• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fake Baba

manohar-mama-bhosale
ବିଶ୍ୱାସରେ ବିଷ : କ୍ୟାନସର ରୋଗୀଙ୍କୁ ବବୁଲ ପତ୍ର ଖୁଆଇ୨.୫ ଲକ୍ଷ ଟଙ୍କା ଲୁଟି ନେଲେ ଭଣ୍ଡବାବା

ଗୁରୁବାର ଦିନ ଭଣ୍ଡବାବା ଚିକିତ୍ସା ନାମରେ ଜଣେ କର୍କଟ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଜଟିବୁଟି ଦେଉଥିବା କହି ଜଣେ କର୍କଟ ରୋଗୀଙ୍କୁ ବବୁଲ ପତ୍ର ଖାଇବାକୁ ଦେଇଥିଲା । ଆଉ ସବୁ ଦିନ ପାଇଁ ରୋଗ ଭଲ ହୋଇଯିବ କହି ତାଙ୍କଠାରୁ ୨.୫ ଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସର ସୂଚନାନୁସାରେ, ମନୋହର ବାବାଙ୍କ ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ ହୋଇଛି ।