ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ ।
ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯାଇ ବନ୍ଧା ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଦାଦନ ଶ୍ରମିକ । ଗତ ଚାରିମାସ ଆଗରୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡ଼ିପଡା ଗ୍ରାମର ୨୫ ଜଣ ଦାଦନ ଶ୍ରମିକଙ୍କୁ ଜଣେ ଦାଦନ ସରଦାର ଯୋଗାଯୋଗ କରିଥିଲେ