/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730779157.jpg)
Panchang Today
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଦିବା ୦୯.୪୪ ଗତେ ଧନୁ,ତିଥି-୪ର୍ଥୀ ରାତ୍ରି ୧୨.୧୭ ଗତେ ୫ମୀ ,ଘାତଚନ୍ଦ୍ର- ଦିବା ୦୯.୪୪ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧-ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ପ୍ରାତଃ– ୦୫.୫୩ ରୁ ୦୬.୩୮
ଦିବା- ୦୮.୪୧ ରୁ ୧୧.୦୭
ସନ୍ଧ୍ୟା-୦୫.୦୬ ରୁ ୦୬.୪୨
ରାତ୍ରି- ୦୮.୧୮ ରୁ ୦୮.୩୧
ରାତ୍ରି- ୦୯.୨୨ ରୁ ୧୧.୫୫
ରାତ୍ରି- ୦୧.୩୮ ରୁ ୦୩.୨୦
ରାତ୍ରି-୦୪.୧୧ ରୁ ୦୫.୫୪
ଅଶୁଭସମୟ:
ରାହୁକାଳ- ଦିବା ୦୨.୧୮ ରୁ ୦୩.୪୨
କାଳବେଳା-ଦିବା ୧୨.୫୪ ରୁ ୦୨.୧୮
ବାରବେଳା-ପ୍ରାତଃ ୦୭.୧୭ ରୁ ୦୮.୪୧
କାଳରାତ୍ରି- ସନ୍ଧ୍ୟା ୦୬.୪୨ ରୁ ୦୮.୧୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)