ବଢ଼ିବ ଥଣ୍ଡା । ସକାଳୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜି ଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମନେପକାନ୍ତୁ, ୨ ଦିନ କଣ କହିଥିଲା ପୋଲିସ କମିଶନରେଟ୍। ରାଜଧାନୀରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ।
ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା ।
ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି ସବୁକିଛି କରିବି ବୋଲି ସୁମିତ୍ କହିଛନ୍ତି ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଫିସ୍ରେ ପୌର ନିର୍ବାଚନ ପାଇଁ ଇଭିଏମ୍ ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ପଠାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯିବ ।
ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଲକ୍ଷାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଯଦି ଓମିକ୍ରନ କାରଣରୁ ସମ୍ଭାବ୍ୟ ତୃତୀୟ ଲହର ଆସେ ତେବେ ସରକାର କି ପଦକ୍ଷେପ ନେବେ?
ସକାଳରୁ ନେଇ ସଂଜ ଯାଏଁ ଏହି ସବୁ ପର୍ଯ୍ୟଟନ ସ୍ଥଳିରେ ପ୍ରବଳ ଭିଡ଼ ଲାଗି ରହିବା ସହ ବଣଭୋଜିର ଆସର ମଧ୍ୟ ଜମୁଛି । ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ଯାଏ ସଭିଏଁ ବୁଲାବୁଲି କରି ପ୍ରକୃତିର ମଜା ଉଠାଉଛନ୍ତି ।
ବହୁଚର୍ଚ୍ଚିତ ବ୍ରହ୍ମପୁରର ତପସ୍ବିନୀ ବିବାଦ ମାମଲାରେ ଆଜି ପ୍ରତିକ୍ରିୟା ରଖି ଡାକ୍ତର ସୁମିତ ସାହୁ କହିଛନ୍ତି ଯେ- ସ୍ତ୍ରୀ ତପସ୍ୱିନୀ ତାଙ୍କୁ ସମ୍ପୂର୍ଣ୍ଣ ବରବାଦ୍ କରିଦେଇଛନ୍ତି।
୨୦୧୪ ନିର୍ବାଚନ ପୂର୍ବରୁ ବିଜୁ ଗାଁ ଗାଡି ଯୋଜନା ଆରମ୍ଭ ହୋଇଥିବା ବେଳେ ୧୪ ଟି ବ୍ଲକରେ ୧୨୭ଟି ଗାଡି ଚଳାଚଳ କରୁଥିଲା । ଯାହାକୁ ଜିଲ୍ଲାର ଆରଟିଓ ପରିଚାଳନା କରୁଥିଲେ । ଏବେ ବିଭାଗୀୟ ଉଦାସୀନତା କି ଦୂରଦୃଷ୍ଟିର ଅଭାବ ହେତୁ ଗାଡି ଗୁଡିକ ରାସ୍ତା କଡରେ ପଡି ଖତ ଖାଉଛିଏବଂ ଲୋକେ ଅସୁରକ୍ଷିତ ଭାବରେ ଯାତାୟତ କରୁଛନ୍ତି
ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧ ଦଶମିକ ୫ରୁ ୩ ଡିଗ୍ରୀ ଯାଏ ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦ ଦଶମିକ୨ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି ରାତିର ତାପମାତ୍ରା।
ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳଯାଇପାରେ । ହେଲେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।
ଟ୍ରିପଲ୍ ମର୍ଡର ମାମଲାରେ ପ୍ରାୟ ୧୯ ବର୍ଷ ଧରି ସଜା କାଟୁଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସମ୍ପୃକ୍ତ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ମିଳିନାହିଁ।
ରାଜଧାନୀ ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ଲକ୍ଷ ଲକ୍ଷ ଲୋକ । ହେଲେ ଏବେ ଏହା ଏକ ରେଫରାଲ ହସପିଟାଲ ହୋଇ ଯାଇଥିବା ଅଭିଯୋଗ ହୋଇଛି ।
ଦାରୁଠେଙ୍ଗରେ ସାଂସଦ ମୁନ୍ନା ଖାଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ ଛାତ୍ର କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କରାଯିବା ପ୍ରତିବାଦରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।
ପୁଅକୁ ଜୀବନ ଦେବାକୁ ବାପାମା’ଙ୍କ ଆକୁଳ ନିବେଦନ । କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି । ସମସ୍ତ କିଛି କିଛି ସାହାଯ୍ୟ କଲେ ପୁଅ ବଞ୍ଚିଯିବ ବୋଲି କହୁଛନ୍ତି ।
ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ହୋଇଛନ୍ତି। ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍ ସଂକ୍ରମିତ।
ପୁରୀ ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାନି ଗାଇଡଲାଇନ୍ ଜାରି କରିଛି। ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ।
ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ ।
ଲକ୍ଡାଉନ୍ ହିରୋ ସୋନୁ ସୁଦ୍ଙ୍କୁ ଦେଖା କରି ରାଜଭୀର୍ଙ୍କ ପରିବାର ତାଙ୍କଠୁ ସହାୟତା ମାଗିଛନ୍ତି। ରାଜଭୀର୍ଙ୍କ ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସଭାରେ ବିଧାୟକଙ୍କୁ ଜଣେ ମହିଳା ପ୍ରଶ୍ନ କରିବାକୁ ଚାହିଁବାରୁ ଚିହଁକି ଉଠି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବିଧାୟକ।
ଆପଣ କେବେ ସାବୁଦାନାରେ ପ୍ରସ୍ତୁତ ଲଡ଼ୁ ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ସାବୁଦାନା ଲଡ଼ୁ’ । ଏହି ରେସିପିଟି ବନେଇବା ଅତି ସହଜ ଓ ଦେଶୀ ଉପାୟରେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍।
ରାଜ୍ୟ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ଯେଉଁଥିରେ ଫୋକସ୍ରେ ରହିଛି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ନିୟମିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଯୋଗୁଁ ଓଡ଼ିଶା ନାନା ସମସ୍ୟା ଭୋଗୁଛି ।