାଜ୍ୟର କେଉଁ ହସ୍ପିଟାଲ ନେଇଛନ୍ତି କେତେ ଟଙ୍କା ? ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସ । ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲକୁ ଦିଆଯାଇଛି ୯୫ ପ୍ରତିଶତ ଟଙ୍କା । ସରକାରୀ ତହବିଲରୁ ସବୁଠୁ ଅଧିକ ୭୭ କୋଟି ୩୨ ଲକ୍ଷ ଟଙ୍କା ନେଇଛି ରାଉରକେଲାର ଜୟପ୍ରକାଶ ହସ୍ପିଟାଲ । ଏନେଇ ଅଡିଟର ଆବଶ୍ୟକତା ଥିବା ଦାବି କଲେ ବୁଦ୍ଧିଜୀବୀ ।
ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ସୁମିତ-ତପସ୍ୱିନୀ ମାମଲାର ଶୁଣାଣି । କ’ଣ ରାୟ ଦେବେ କୋର୍ଟ ?
୨୦୨୧ ମସିହା, ଡିସେମ୍ବର ମାସ ୧୭ ତାରିଖ । ଶୁକ୍ରବାର, ଧନୁ ୨ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୃତ୍ତିକା ନକ୍ଷତ୍ର ।