• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ, ରବିବାର। ତିଥି – ୪ର୍ଥୀ ସନ୍ଧ୍ୟା ୦୫/୦୭ ଗତେ ୫ମୀ ଚନ୍ଦ୍ର   – କର୍କଟ ପ୍ରାତଃ ୦୬/୩୦ ଗତେ ସିଂହ ଘାତ ଚନ୍ଦ୍ର- ପ୍ରାତଃ ୦୬/୩୦ ଗତେ କର୍କଟ ଓ ମକର ରାଶିର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ।   
ଶୁଭ ସମୟ- 
ପ୍ରାତଃ ୦୭/୦୧ ରୁ ୦୯/୩୯ 
ଦିବା ୦୧/୨୯ ରୁ ୦୨/୫୫

ଦିବା ୦୪/୪୦ ରୁ ୦୪/୪୭
ସନ୍ଧ୍ୟା ୦୬/୨୬  ରୁ   ୦୭/୫୨
ରାତ୍ରି  ୧୦/୪୬ ରୁ ୧୨/୫୬

ଅଶୁଭ ସମୟ-
ଋାହୁକାଳ - ଦିବା ୦୪/୪୭ ରୁ ୦୬/୨୬ 
କାଳବେଳା - ଦିବା ୧୧/୫୦ ରୁ ୦୧/୨୯
ବାରବେଳା – ଦିବା ୧୦/୧୨ ରୁ ୧୧/୫୦ 
କାଳରାତ୍ରି - ରାତ୍ରି ୦୧/୧୨ ରୁ ୦୨/୩୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 

ଅଶ୍ୱନୀ – ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ୱାରା ଯାଆସରେ ଅସୁବିଧା ହୋଇପାରେ
ଦ୍ୱିଜା – ଅଯଥା କଥା ଠାରୁ ନିଜକୁ ଦୂରରେ ରଖନ୍ତୁ
କୃତିକା – ପ୍ରଶାସନିକ ସ୍ତରରେ ଅଭିଯୋଗ ଆସିପାରେ
ପ୍ରତିକାର -  ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ: 
କୃତିକା  - ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ
ରୋହିଣୀ – ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହୋଇଯିବ
ମୃଗଶିରା – ବ୍ୟବସାୟ ଲାଗି ଦିନଟି ଲାଭଦାୟକ ରହିବ
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ: 
ମୃଗଶିରା  - ଜମି ସମସ୍ୟା ସମାଧାନ ହେବ
ଆଦ୍ରା -  ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ 
ପୁନର୍ବସୁ – ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ 
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ - ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ 
ପୁଷ୍ୟା – ଚାକିରି ପରିବର୍ତ୍ତନ ପାଇଁ ଦିନଟି ଭଲ 
ଅଶ୍ଳେଷା – ଛାତ୍ରମାନେ ଏକାଗ୍ରତାର ସହ ପାଠପଢାରେ ମନ ଲଗାଇବେ  
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ: 
ମଘା – ଜମିଜମା କାରବାରରେ ଠକାମିରେ ପଡିବେ
ପୂ , ଫାଲଗୁନୀ -  କରଦାତା ମାନଙ୍କର ଚାପ ବୃଦ୍ଧି ପାଇବ
ଉ ,ଫାଲଗୁନୀ – ମହିଳା ମାନେ ନିନ୍ଦିତ ହେବେ 
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା: 
ଉ , ଫାଲଗୁନୀ – ଚାକିରିରେ ନୂଆ ଦାୟିତ୍ୱ ମିଳିବ
ହସ୍ତା – ଅଚାନକ କୌଣସି ପୁରୁଣା ବନ୍ଧୁ ଦେଖାହେବେ
ଚିତ୍ରା – ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ
ପ୍ରତିକାର -  ଶ୍ରୀ ବିଷ୍ଣୁଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା: 
ଚିତ୍ରା – କୌଣସି କାମକୁ ମୂଳରୁ ଆରମ୍ଭ କରିବେ
ସ୍ୱାତୀ –ଆର୍ଥିକ ସ୍ଥିତି ସୁଦୃଢ ହେବା ଯୋଗୁ  ପରିବାରରେ ଶାନ୍ତି ରହିବ
ବିଶାଖା – ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ
ପ୍ରତିକାର – ଶିବ ମନ୍ଦିର ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା: 
ବିଶାଖା – କାର୍ଯ୍ୟକ୍ଷେତ୍ରରେ ଆମଦାନୀ ବୃଦ୍ଧିର ସୁଯୋଗ ପାଇବେ
ଅନୁରାଧା – ଜୀବନସାଥୀଙ୍କ ସହିତ ସମୟ ବିତାଇବେ
ଜ୍ୟେଷ୍ଠା  –  ନୂଆ ବ୍ୟବସାୟ ପାଇଁ ଶୁଭ ଦିନ ରହିବ
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ: 
ମୂଳା – ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି
ପୂ , ଷାଢା – ଇଛାନଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ
ଉ , ଷାଢା – ପରିସ୍ଥିତିରେ ପଡ଼ି ଅନ୍ୟମାନଙ୍କୁ ଭୁଲ ବୁଝିବେ
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର: 
ଉ , ଷାଢା - ପୁରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ 
ଶ୍ରବଣା – ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମ୍ମାନ କରିବେ
ଧନିଷ୍ଠା – ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ: 
ଧନିଷ୍ଠା – ଆପଣଙ୍କ ପରାକ୍ରମ ବଢିବ
ଶତଭିଷା – ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ
ପୂ , ଭାଦ୍ରପଦ – ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ
ପ୍ରତିକାର – ଦକ୍ଷିଣ କାଳୀଙ୍କ ମହାକବଚ ଧାରଣ କରନ୍ତୁ

ମୀନ: 
ପୂ , ଭାଦ୍ରପଦ -  ପୂର୍ବର ଚିନ୍ତା ସମାପ୍ତ ହୋଇଯିବ
ଉ , ଭଦ୍ରପଦ - ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ
ରେବତୀ – ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ 

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)