• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fake Baba

Vaikunth Dham Ashram
Odisha Kalki Avatar Puja Incident: ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।

ଚର୍ଚ୍ଚାରେ କୁନି ବାବାଙ୍କୁ ନେଇ ଅନୁଗତଙ୍କ ରଚିତ ପୁସ୍ତକ
Fake Baba: ଭକ୍ତି ନାଁରେ ନାବାଳକକୁ ଭଗବାନ ସଜାଇ ଚାଲୁଥିଲା ଭାଣ୍ଡାମୀ, ସାମ୍ନାକୁ ଆସିଲା ଡାଏରୀ !

ରହସ୍ୟ ବଢ଼ାଇଲା ଆଶ୍ରମ ପରିସରରୁ ମିଳିଥିବା ନୀଳ ଡାଏରୀ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଏହି ଘଟଣା ଉପରେ ନଜର ରଖିଛୁ ।

Kalki Avatar Row
Kalki Avatar Row: ବାବା-ଦରବାର-ବିବାଦ: ଆଶ୍ରମ ଭିତରେ ବସୁଥିଲା ଆସର, ସାମ୍ନାକୁ ଆସିଲା ଭିଡିଓ...

ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା ।

ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ
Kalki Avatar Row: ସରକାରୀ ଜମିରେ ରହିଛି ବୈକୁଣ୍ଠଧାମ ଆଶ୍ରମ, ଜିଏ ପକ୍ଷରୁ ମାପଚୁପ ପରେ ସ୍ପଷ୍ଟ କଲେ ସହକାରୀ ନିର୍ଦ୍ଦେଶକ

୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।

ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ
Fake Baba: ନାବାଳକକୁ କିଏ ସଜାଇଲା ଭଗବାନ, ଉଠିଲା ନାନା ପ୍ରଶ୍ନ

ଲୋକେ ତାଲା ଭାଙ୍ଗି ପଶିବା ପରେ ଆଶ୍ରମରେ ଉତ୍ତେଜନା । ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ ।

manohar-mama-bhosale
ବିଶ୍ୱାସରେ ବିଷ : କ୍ୟାନସର ରୋଗୀଙ୍କୁ ବବୁଲ ପତ୍ର ଖୁଆଇ୨.୫ ଲକ୍ଷ ଟଙ୍କା ଲୁଟି ନେଲେ ଭଣ୍ଡବାବା

ଗୁରୁବାର ଦିନ ଭଣ୍ଡବାବା ଚିକିତ୍ସା ନାମରେ ଜଣେ କର୍କଟ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଜଟିବୁଟି ଦେଉଥିବା କହି ଜଣେ କର୍କଟ ରୋଗୀଙ୍କୁ ବବୁଲ ପତ୍ର ଖାଇବାକୁ ଦେଇଥିଲା । ଆଉ ସବୁ ଦିନ ପାଇଁ ରୋଗ ଭଲ ହୋଇଯିବ କହି ତାଙ୍କଠାରୁ ୨.୫ ଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସର ସୂଚନାନୁସାରେ, ମନୋହର ବାବାଙ୍କ ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ ହୋଇଛି ।