• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Snake Bite

ସାପଙ୍କୁ ରୁହ ସତର୍କ
ସାପ କାମୁଡ଼ିଲେ କରିବେ କ'ଣ ?

ବର୍ଷାଦିନରେ ସାପକୁ ସାବଧାନ୍ ! ହୁଏତ ଆପଣଙ୍କ ଶୋଇବା କୋଠରୀରେ ବି ରହିଥାଇପାରେ...ଆପଣଙ୍କ ବିଛଣା କଡ଼ରେ ଛପି ଥାଇପାରେ...ଆପଣଙ୍କ ଜୋତା ଭିତରେ ବି ଲୁଚି ଥାଇପାରେ...।

ସାପଙ୍କୁ ରୁହ ସତର୍କ
Snakebites in Odisha: ସାପକୁ ରୁହ ସତର୍କ, ସର୍ପାଘାତରେ ବର୍ଷକୁ ଯାଉଛି ହଜାରେ ଜୀବନ

ବର୍ଷାଦିନରେ ସାପକୁ ସାବଧାନ୍ ! ହୁଏତ ଆପଣଙ୍କ ଶୋଇବା କୋଠରୀରେ ବି ରହିଥାଇପାରେ...ଆପଣଙ୍କ ବିଛଣା କଡ଼ରେ ଛପି ଥାଇପାରେ...ଆପଣଙ୍କ ଜୋତା ଭିତରେ ବି ଲୁଚି ଥାଇପାରେ...।

Monsoon Snake Surge: What to Do If Bitten — Expert Dr Ranjan Kumar Raj Explains
ସାପ କାମୁଡିଲେ କ'ଣ କରିବେ, ଶୁଣନ୍ତୁ ଡାକ୍ତରଙ୍କଠାରୁ...

ବର୍ଷା ଦିନେ ବୃଦ୍ଧି ପାଏ ସାପ କାମୁଡ଼ା । ତେବେ ଯଦି ସାପ କମୁଡ଼େ ତେବେ କଣ କରିବେ ? ସାପ କାମୁଡ଼ିଥିବା ଲୋକକୁ କେମିତି ନେବେ ଡାକ୍ତରଖାନା ? ଶୁଣନ୍ତୁ ସ୍ନେକ୍ ଏକ୍ସପର୍ଟ ଡାକ୍ତର ରଞ୍ଜନ କୁମାର ରାଜଙ୍କଠାରୁ....

Snake Bites
Snake Bites: ସାପକୁ କିସ୍ କରିବା ପଡିଲା ମହଙ୍ଗା, ଆଇସିୟୁରେ ଭର୍ତ୍ତି

ଜିତେନ୍ଦ୍ର ସାପ ସହ ଭିଡିଓ କରିବା ସମୟରେ ନିଶାରେ ଥିଲେ । ନିଜ ବେକରେ ସାପକୁ ଗୁଡାଇବା ସହ ମୁହଁ ପାଖକୁ ଆଣି କିସ୍ କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

Spiny gourd Leaves which removes snake venom give results in just 5 minutes
Tips and Tricks: ସାପ କାମୁଡି ଦେଲା କି… ଡରନ୍ତୁ ନାହି; ଲଗାନ୍ତୁ ଏହି ପତ୍ର, ୫ ମିନିଟ୍‌ରେ କାମ ଦେବ

ଦୁର୍ଭାଗ୍ୟବଶତଃ ଯଦି ସାପ କାମୁଡ଼େ, ତେବେ ପରିସ୍ଥିତି ଗମ୍ଭୀର ହୋଇଯାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଘରୋଇ ଉପଚାରର ସାହାରା ନିଅନ୍ତି, କିନ୍ତୁ ଏହି ଉପଚାରଗୁଡ଼ିକ ମଧ୍ୟରେ ଏମିତି ଏକ ସାଧାରଣ ଗଛ ଅଛି ଯାହାକୁ ଆୟୁର୍ବେଦଠାରୁ ବୈଜ୍ଞାନିକ ଗବେଷଣା ପର୍ଯ୍ୟନ୍ତ ସ୍ୱୀକୃତି ଦିଆଯାଇଛି - ଏହାର ନାଁ କାଙ୍କଡ।

snake bite
Snake Bite: ଛାତ୍ରକୁ ସାପ କାମୁଡ଼ିବା ଘଟଣା; ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ। ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l

Snake Bite
Snake Bite: ଛାତ୍ରଙ୍କୁ ଆସିଲାନି ପାଠ; ସ୍କୁଲ ଘର ସଫା ପାଇଁ କହିଲେ ଦିଦି; କାମୁଡ଼ିଲା ନାଗ ସାପ

ଗତକାଲି କ୍ଲାସ ରୁମରେ ପିଲା ମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହିପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ।

କାଳ ହେଲା ଆଚାର
Snake Bite Deaths In Odisha: ଆଚାର ଆଣିବାକୁ ଛାତ ଉପରକୁ ଯାଇଥିଲେ, କାମୁଡ଼ି ଦେଲା ସାପ

କବିତା ସନ୍ଧ୍ୟା ସମୟରେ ଖାଦ୍ୟରେ ଆଚାର ଖାଇବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଘର ଛାତ ଉପରେ ରହିଥିବା ଆଚାର ଆଣିବା ପାଇଁ ଯାଇଥିଲେ । କିନ୍ତୁ ଅନ୍ଧାରରେ ଏକ ସାପ ତାଙ୍କ ହାତକୁ କାମୁଡି ଦେଇଥିଲା ।

Woman
ବୋଉ ତୁ ଫେରିଆ ଲୋ ..

ଏ ଭିଡ଼ ଓ କାନ୍ଦ ବୋବାଳିକୁ ଦେଖି ନିସ୍ତବ୍ଧ ପାଲଟି ଯାଇଛନ୍ତି ଦୁଇ ଶିଶୁ । କୁନି କୁନି ଆଖିରେ ତାଙ୍କ ମାଆର ଫେରିବା ବାଟକୁ ଚାହିଁ ରହିଛନ୍ତି । ହେଲେ ସେ ଜାଣି ନାହାନ୍ତି ମାଆ ଆଉ ଫେରିବନି। କାରଣ ସେ ଚାଲିଯାଇଛି ଅଫେରା ରାଇଜକୁ ।

Snake
ଚୋଟ ମାରିବା ପରେ ସାପକୁ ହାତରେ ଧରି ହସ୍ପିଟାଲ୍‌ରେ ପହଞ୍ଚିଲେ ଏହି ବ୍ୟକ୍ତି; ସମସ୍ତେ ଆଶ୍ଚର୍ଯ୍ୟ

ସାପକୁ ସମସ୍ତେ ଭୟ କରନ୍ତି। ଆଉ ବିଷାକ୍ତ ସାପ ହେଲେ ତ କଥା ସରିଲା। ତେବେ ସାପ କାମୁଡ଼ିବା ପରେ ଲୋକ ପ୍ରାୟତଃ ଭୟଭୀତ ହୋଇଯାଆନ୍ତି। କିଛି ଲୋକ ତ ହାର୍ଟ ଆଟାକ୍‌ରେ ପ୍ରାଣ ହରାନ୍ତି। ମାତ୍ର ବିହାରର ଜଣେ ବ୍ୟକ୍ତି ଏମିତି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Man dies after putting cobra's head in his mouth
ପାଟିରେ ରଖିଥିଲେ ନାଗ ସାପ ମୁଣ୍ଡ, ଚାଲିଗଲା ଜୀବନ; ଆଶ୍ଚର୍ଯ୍ୟ କରିବ କାରଣ

ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷୀୟ ଯୁବକ । ରିଲ୍ସ ଭିଡିଓ ପାଇଁ ନାଗ ସାପକୁ ପାଟିରେ ଭର୍ତ୍ତି କରିଥିଲେ ।

snake bite
ଉଜୁଡିଗଲା ପରିବାର; ସାପ କାମୁଡ଼ାରେ ୩ ଭଉଣୀ ମୃତ, ବାପା ଗୁରୁତର

ବଡ଼ ଝିଅର ବୟସ ୧୨ବର୍ଷ ହୋଇଥିବା ବେଳେ ମଝିଆ ଝିଅ ଶୁଭରେଖା ମଲ୍ଲିକର ବୟସ ୧୧ ଓ ସାନଝିଅ ସୁରଭିର ବୟସ ୩ବର୍ଷ ବୋଲି ଜଣାପଡିଛି। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି।

man bitten by snakes 6 times
ରିଲ୍‌ ନୁହେଁ ରିୟଲ୍‌ରେ ଜାନି ଦୁସମନ୍‌; ଖୋଜିଖୋଜି ପ୍ରତି ଶନିବାର କାମୁଡୁଛି ସାପ

ଜୁନ୍‌ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍‌ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍‌ରେ ଆଉଥରେ ସାପ କାମୁଡିଥିଲା।

Snake Bite
ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା: ସାପୁଆକୁ ଧରିଲା ପୋଲିସ୍

ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା । ସାପୁଆକୁ ଧରିଛି ପୋଲିସ୍ । ସାପୁଆ ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି ।

Snake Bite
ସାପ ଲଗାଇ ପତ୍ନୀ-ଝିଅକୁ ହତ୍ୟା ମାମଲା; ସ୍କାନରରେ ସାପୁଆ, ଭୟଙ୍କର ହତ୍ୟା ଷଡ଼ଯନ୍ତ୍ର ସନ୍ଦେହରେ ଛାନଭିନ୍

ରେକର୍ଡ ହେଲା ୧୬୪ ଧାରାରେ ବୟାନ । ସାପକୁ ଅସ୍ତ୍ର ଭାବେ ବ୍ୟବହାର ଘଟଣାରେ ପିସିସିଏଫ୍‌ଙ୍କ ତଦନ୍ତ ନିର୍ଦ୍ଦେଶ ।

Snake Venom
ସାପ ଗରଳ ପିଇଲେ ନିଶା, ହେଲେ ଏହା ସମ୍ଭବ କେମିତି ?   

ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ?

Snake bite awareness programme
ସାପ କାମୁଡିଲେ ଏମିତି କରନ୍ତୁ, ବଞ୍ଚିଯିବ ଜୀବନ

ଯଦି କେବେ କାହାକୁ ସାପ କାମୁଡେ. ତେବେ ରୋଗୀକୁ ଚଲା ବୁଲା ନ କରାଇ, ସାପ କାମୁଡ଼ିଥିବା ଅଙ୍ଗରେ ଥିବା ଚୁଡି ମୁଦି ଆଦି ଖୋଲି ଦିଅନ୍ତୁ । କ୍ରେପ ବ୍ୟାଣ୍ଡେଜ୍ କିମ୍ବା ଗାମୁଛା ଦ୍ଵାରା ହାତ ବା ଗୋଡକୁ କ୍ଷତ ସ୍ଥାନର ଉପରକୁ ଗୁଡ଼େଇ ଗୁଡ଼େଇ ଏମିତି ବାନ୍ଧିବାକୁ ହୁଏ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମକଡ୍ରିଲ୍ କରାଇ ଶିଖାଇଲେ ସ୍ନେକ ହେଲ୍ପଲାଇନ ସଂପାଦକ ଶୁଭେନ୍ଦୁ ମଲ୍ଲିକ

Snake Bite
ଆତଙ୍କ ଖେଳାଉଛି ସାପ; ୫ ବର୍ଷରେ ଗଲାଣି ୪୪୭୭ ଜୀବନ

ବର୍ଷା ଦିନ, ବଢ଼ି ପାଣିରେ ମାଳ ମାଳ ହୋଇ ବୁଲୁଛନ୍ତି ସାପ । ଲୋକଙ୍କୁ ଦଂଶୁଛନ୍ତି, ଅକାଳରେ ପ୍ରାଣ ନାଶୁଛନ୍ତି ।

Snake Bite
ବଢ଼ିଲା ସର୍ପ ଦଂଶନ ଟେନସନ୍ ! ଗୋଟିଏ ଦିନରେ ୫ ମୃତ

ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ ।

Snake bite
ଶୋଇଥିବା ବେଳେ କାମୁଡ଼ିଲା ସାପ, ୨ ଭାଇ ମୃତ

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା । ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ସୂଚନା । ତେବେ ସାପ କାମୁଡ଼ାରୁ ରକ୍ଷା ପାଇବା ପାଇଁ କ’ଣ କରିବେ, ଜାଣନ୍ତୁ...।

Snake bite victim reaches hospital carrying reptile in Basudevpur
ସାପକୁ ଧରି ମେଡିକାଲରେ ପହଞ୍ଚିଲେ ମହିଳା ରୋଗୀ

ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

Snake bite
ଚୋଟ ମାରିଲା ବିଷାକ୍ତ ସାପ ! ହସ୍ପିଟାଲ ନଯାଇ ପରୀକ୍ଷା ଦେବାକୁ ଗଲେ ଛାତ୍ରୀ

ସାପ କାମୁଡ଼ିବା ପରେ ବି ପରୀକ୍ଷା ଦେବାକୁ ଗଲେ ଛାତ୍ରୀ।

snake bite
ଜ୍ୟୋତିଷ କଥାରେ ସାପ ସାମ୍ନାରେ ଜିଭ ଦେଖାଇଲେ ଚାଷୀ ! ଏମିତି ଜାଗାରେ ଚୋଟ ମାରିଲା . . .

ସତ ହୋଇଗଲା ସ୍ୱପ୍ନ । ସାପ ସାମ୍ନାରେ କୃଷକ ଜିଭ ଦେଖାଇ . .

snake bite
ଖେଳନା ଭାବି ଧରିବା ପରେ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା କୁନି ଝିଅର ଜୀବନ

ଖେଳୁ ଖେଳୁ କିଏ ଜାଣିଥିଲା କି ଚାଲିଯିବ କୁନି ଝିଅର ଜୀବନ...

Snake Bite Treatment
ସାପ କାମୁଡ଼ିଲେ ଡାକ୍ତରଖାନା ନୁହେଁ, ଶିବ ମନ୍ଦିର ଯାଉଛନ୍ତି ଲୋକେ

ଆଜି ବି ସମାଜରୁ ହଟିନି ଅନ୍ଧବିଶ୍ୱାସ । ନାବାଳକକୁ ସାପ କାମୁଡିବାରୁ ଗୁଣିଗାରେଡିର ନେଲେ ସାହାରା ।