କଳାହାଣ୍ଡି ଲୋକସଭା ଆସନରୁ ତିନିଥର ସାଂସଦ ଥିବା ଶ୍ରୀ ଦାସ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଯୁବ ବ୍ୟାପାର ଏବଂ କ୍ରୀଡା ଉପମନ୍ତ୍ରୀ ଏବଂ ୧୯୯୦ ରୁ ୧୯୯୧ ପର୍ଯ୍ୟନ୍ତ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ ।
୧୨ ବର୍ଷ ତଳେ ଦଳ ମୋତେ ବହିଷ୍କାର କରିଥିଲା। ତେବେ ବହିଷ୍କାର ପଛର କାରଣ ଆଜିଯାଏଁ ଖୋଜି ପାଉନି ବୋଲି କହିଛନ୍ତି ସୌମ୍ୟରଞ୍ଜନ।
କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି।
ଶରତ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା।
ଗତ ନଭେମ୍ୱର ୪ ତାରିଖରେ ପିସିସି ଚୟନ ପାଇଁ ଓଡ଼ିଶା ଆସିଥିଲେ ଚରଣ ଦାସ ମହନ୍ତଙ୍କ ଟିମ୍। କଂଗ୍ରେସ ଭବନରେ ୨୧ ଜଣିଆ ଷ୍ଟିଅରିଂ କମିଟି ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ହାଇକମାଣ୍ଡଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ।
କେବେ ନିଯୁକ୍ତ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି? କିଏ ହେବେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ?
PCC ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ କଂଗ୍ରେସ ଷ୍ଟିୟରିଂ କମିଟିର ସମସ୍ଥ ୨୧ ସଦସ୍ୟଙ୍କ ସହ ୧୪ ଜଣ ବିଧାୟକଙ୍କୁ ନେଇ ଏହି ବୈଠକ ବସିବ ।
ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ । ନାଁ ବାଛି ପାରୁନି ଷ୍ଟିୟରିଂ କମିଟି ।
ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ ଜଣ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ୫ ଜଣଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ ।
ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । ସବୁ ସୀମା ଡେଇଁଲେ ବିଦ୍ରୋହୀ । ସଂଘବଦ୍ଧ ହୋଇ କଂଗ୍ରେସ ଭବନକୁ ଧସେଇ ପଶିଲେ ।
କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ ।
ମାଟିର ଝିଅ କଥାକୁ ଖଣ୍ଡନ କଲେ ତାରାପ୍ରସାଦ ବାହିନୀପତି । ଯଶୱନ୍ତ ସିଂହ୍ନା ବିହାରର, ତାଙ୍କୁ ବିଜେପି ଭୋଟ ଦେଲା କି ?
କଂଗ୍ରେସରେ ଯେତିକି ଏକତା ରହିବା କଥା, ସେତିକି ଏକତା କି ଶୃଙ୍ଖଳା ନାହିଁ।
ପିସିସି ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଛି ଏଆଇସିସି।
ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ।
ରାଜ୍ୟ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ଜାତୀୟ ଦଳ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଅନ୍ୟପଟେ କଂଗ୍ରେସ କର୍ମୀଙ୍କ ଆଚରଣ ଦଳକୁ ଆହୁରି ମହଙ୍ଗା ସାବ୍ୟସ୍ତ ହେଉଛି । ଦଳ ବେଳକୁ ବାଳ ରସା ତଳକୁ ଯାଉଥିବା କୁହାଯାଉଛି ।
ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି। ସଭାପତି କିଏ ରହିବେ, କେତେ ଦିନ ରହିବେ ସେ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର। ଏଥିରେ ଆଉ କାହାର କିଛି କହିବାର ନାହିଁ। ଏଆଇସିସିର ନିଷ୍ପତ୍ତି କେବଳ ସଂଧ୍ୟାଙ୍କ ପାଖକୁ କେମିତି ଆସିଲା […]