/odishatv-khabar/media/post_attachments/uploadimage/library/16_9/16_9_0/Panchang_1730688835.jpg)
Panchang
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର। ଚନ୍ଦ୍ର- ବିଛା ଅହୋରାତ୍ର ,ତିଥି- ୩ୟା ରାତ୍ରି ୧୧.୨୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭସମୟ:
ପ୍ରାତଃ– ୦୫.୫୩ ରୁ ୦୭.୧୭
ଦିବା- ୦୮.୫୨ ରୁ ୧୧.୦୭
ରାତ୍ରି- ୦୭.୪୦ ରୁ ୦୯.୫୪
ରାତ୍ରି- ୦୨.୨୯ ରୁ ୦୩.୨୦
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୧୭ ରୁ ୦୮.୪୧
କାଳବେଳା- ପ୍ରାତଃ ୦୭.୧୭ ରୁ ୦୮.୪୧
ବାରବେଳା- ଦିବା ୦୨.୧୮ ରୁ ୦୩.୪୨
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)