• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Steel Plant

Keonjhar Plant
କେନ୍ଦୁଝରରେ ହେବ ଇସ୍ପାତ କାରଖାନା

କେନ୍ଦୁଝରରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ ! ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି । ଚାକିରିର ରହିବନି ସମସ୍ୟା । ପ୍ରଗତି ପଥରେ ଚାଲିବେ ଓଡ଼ିଶାର ଯୁବପିଢ଼ି । କେନ୍ଦୁଝରରେ ଇସ୍ପାତ କାରଖାନା କରିବା ନେଇ ସୂଚନା ଦେଇଛି JSW ।

Steel Plant to Be Set Up in Keonjhar
Steel Plant to Be Set Up in Keonjhar: କେନ୍ଦୁଝରରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ; ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି...

ଚାକିରିର ରହିବନି ସମସ୍ୟା । ପ୍ରଗତି ପଥରେ ଚାଲିବେ ଓଡ଼ିଶାର ଯୁବପିଢ଼ି । କେନ୍ଦୁଝରରେ ଇସ୍ପାତ କାରଖାନା କରିବା ନେଇ ସୂଚନା ଦେଇଛି JSW । 

Kendrapara Residents Face Dismay as Announcement of New Steel Plant in Andhra Pradesh
କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ

ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ। ଆନ୍ଧ୍ରରେ ଏକ ନୂଆ ଷ୍ଟିଲ ପ୍ଲାଣ୍ଟ ଘୋଷଣା ପରେ କେନ୍ଦ୍ରାପଡ଼ାରେ ପ୍ଲାଣ୍ଟକୁ ନେଇ ଦ୍ୱନ୍ଦରେ ଥିଲେ ଜିଲ୍ଲାବାସୀ। ରାଜସ୍ୱ ବିଭାଗ ବିଜ୍ଞପ୍ତି ପରେ ବଢିଲା ଆଶା।

Nippon Steel
ନିବେଶକ ଓଡ଼ିଶା ଛାଡ଼ିବା ଗୁଜବ! ବିଜେଡିର ଆରୋପ, ବିଜେପିର କଡ଼ା କାଉଣ୍ଟର

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଥିବା ନେଇ ବିଜେଡିର ଆରୋପ ପରେ କଡ଼ା କାଉଣ୍ଟର କରିଛନ୍ତି ରାଜ୍ୟ ସରକାର ।

POSCO
ବଢ଼ୁଛି ଉତ୍ସାହ-ଉତ୍କଣ୍ଠା, ଓଡ଼ିଶା ଫେରୁଛି ପୋସ୍କୋ; ୭ ବର୍ଷ ତଳେ ରାଜ୍ୟ ଛାଡ଼ିଥିଲା କଂପାନୀ

କେନ୍ଦୁଝରରେ JSW ସହ ମିଶି ପୋସ୍କୋ ପ୍ରତିଷ୍ଠା କରିବ ଷ୍ଟିଲ ପ୍ଲାଣ୍ଟ । ସମ୍ଭାବ୍ୟ ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୋହର ପରେ ୟାକୁ ନେଇ ଏବେ ନାନା ଚର୍ଚ୍ଚା ।

POSCO
POSCO: ଏଥର ପାରାଦୀପ ନୁହେଁ, ଏଇଠି ହେବ ପୋସ୍କୋ; ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ପୁଣି ଓଡ଼ିଶା ଫେରୁଛି ପୋସ୍କୋ । ଏଥର ପାରାଦୀପ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ।

POSCO Returns to Odisha
ଦୀର୍ଘ ବର୍ଷ ପରେ ପୁଣି ଓଡ଼ିଶା ଫେରୁଛି ‘ପୋସ୍କୋ’; ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ

ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୋସ୍କୋ ଓ ଜେଏସଡବ୍ଲୁ ମିଳିତ ଭାବେ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । 

JSW-Posco
JSW and POSCO Steel Plant In Odisha: ‘କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ’

କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ । କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

Steel Plant
କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ବୃହତ୍ତ ଷ୍ଟିଲ୍ ପ୍ଲାଣ୍ଟ

ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ।