OSSSC ପରିଚାଳିତ RI, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଆଜି ସରକାର ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୋଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳିପାରିନି।
କିଡନୀ ସମସ୍ୟା ପଛରେ ଦୂଷିତ ଭୂତଳ ପାନୀୟ ଜଳକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।
ଅଯୋଗ୍ୟ ସଂସ୍ଥାକୁ ଦାୟିତ୍ୱରୁ ହଟାଇ ପୁନଃ ପରୀକ୍ଷା ଦାବି । କାଲି ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୀବ୍ର ହେଲା- "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା ।
ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ ।
ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ ।
ବଦଳିବ ରାଜ୍ୟର ସରକାରୀ କୋଠା ଗୁଡ଼ିକର ରଙ୍ଗ । ସରକାରୀ କୋଠାର ରଙ୍ଗ କମଳା ଓ ନାଲି ରଙ୍ଗ ହେବ ।
ଏହି ଅବସରରେ ଫନୀ ମହାନ୍ତିଙ୍କ ଶ୍ରେଷ୍ଠ କବିତା, ବିଜୟ ମହାପାତ୍ରଙ୍କ ଅଶ୍ରୁ ଅନଳ, ତ୍ରିନାଥ ସିଂହଙ୍କ ଦୁଇଫର୍ଦ୍ଦ ଆକାଶ ଆଦି ଉପନ୍ୟାସ ବି ସାମ୍ନାକୁ ଆସିଥିଲା ।
ଚାଉଳ ପାଇଁ ଜଙ୍ଗଲ ମଝିରେ ଲୋକଙ୍କ ଭିଡ଼ । ପିଲାଠୁ ବୁଢା, ସମସ୍ତେ ଏକାଠି ହୋଇଛନ୍ତି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଜାଗାରେ ।
ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବକବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି।
ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କ ଫଟୋକୁ ବିରୋଧ । ନବୀନଙ୍କ ଫଟୋ ଥିବା ଲିଫଲେଟ ବଣ୍ଟନ ଅଭିଯୋଗ । ବ୍ୟାନରରେ ଶଙ୍ଖ ଚିହ୍ନ ଥିବା ଅଭିଯୋଗ କଲେ ବିଜେପି କର୍ମୀ ।
ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି ଓ ରାଜ୍ୟରେ କଂଗ୍ରେସକୁ ଚଳାଉଛି ବିଜେଡି । ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି ।
କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ । ଶୁଣିଲେ ଦୁଃଖ ଲାଗୁଛି ।
୮୬ ଦିନ ତଳେ ଏକାଧିକ ଯୁବକ ତାଙ୍କୁ ମାଡ ମାରି ଗୁରୁତର କରିଥିଲେ। ଏହାପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଥିଲା ଚିକିତ୍ସା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ହୋଇଛି।
ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ୍ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ।
୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ପିଆଜ ଦେଖିଲେ ଝରୁଛି ଲୁହ। ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ହନ୍ତସନ୍ତ ଖାଉଟି । କୁଆଡ଼େ ଗଲା ଆଳୁ ଓ ପିଆଜ ମିଶନ୍। ଅତ୍ୟାବଶ୍ୟକ ସାମଗ୍ରୀର ଦର କାହିଁକି ହେଉଛି ଆକାଶ ଛୁଆଁ...।
ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମଜି ଛକରେ ପରୀକ୍ଷାର୍ଥୀ ବିକ୍ଷୋଭ କରିଛନ୍ତି।
ସୁଭଦ୍ରା ଯୋଜନାରେ ଆଜି ଆସିବାର ଅଛି ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ଆଜି ଆସିବ ୧ ଟଙ୍କା ।
ନନ୍ଦପୁରର ପ୍ରସିଦ୍ଧ ବତ୍ରୀଶ ସିଂହାସନ, ଏହା ମନ୍ଦିର ନୁହେଁ ଏକ ଶକ୍ତି ପୀଠ। ୩୨ ପାହାଚରେ ରହିଛନ୍ତି ୬୪ ଯୋଗିନୀ। ଆଉ ପୀଠରେ ପୂଜା ପାଆନ୍ତି କନ୍ଧୁଣି ଦେବୀ ଓ କନକ ଦୁର୍ଗା।
ନକ୍ସଲ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ବଡ଼ ବୈଠକ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ବୁର୍ଲା ଭୀମସାରରେ ସଂଘର୍ଷ। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟରେ ୩ ଜଣ ଆହତ ହୋଇଛନ୍ତି।