• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loot Case

Lootera Arrested
କମିଶନରେଟ ପୋଲିସ କବଜାରେ ୪ ଡକାୟତ, ୯ ଲକ୍ଷରୁ ଅଧିକ ଟଙ୍କା ଜବତ

୪ ଲୁଟେରାଙ୍କୁ ଇମ୍ଫୋଭାଲି ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏଥିସହ ୩ଟି ଗାଡ଼ି ଏବଂ ମୋବାଇଲ ଜବତ ହୋଇଛି ।

Loot
ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହାଣିଲେ, ୨ ଲକ୍ଷ ଲୁଟିଲେ

ରାଜଗାଙ୍ଗପୁର ଲୋମଲୋଇ ଛକରେ ଏହୁ ଲୁଟ୍ ଅଭିଯୋଗ ଆସିଛି।

Loot From Apartment
ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା

ଅକ୍ଟୋବର ୧୬ ଇନଫୋସିଟି ଥାନା ନିକଟ ରାଜବାଟିକା ଆପାର୍ଟମେଣ୍ଟରେ ବଡ଼ ଧରଣର ଚୋରି। ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ ପାଖାପାଖି କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଚଂପଟ୍ ମାରିଲେ ଚୋର।

Loot From Apartment
ରାଜଧାନୀର ଆପାର୍ଟମେଣ୍ଟରେ ଅପରାଧୀଙ୍କ ଉପଦ୍ରବ, ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା

ଗତ ଶନିବାର ରାତିରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ କ୍ୟାସ୍ ଚୋରେଇ ନେଇଗଲେ ଦୁବୃର୍ତ୍ତ।

woman robs boyfriend dumps him naked on shahapur highway
ପ୍ରେମିକ ଠାରୁ ସବୁ ଲୁଟିନେଲେ; ମାଡମାରି ରାଜରାସ୍ତାରେ ଉଲଗ୍ନ ଫିଙ୍ଗିଦେଲେ

ଜଣେ ୩୦ ବର୍ଷ ବୟସ୍କା ମହିଳା ତାଙ୍କ ପ୍ରେମିକକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ସହ ଶାହପୁର ରାଜପଥରେ ଉଲଗ୍ନ ଅବସ୍ଥାରେ ପକାଇବା ଦେଖାଯାଇଛି। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକାଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Theft
ଚୋରିର ନୂଆ ଷ୍ଟାଇଲ୍‌ ! ଖବରକାଗଜ ଖଣ୍ଡେ ଫିଙ୍ଗି ପୁରା ଘରେ କଳାକନା ବୁଲାଇଦେଲେ

ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।

loot case
ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ

ଭୁବନେଶ୍ୱରରେ ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ । ସହିଦନଗର ପୋଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି । ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ଲୁଟ କରୁଥିଲେ ଲୁଟେରା । ତେବେ ଏକାଧତ୍କ ଲୁଟ୍ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।