ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି ।
ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।
ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଲା ପୋଲିସ । ତଥାପି ମିଳିଲାନି ପ୍ରମାଣ ।
କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି ।
କଡ଼ା ଆଣ୍ଟି ରାଗିଂ ଆଇନ୍ ଆଣିବାକୁ ତେଜିଲା ଦାବି ।
ସିବିଆଇ ତଦନ୍ତ ଦାବିରେ ବିଧାନସଭାରେ ହୋ-ହାଲ୍ଲା । କାହିଁକି ଚିହ୍ନଟ ହୋଇପାରୁନାହାନ୍ତି ୩ ସିନିୟର ?
ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନର ଧାରଣା । ଗେଟ୍ ଆଗରେ ଧାରଣାରେ ବସିଲେ ନବ ନିର୍ମାଣ ଛାତ୍ର ସଂଗଠନ ।
ରୁଚିକା ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟୁଇଟ୍ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।