/odishatv-khabar/media/post_attachments/uploadimage/library/16_9/16_9_0/Panchanga_1730944682.jpg)
Panchanga
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର। ଚନ୍ଦ୍ର- ବୃଷ ନିଶାନ୍ତ ୦୪.୩୧ ଗତେ ମିଥୁନ। ତିଥି- ଦ୍ୱିତୀୟା ରାତ୍ରି ୦୯.୦୬ ଗତେ ତୃତୀୟା। ଘାତଚନ୍ଦ୍ର- ବିଛା ରାଶିର, ନିଶାନ୍ତ ୦୪.୩୧ ଗତେ କନ୍ୟା ରାଶିର। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୦୬ ଗତେ ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ
ପ୍ରାତଃ-୦୬.୪୪ ରୁ ୦୮.୫୬
ଦିବା- ୧୨.୫୪ ରୁ ୦୨.୫୦
ଦିବା-୦୩.୩୪ ରୁ ୦୩.୪୦
ରାତ୍ରି-୦୭.୩୮ ରୁ ୦୯.୨୨
ରାତ୍ରି-୧୧.୫୭ ରୁ ୦୧.୦୯
ରାତ୍ରି-୦୨.୪୬ ରୁ ୦୬.୦୦
ଅଶୁଭ ସମୟ
ରାହୁକାଳ- ଦିବା ୦୩.୪୦ ରୁ ୦୫.୦୨
କାଳବେଳା- ଦିବା ୧୧.୩୧ ରୁ ୧୨.୫୪
ବାରବେଳା- ଦିବା ୧୦.୦୮ ରୁ ୧୧.୩୧
କାଳରାତ୍ରି- ରାତ୍ରି ୦୧.୦୯ ରୁ ୦୨.୪୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)