• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

48th Junior National Aquatic Championship Kick Starts In Bhubaneswar
ଜାତୀୟ ଜୁନିୟର ଆକ୍ୱାଟିକ ଚାମ୍ପିଅନସିପ ଆରମ୍ଭ: ପରାକ୍ରମ ଦେଖାଉଛନ୍ତି ସନ୍ତରଣକାରୀ

ଭୁବନେଶର ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଜାତୀୟ ଜୁନିୟର ଆକ୍ୱାଟିକ ଚାମ୍ପିଅନସିପ ଆରମ୍ଭ ...

IMD issues yellow warning to 10 districts for heavy rain
ପାଣିପାଗ ବିଭାଗର ସତର୍କ ସୂଚନା: ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ !

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା । ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି...

NEET 2022
NEET 2022: ସାରା ଦେଶରୁ ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ

ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା: ନିଟ୍ ପାଇଁ ଓଡିଶାରେ ୨୪ ପରୀକ୍ଷା କେନ୍ଦ୍ର

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 17 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 17 July 2022
Pregnant Lady Carried Across in a rope
ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ

ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ

Heavy Rainfall
କୂଳ ଲଂଘୁଛି ସମୁଦ୍ର: ଗାଁ ଲୋକଙ୍କୁ ଘାରିଲାଣି ଜୁଆର ମାଡ଼ିଆସିବାର ଭୟ

ନଈ କୂଳରେ ଥିବା ଜଙ୍ଗଲ ଓ ଶହ ଶହ ଏକର ଚାଷଜମିରେ ବି ପାଣି ମାଡ଼ିଯାଇଛି।

  • Saturday, 16 July 2022
People queue up at vaccination centre in Odisha
ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼: ମିଳୁନି ଚାହିଦା ମୁତାବକ ଟିକା, ବଢ଼ୁଛି ଜନ ଅସନ୍ତୋଷ

ମାଗଣା ପ୍ରିକସନ୍ ଡୋଜ୍ ଘୋଷଣା ପରେ ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼....

Special story
ମୋଟୁକୁ ଗୋଦାବରୀର ପଛୁଆ ପାଣି ବିପଦ: ୩୬ ବର୍ଷର ରେକର୍ଡ ଭାଙ୍ଗି ବନ୍ୟାପାଣି ପ୍ରବାହିତ ହେବାରୁ ଜଳପ୍ରଳୟ

ଭୟଙ୍କର ସ୍ଥିତି...ବୁଡ଼ିଯାଇଛି ବାସଘର...କ୍ଷେତରେ ମାଡ଼ିଯାଇଛି ବନ୍ୟା ପାଣି । ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି ।

Electric Bus Begins Trial Run In Bhubaneswar
ଏଣିକି ରାଜଧାନୀରେ ଗଡିବ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍

ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍‌ ବସ୍...

Special story
ଶ୍ରାବଣ ମାସରେ ଅଲୌକିକ ଘଟଣା : ଶିବଲିଙ୍ଗରୁ ଝରୁଛି କ୍ଷୀର

କ୍ଷୀର ବାହାରିବାର କାରଣ ଜଣାପଡ଼ିନଥିବା ବେଳେ, ବାବା ଭୋଳାନାଥଙ୍କ ଏହା ଏକ ଲୀଳା ବୋଲି କହୁଛନ୍ତି ଭକ୍ତ

IIC snigdharani Suna
ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ

ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

BMC asks owners of business establishments to put up no mask no goods' signages
ଏଣିକି ମାସ୍କ ନପିନ୍ଧିଲେ ଜିନିଷ ମନା

ମାସ୍କ କଟକଣା କଡ଼ା ପାଇଁ ଆଉ ଏକ ପଦକ୍ଷେପ ନେଲା ବିଏମ୍‌ସି ।

Special story
‘ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଜାଣିଶୁଣି ଗିରଫ କରୁନି ପୋଲିସ୍‌’

ବିଜୟ ଶଙ୍କର ଖୋଲାମେଲାରେ ବୁଲୁଥିଲେ ମଧ୍ୟ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କରୁନଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା ଅଭିଯୋଗ କରିଛନ୍ତି ।

Covid Guidlines for Bol Bom Devotees
‘କାଉଡିଆମାନେ ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଚାଲନ୍ତୁ’

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ନେଇ କାଉଡିଆମାନଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ....

Husband Alligation
'ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍‌ କୁଆଡ଼େ ସୁନା ମାଡାମଙ୍କ ପ୍ରେମିକ'

ସାମ୍ନାକୁ ଆସିଲା ଲେଡି ପୋଲିସଙ୍କ ପ୍ରେମ କାହାଣୀ। ସେଦିନ ଦୁର୍ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭର କାଳେ ତାଙ୍କ ପ୍ରେମିକ। ଲେଡି ଇନ୍ସପେକ୍ଟରଙ୍କ ସ୍ୱାମୀ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ରାଉରକେଲାରୁ ଫେରିବା ବେଳେ ଘରେ ଯାହା ଦେଖିଥିଲି କହିବା ମୁସ୍କିଲ। ସେପଟେ ଡ୍ରାଇଭର ମାଡାମଙ୍କ ପ୍ରେମିକ ହୋଇଥିବାରୁ ତାଙ୍କ ଉପରେ ହେଉନି କଡ଼ା କାର୍ଯ୍ୟାନୁଷ୍ଠାନ? ସେପଟେ ମାଡାମଙ୍କୁ କାହିଁକି ଘଂଟ ଘୋଡାଉଛି ପୋଲିସ? ସେନେଇ ଉଠିଲା ପ୍ରଶ୍ନ..

Gold, silver rates hiked in Odisha: Check latest rates of precious metals in twin cities
ଜାଣନ୍ତୁ ଆଜିର ସୁନା-ରୂପା ଦର....

ବଢ଼ିଲା ରୂପା ଦର, ହେଲେ କେତେ ?

Child
ହୃଦୟ ବିଦାରକ ! ମନ୍ତ୍ରୀ କହିଲେ, ରାଜ୍ୟରେ ୩୯୩ ଶିଶୁ ରାସ୍ତା କଡ଼ରେ କାଟୁଛନ୍ତି ଜୀବନ

 ଏକ ପ୍ରଶ୍ନର ଉତ୍ତର ରଖି ମତ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ।

Dr Sagar Pradhan
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ

ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଠା ପାଇଁ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ ନାମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ୨୦୨୨ ରେ ସ୍ଥାନ ପାଇଛନ୍ତି ।

Alert To Twin City
କଟକ ଓ ଭୁବନେଶ୍ୱରବାସୀଙ୍କୁ ଆଲର୍ଟ, କାମ ନଥିଲେ ବାହାରନ୍ତୁ ନାହିଁ

ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରକୁ ଆଲର୍ଟ ଜାରି କରାଯାଇଛି। କାମ ନଥିଲେ ଘର ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। 

ratna bhandar
ପୁଣି ବିଧାନସଭାରେ ରତ୍ନ ଭଣ୍ଡାର ତାତି, ମନ୍ତ୍ରୀ କହିଲେ ପ୍ରସ୍ତାବ ଆସିଲେ ବିଚାର କରିବା

ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ପୂର୍ବରୁ କରିଥିଲେ ଅପିଲ୍ ।

Patakura
ତାତ୍ସଲ୍ୟ ସହିନପାରି ଆତ୍ମହତ୍ୟା ! ଝିଅର ମୃତଦେହ ରଖି ନ୍ୟାୟ ମାଗୁଛନ୍ତି ବାପା-ମାଆ

ମାଡ଼ ମାରିବା ସହ ମାନସିକ ନିର୍ଯାତନା ଅଭିଯୋଗ । ଅଭିଯୋଗ ପରେ ବି ପୋଲିସ କାଯର୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ।

Admission
ପାସ୍‌ ହାର ସିନା ବଢ଼ିଲା, ହେଲେ ଏବେ ମେଧାବୀଙ୍କୁ ମନପସନ୍ଦର କଲେଜରେ ମିଳିବ ତ ସିଟ୍ ?

ବିଜେବି, ରମାଦେବୀ, ରେଭେନ୍‌ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।

Booster Dose
ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା, ଡାକ୍ତରଙ୍କୁ ତାଲା ପକାଇଦେଲେ

ଅଫଲାଇନ୍‌ରେ ଟିକା ମିଳୁନଥିବା ଅଭିଯୋଗ । ମେଡିକାଲ୍ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ ।

Again Daily Covid-19 Count Breaches 1000 Mark In Odisha
ଓଡ଼ିଶାରେ ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍ ୪୪୧ ରହିଛି।