• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tehsildar

Mohana
ତହସିଲଦାର ହେବ ତ ଏମିତି !

ମୋହନା ତହସିଲଦାରଙ୍କ ଅଭିନବ ପ୍ରୟାସ। ମୋ ଆଦର୍ଶ ରାଜସ୍ଵ ଗ୍ରାମ ଗଠନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ତହସିଲଦାର । ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପ୍ରଶାସନ ପହଞ୍ଚି ବିଭିନ୍ନ ସମସ୍ୟାର ସମଧାନ ପାଇଁ ମୋ ଆଦର୍ଶ ରାଜସ୍ଵ ଗ୍ରାମ ଅଭିଯାନ ଆରମ୍ଭ କରି ଏବେ ବେଶ ଚର୍ଚ୍ଚାରେ ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ ।

tehsildar, BDO appeals public to donate money
ବାହାନଗା ରେଳ ଦୁର୍ଘଟଣା : ଭିକ ମାଗୁଛନ୍ତି ପ୍ରଶାସକ

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ଓ ଆହତଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ନିମନ୍ତେ ଭିକ୍ଷା ସଂଗ୍ରହ କଲେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି l ଶୋକ ସଭା ସହ ଏକ ନିଆରା ପଦକ୍ଷେପ ନେଲେ କେନ୍ଦ୍ରାପଡ଼ ରାଜନଗରର ସରକାରୀ ଅଧିକାରୀ, ରାଜନେତା ଓ ସଚେତନ ନାଗରିକ

Allegation Against Bolangir Sadar Tehsildar
ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

420 Tahasildar
ବାଡ଼ ଯଦି ଫସଲ ଖାଏ, ଆଉ ତହସିଲଦାର ଯଦି କରନ୍ତି ଜମି ଚୋରି ! ତେବେ କ’ଣ ହେବ ?

ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ ।

Sand Mafia Tries To Mow Down Dasrathpur Tehsildar
ରାଗରେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ମଡ଼ାଇ ଦେଇଥାନ୍ତେ, ହଠାତ୍‌...

ଗାଡ଼ି ମଡ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଗାଡ଼ି ମଡ଼ାଇ ବାଲି ମାଫିଆ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। 

News Fuse - Cyclone Hit Farmers Take On Kendrapara Tehsildar
ଚାଷ ଉଜୁଡି ଯାଇଛି, ଚାଷୀ ଆନ୍ଦୋଳନ କଲେ ବୋଲି ରାଗିଗଲେ ତହସିଲଦାର

ତମ ନେତା କିଏ? ତମେ କାହିଁକି ଆନ୍ଦୋଳନରେ ବସିଛ? ମୋ ପାଖରେ ସମୟ ନାହିଁ, ତମ କଥା ବୁଝିବାକୁ। ରାଗରେ ତମତମ ହୋଇ ଏମିତି ଚାଷୀଙ୍କ ଉପରେ ବର୍ଷିଲେ ତହସିଲଦାର ମ୍ୟାଡମ୍...