ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ଯିବା ପୂର୍ବରୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ 5 ବର୍ଷରେ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।
ଜାନୁଆରୀରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ । ପ୍ରକଳ୍ପର ରୂପାୟନ ଉପରେ ବିଶେଷଜ୍ଞଙ୍କ ଜୋର୍ ।
ଯିଏ ଯେତେ ଦୂରେ ଥାଇ ବି ନଡିଆଟିଏ ଯାଚିଦେଲେ ମନରେ ବିଶ୍ବାସ ଥାଏ, ମାଆ ଅତି ସରାଗରେ ତାକୁ ଗ୍ରହଣ କରିବେ, ବା ମାଆ ପାଖରେ ପହଂଚିଯିବ। ହେଲେ ବାସ୍ତବ ସ୍ଥିତି ରହିଛି ଭିନ୍ନ।
ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।
ଡିଜିଟାଲ୍ କ୍ଲାସରୁମ ପାଇଁ ଆସିଲା ସ୍ମାର୍ଟବୋର୍ଡ, କଂପ୍ୟୁଟର, ଆହୁରି କେତେ କଣ ସରଞ୍ଜାମ। ହେଲେ ବିଡ଼ମ୍ବନା, ମାସ ମାସ ପରେ ବି ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ପାଠପଢ଼ା ଏବେବି ବହୁ ସ୍କୁଲରେ ସ୍ବପ୍ନ ହୋଇ ରହିଛି।
ରାଜଧାନୀରେ ଲୁଟେରାଙ୍କ ଲୋମଟାଙ୍କୁରା କାଣ୍ଡ । ଆପାର୍ଟମେଣ୍ଟରେ ଏଣ୍ଟ୍ରି ମାରିଲେ ମଧ୍ୟରାତିରେ । ପଶିଲେ ଫ୍ଲାଟରେ । ଖାଲି ଲୁଟିଲେନି ଗହଣା ଗାଣ୍ଠି, ବରଂ ଲୁଟିଲେ ମହିଳାଙ୍କ ଇଜ୍ଜତ ।
ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ ।
ଶାରଦୀୟ ଉତ୍ସବ ବେଳେ ଜଗନ୍ନାଥଙ୍କ ସହ ମା’ ଦୁର୍ଗା ପୂଜିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି କି ବଡ଼ ଦେଉଳରେ କେଉଁଠି ଅଛି ଦୁର୍ଗାମାଧବ ମନ୍ଦିର ?
ଶ୍ରୀମୟୀ କହିଛନ୍ତି- ବେଗୁନିଆ ବିଧାୟକ ପ୍ରଦୀପ ସାହୁ ମୋ ବଡ଼ ଭାଇ ଭଳି । ଦଳର ଆଭ୍ୟନ୍ତରୀଣ ବ୍ୟାପାର ବାହାରେ ପ୍ରକାଶ କରିବା ଠିକ୍ ନୁହେଁ, ଯାହା ମତାନ୍ତର ଓ ମନାନ୍ତର ହେବ, ତା’ର ସମାଧାନ ଦଳର ସଭାପତି କରିବେ ।
ବିଜେଡି ନେତା ଅମର ଶତପଥୀ, ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର ପୃଥକ ପୃଥକ ଭାବେ ତିନୋଟି ଗୋଷ୍ଠୀରେ ବିଭକ୍ତ ହୋଇ ବଇରୀ ଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି ।
ମିଛ କଥା କହି ନିର୍ବାଚନ ଜିତି ଯାଇ ପାରନ୍ତି କିନ୍ତୁ ହୃଦୟ ନୁହଁ ବୋଲି ନବୀନ କହିବା ସହ ମିଛ କଥା ବିଜେପିର USP ବୋଲି ଆକ୍ଷେପ କରିଛନ୍ତି ।
ପୂର୍ବରୁ ମଧ୍ୟ ବାଡ଼ିପାଙ୍ଗା, ଡିମିଲି ଓ ଭଣ୍ଡରାଶାଳ ଆଦି ଗାଁ ଗୁଡ଼ିକରେ ମଧ୍ୟ ଝାଡ଼ାବାନ୍ତି ଆକ୍ରାନ୍ତରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଇଛି ।
ରାଜବାଟିରୁ ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା । ଦୁଇ ଶକ୍ତି ପୀଠର ଘଟ ପାଣିକୁ ମିଶାଇ ରାଜସିକ ପୂଜା ହୁଏ । ନୀଳଗିରିର ଦୁଇ ପ୍ରମୁଖ ଶକ୍ତିପୀଠ... ମା’ ଭୁଦାର ଚଣ୍ଡୀ... ମା’ କନକ ଦୁର୍ଗା ।
ଆଜି ହେଉଛି ପବିତ୍ର ମହାଳୟା । ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି। ଯଦି କିଏ ଦେଇପାରିନଥିବ, ତେବେ ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ।
ଶଙ୍ଖ ଭବନରେ ଥମୁନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ବୁଧବାର । ପବିତ୍ର ମହାଳୟାରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି।
ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ ।
ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଛି କି ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ ବା OSSSC?
ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
୧୫ ତାରିଖ ସଂଧ୍ୟା ୬.୧୫ରେ ଏହା ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ ।
ବିଶ୍ୱର ନାମିଦାମୀ ବ୍ରାଣ୍ଡକୁ ଟକ୍କର ଦେଉଛି କୋରାପୁଟ କଫି । ଅଧିକ ପ୍ରୋତ୍ସାହନ ଓ ବଜାର ସୁବିଧା କରିବାକୁ ଦାବି ।
ଭଙ୍ଗା ଦଦରା କ୍ୱାର୍ଟରରେ ପଡ଼ିଛନ୍ତି କର୍ମଚାରୀ । ନୂଆ ସରକାରଙ୍କୁ ସୂତାକଳ ଚଳାଇବାକୁ ନିବେଦନ ।
ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।