• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 04 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

କେତେ ବିପଜ୍ଜନକ ବ୍ରେକ୍‌ଡ୍ୟାନ୍ସ ଦୋଳି ? କୋଟପାଡ଼ରେ ୧୩ ବର୍ଷିୟା ଛାତ୍ରୀର ମୃତ୍ୟୁ

ମୀନା ବଜାରରେ ପଡୁଥିବା ଦୋଳିର ଯାଞ୍ଚ ହେଉଛି ତ ? ରାଜ୍ୟରେ ବେଧଡକ ଚାଲିଛି ବିପଦପୂର୍ଣ୍ଣ ଦୋଳି । More
  • Satyendu Shekher Mishra
  • 2 years ago

ରୁଚିକାଙ୍କୁ ନ୍ୟାୟ ଦାବିରେ ତେଜୁଛି ଆନ୍ଦୋଳନ, ଧାରଣାରେ ବସିଛନ୍ତି ପରିବାର ଓ ଛାତ୍ର ସଂଗଠନ

ସିବିଆଇ ତଦନ୍ତ ଦାବିରେ ବିଧାନସଭାରେ ହୋ-ହାଲ୍ଲା । କାହିଁକି ଚିହ୍ନଟ ହୋଇପାରୁନାହାନ୍ତି ୩ ସିନିୟର ? More
  • Satyendu Shekher Mishra
  • 2 years ago

ଓଡ଼ିଶାରେ କେତେ ସୁରକ୍ଷିତ ନାରୀ ? ୮ରୁ ଅଧିକ ମହିଳା ଓ ପାଖାପାଖି ୫ ନାବାଳିକା ଦୁଷ୍କର୍ମର ଶିକାର

୩ ବର୍ଷରେ ନିଖୋଜ ୨୫ ହଜାର ୯୭୩ ମହିଳା । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ତଥ୍ୟରେ ବର୍ଷିଲେ ବିରୋଧୀ । More
  • Otv Khabar Bureau
  • 2 years ago

5 T ସ୍କୁଲ ଛାତରୁ ପ୍ଲାଷ୍ଟର ପଡ଼ି ବିଦ୍ୟାର୍ଥୀ ସମେତ ଅଭିଭାବକ ଆହତ

ସ୍କୁଲ ଛାତର ପ୍ଲାଷ୍ଟର ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ। ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଭାବକଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। More
  • Otv Khabar Bureau
  • 2 years ago

ଦିନକ ପରେ ଭାଗ୍ୟ ପରୀକ୍ଷା, ଦୁଇ ବର୍ଷ ପରେ ଆଶାନୁରୂପ ଫଳାଫଳ ଆଶାରେ ପରୀକ୍ଷାର୍ଥୀ

ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ ।  More
  • Otv Khabar Bureau
  • 2 years ago

ତାଳଧ୍ୱଜ ଓ ଦର୍ପଦଳନ ରଥରେ ଫାଟ, ଏପଟେ ରଥ କାଠ ଅଭାବ ନେଇ ଗଜପତିଙ୍କ ଚିନ୍ତା

ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ । ଫାଟିଛି ଦର୍ପଦଳନ ରଥର ବଡ଼ଉଛୁଳା ଚକ । ରଥନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଆଜି ଯାଞ୍ଚବେଳେ ଜଳ ଜଳ ଦିଶିଥିଲା ବଡ଼ଠାକୁର ବଳବଦ୍ରଙ୍କ ରଥ ଚକରେ ଫାଟ ।  More
  • Satyendu Shekher Mishra
  • 2 years ago

ବର୍ଷାଙ୍କୁ ଗୀତା ଉପହାର ଦେଲେ ଅନୁଭବ, କହିଲେ ଶାନ୍ତିରେ ରୁହ ଶାନ୍ତିରେ ରହିବାକୁ ଦିଅ

ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ଦେଇଛନ୍ତି ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ । More
  • Satyendu Shekher Mishra
  • 2 years ago

୩ ବର୍ଷରେ ରାଜ୍ୟରୁ ପ୍ରାୟ ୨୬ ହଜାର ମହିଳା ଗାୟବ

୩ ବର୍ଷ ଭିତରେ ୨୫୯୭୩ ମହିଳା ନିଖୋଜ ହୋଇଛନ୍ତି । ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି । More
  • Satyendu Shekher Mishra
  • 2 years ago

କୋର୍ଟରେ ଅନୁଭବଙ୍କୁ ଜେରା କଲେ ବର୍ଷାଙ୍କ ଓକିଲ

ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ । More
  • Satyendu Shekher Mishra
  • 2 years ago

ବର୍ମନ୍ତୁଦ ଦୁର୍ଘଟଣା ! ବାଇକ୍‌ରେ ଯାଉଥିଲେ ୫, ଚାଲିଗଲା ୪ ଜଣଙ୍କ ଜୀବନ

କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍‌ । ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା । More
  • Satyendu Shekher Mishra
  • 2 years ago

ଅସରାଏ ବର୍ଷାରେ ବେହାଲ ହେଲା ରାଜଧାନୀ, ଯୁଆଡ଼େ ଦେଖିବ ଖାଲି ପାଣି

ଆସନ୍ତା କିଛି ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ । ଏବେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ତେଣୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । More
  • Otv Khabar Bureau
  • 2 years ago

କୋରାପୁଟ ବନବିଭାଗର ନିଆରା ପ୍ରୟାସ, ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ

ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ । More
  • Pramod Behera
  • 2 years ago

ଟୁଙ୍ଗୁରୁ ଭୋଳକୁ କିଏ କଲା ଫେମସ୍; ମିଡିଆ ନା ଜନତା

ଏବେ ସମସ୍ତଙ୍କ ମୁହଁରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାର ପ୍ରେମ କାହାଣୀ। ସୋସିଆଲ୍ ମିଡିଆ ଖୋଲୁ ଖୋଲୁ ଆଖି ସାମ୍ନାକୁ ଚାଲିଆସୁଛି ଟୁଙ୍ଗୁରୁ ଭୋଳ ଭିଡିଓ। ଏହାକୁ ନେଇ ତିଆରି ହେଉଛି କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଆଲବମ୍। ଅତି ସାଧାରଣ ବ୍ୟକ୍ତି ହୋଇଥିବା ବେଳେ କିଏ କଲା ଏମାନଙ୍କୁ ଏତେ ପ୍ରସିଦ୍ଧ। ସମସ୍ତେ ମିଡିଆବାଲାଙ୍କୁ ଦାୟୀ କରୁଥିବା ବେଳେ ପ୍ରକୃତ କଥା କ’ଣ ଆସନ୍ତୁ ଜାଣିବା। More
  • Rajalaxmi Sahoo
  • 2 years ago

ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେ ସମ୍ପୃକ୍ତ

ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସମ୍ପୃକ୍ତି ଥିଲା।  ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିଛି। More
  • Rajalaxmi Sahoo
  • 2 years ago

ଓଡ଼ିଶାରେ ବଢ଼ି ଚାଲିଛି ଦୁଷ୍କର୍ମ ମାମଲା: ୩ ବର୍ଷରେ ୧୫,୦୦୦ କେସ୍‌

୩ ବର୍ଷରେ ୧୫,୦୦୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ସେହିପରି ୫, ୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ମଧ୍ୟ ସାମ୍ନାକୁ ଆସିଛି। More
  • Otv Khabar Bureau
  • 2 years ago

ଖୁବ୍‌ଶୀଘ୍ର ବାହାରିବ ମାଟ୍ରିକ ରେଜଲ୍ଟ

ଖୁବ୍‌ଶୀଘ୍ର ମାଟ୍ରିକ ରେଜଲ୍ଟ... ଜାଣନ୍ତୁ କେବେ ପ୍ରକାଶ ପାଇବ... More
  • Otv Khabar Bureau
  • 2 years ago

ଚିନ୍ତା ବଢ଼ାଇଲା ନିମ୍ନମାନର ଧାନ ବିହନ; ଗଜା ହେଲାନି ସରକାରୀ ବିହନ

ଭେଜାଲ ବିହନ ଯୋଗୁଁ କ୍ଷତିରେ ପଡ଼ିଲେ ଚାଷୀ... More
  • Rajalaxmi Sahoo
  • 2 years ago

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବର୍ଷା ସମ୍ଭାବନା...

ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  More
  • Otv Khabar Bureau
  • 2 years ago

ଭଦ୍ରକରେ ଚାଞ୍ଚଲ୍ୟ: ବାହାଘର ଭୋଜି ବେଳେ ଯୁବକଙ୍କୁ ପିଟି ପିଟି ହତ୍ୟା !

ବିବାହ ଭୋଜିରେ ଅଭାବନୀୟ ଘଟଣା । ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ... More
  • Rajalaxmi Sahoo
  • 2 years ago

ବଢ଼ୁଛି କୋଭିଡ୍‌ ସଂକ୍ରମଣ, ବଢ଼ିଲା ଟେଷ୍ଟିଂ...

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି। ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି। More
  • Otv Khabar Bureau
  • 2 years ago

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଗୁପ୍ତ ନୀତି ପାଇଁ ଆଜି ୪ ଘଣ୍ଟା ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ । More
  • Otv Khabar Bureau
  • 2 years ago

ଆଜିଠୁ ଓଜେଇଇ; କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେବ ପରୀକ୍ଷା

ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ । କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ପରୀକ୍ଷା... More
  • Rajalaxmi Sahoo
  • 2 years ago

‘ମୋ ଝିଅକୁ ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବି’

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ସୁଇସାଇଡ୍ ନୋଟ୍‌ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।  More
  • Otv Khabar Bureau
  • 2 years ago

ଦୁର୍ଘଟଣା ପରେ ଜଳିଗଲା ବସ୍

ଦୁର୍ଘଟଣା ପରେ ଜଳିଗଲା ଜଳିଗଲା ଯାତ୍ରୀବାହୀ ବସ୍... More
  • Otv Khabar Bureau
  • 2 years ago

ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ, କିଏ କରିବ ସମାଧାନ ?

ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ । More
  • Otv Khabar Bureau
  • 2 years ago

ଭୋଟ ପାଇଁ ସରକାରଙ୍କ କାରସାଦି ! ବଜେଟ୍‌ରେ ଫ୍ଲାଗସିପ୍ ଯୋଜନାକୁ ଫୋକସ୍‌

ରାଜ୍ୟ ବଜେଟ ଫୋକସ୍‌ରେ ୨୦୨୪ ନିର୍ବାଚନ ଭୋଟରଙ୍କୁ ଆକୃଷ୍ଠ ଲାଗି କେତେକ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ । More
  • Satyendu Shekher Mishra
  • 2 years ago

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା, CBI ତଦନ୍ତ ଦାବି କଲେ ରୁଚିକାଙ୍କ ବାପା

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନର ଧାରଣା । ଗେଟ୍ ଆଗରେ ଧାରଣାରେ ବସିଲେ ନବ ନିର୍ମାଣ ଛାତ୍ର ସଂଗଠନ । More
  • Otv Khabar Bureau
  • 2 years ago

ମହାମାରୀ କରୋନାର ଲମ୍ବଡିଆଁ; ମାସ ଶେଷ ସୁଦ୍ଧା ରାଜ୍ୟରେ ପିକ୍‌ ଛୁଇଁବ ସଂକ୍ରମଣ

ରାଜ୍ୟରେ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧା ଓ କଟକରୁ ଦୈନିକ ସଂକ୍ରମଣର ୭୦% ଚିହ୍ନଟ । More
  • Satyendu Shekher Mishra
  • 2 years ago

ବିଜେବି ଛାତ୍ରୀ ଆତ୍ମହତ୍ୟାକୁ ନେଇ ବଢୁଛି ସସ୍‌ପେନ୍ସ, ସୁଇସାଇଡ୍ ନୋଟ୍‌ରେ ଥିବା ୩ ସିନିୟର କିଏ ?

ରୁଚିକା ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟୁଇଟ୍ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ । More