• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gundicha Temple

Gundicha
ବନ୍ଦ ପଡ଼ିଛି ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର।

Rath Jatra
ଦିନକ ପରେ ବାହୁଡ଼ା; ବିଳମ୍ବର ଘଟୁନି ଅନ୍ତ, କେମିତି ସୁରୁଖୁରେ ବାହୁଡ଼ିବେ ଶ୍ରୀଜିଉ

ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । କିନ୍ତୁ, କ୍ରମାଗତ ବିଭ୍ରାଟ ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବର ଘଟୁନି ଅନ୍ତ । କେତେବେଳେ ସକାଳ ଧୂପ ମଧ୍ୟାହ୍ନରେ ତ ଆଉ କେତେବେଳେ ମଧ୍ୟାହ୍ନ ଧୂପ ରାତିରେ ହେଉଛି ।

All Three Chariots At Maa Gundicha Temple
ଶରଧାବାଲିରେ ତିନିରଥ; ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।

Fire breaks out
ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।

Gundicha Temple
କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ? ଜଗାର ଜନ୍ମବେଦୀକୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର ? କେବେ ଜଗାର ଜନ୍ମବେଦୀର ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ?

aadapa Abadha
ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ରଥଯାତ୍ରା । ଭକ୍ତଙ୍କ ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ । ଗତକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ ହେଇଥିବାବେଳେ ଆଜି ଭକ୍ତଙ୍କ ପାଇଁ ବାହାରିଛି ଆଡ଼ପ ଅବଢ଼ା ।

Ratha Jatra
ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ?

ପାଖେଇ ଆସୁଛି ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ ଶ୍ରୀଜିଉ । ତେବେ ତା’ପୂର୍ବରୁ ସରିପାରିବ ତ ଗୁଣ୍ଡିଚା ମନ୍ଦିରର ଦୁର୍ବଳ ନାଟମଣ୍ଡପ ମରାମତି କାମ ।

Ratha Jatra
ରଥଯାତ୍ରା ଆଗରୁ ସରିବ ତ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ କାମ ?

ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି ।

 'Adapa Abhada'
ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ତିନି ଠାକୁର...ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା...

Damaged Ratha Chaka
ରଥ ଚକରେ ଲାଗି ଗଲାଣି ଉଇ ! ଭାଇରାଲ ହେଲା ଫଟୋ

ଗୁଣ୍ଡିଚା ମନ୍ଦିରରେ ଥିବା ରଥ ଚକରେ ଲାଗି ଗଲାଣି ଉଇ । ଏହିଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,ହେଲେ ଏହା କେବେକାର ଫଟୋ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଜଣା ପଡିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତର ଦାବି ହୋଇଛି । ଏପଟେ ରଥ ଚକ ବିଭିନ୍ନ ଅନୁଷ୍ଠାନକୁ ଦାନ କରାଯାଉ ନଚେତ୍ କୋଠଭୋଗ ପାଇଁ କାଠର ଆବଶ୍ୟକତା ଥିବାରୁ ତାହା ପୁରଣ କରାଯାଉ ବୋଲି ଦାବି ହୋଇଛି ।