• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack Scb

Kin of kidney transplant patient urge Union Minister Dharmendra Pradhan to shift him to AIIMS
SCBରେ ଚିକିତ୍ସା ଅବହେଳା ଅଭିଯୋଗ: କିଡ୍‌ନୀ ପ୍ରତିରୋପଣ ରୋଗୀଙ୍କୁ ମିଳୁନି ଆବଶ୍ୟକୀୟ ଚିକିତ୍ସା

ରାଜ୍ୟ ସରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବା ବେଳେ ସେମାନଙ୍କୁ ମେଡିସିନ୍‌ ବି ନକଲି ମିଳୁଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କୁ ଏମ୍ସରେ ଚିକିତ୍ସା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କିଡ୍‌ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ସମ୍ପର୍କୀୟ ଗୁହାରି କରିଛନ୍ତି। 

prisoner escapes from cuttack SCB Medical
କଟକ ବଡ଼ ମେଡିକାଲରୁ ବିରଧୀନ କଏଦୀ ଫେରାର୍

ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ....

Roll Out Of ECMO Machines At Cuttack SCB Hospital Today
ଆଜିଠୁ ଏସସିବିରେ ଇକମୋ ଚିକିତ୍ସା ସେବା

ଏସସିବିରେ ଆଜିଠୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇକମୋ ଚିକିତ୍ସା ସେବା I ୯ଟି ମେସିନର ଉଦଘାଟନ I କଟକ SCB ପୂର୍ବ ଭାରତର ଇକ୍‌ମୋ ହବ୍। ରାଜ୍ୟ ସରକାର ମାଗଣାରେ ଇକ୍‌ମୋ ସେବା ଯୋଗାଇବେ ଓ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ନିଜେ ସୁରକ୍ଷିତ ରହନ୍ତୁ ଓ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ: ମୁଖ୍ୟମନ୍ତ୍ରୀ

cuttack scb medical
SCB କୋଭିଡ୍‌ ହସ୍ପିଟାଲ୍‌ର ଚାରି ମହଲାରୁ ଖସି ପଡ଼ିଲେ ରୋଗୀ

କଟକ SCB କୋଭିଡ୍ ହସ୍ପିଟାଲରେ ପୁଣି ଅଘଟଣ। SCB ମେଡିକାଲ୍‌ର କୋଭିଡ୍‌ ହସ୍ପିଟାଲ୍-୧ର ଚାରି ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି।