• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India Book Of Records

Odisha boy
୨ ବର୍ଷର ବିସ୍ମୟ ବାଳକ ହାତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ପ୍ରମାଣ ପତ୍ର, ମେଡାଲ

କୁନି ପୁଅ ହାତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ 2022ର ପ୍ରମାଣ ପତ୍ର ଆଉ ମେଡାଲ । ବୟସ ମାତ୍ର 2 ବର୍ଷ ହେଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ । ପୁଅ ତେଯାଂଶୁ ପାଇଁ ଆଜି କେବଳ ବାପା-ମା ନୁହଁନ୍ତି ଭବାନୀପାଟଣା ତଥା କଳାହାଣ୍ଡି ଜିଲ୍ଲା ଗର୍ବିତ ....

Dr Sagar Pradhan
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ

ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଠା ପାଇଁ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ ନାମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ୨୦୨୨ ରେ ସ୍ଥାନ ପାଇଛନ୍ତି ।

India Book Of Records
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ୩ ବର୍ଷର ବିସ୍ମୟ ବାଳକ

ପାଟି ଠିକ୍ ସେ ଖୋଲି ନଥିଲେବି ପ୍ରଖର ବୁଦ୍ଧି ସମସ୍ତଙ୍କୁ କରୁଛି ଚକିତ।

aditi
ପ୍ରଖର ସ୍ମୃତି ଶକ୍ତିର ଅଧିକାରୀ ଅଦିତି : କୁନି ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପାଇଲେ ସ୍ଥାନ

ମାତ୍ର ୨ବର୍ଷ ଆଠ ମାସରେ ଅଦିତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ।

Angul Boy Enters India Book Of Records For His Amazing Skills
୩୪ ସେକେଣ୍ଡରେ ଶହେରୁ ୧ ଯାଏ ଓଲଟା ଗଣନା କରି ଇଣ୍ଡିଆ ବୁକ୍ ରେକର୍ଡସରେ ବିସ୍ମୟ ବାଳକ

ମାତ୍ର ୩୪ ସେକେଣ୍ଡରେ ଶହେରୁ ଏକ ଯାଏ ଓଲଟା ଗଣନା । ଅନ୍‌ଲାଇନ୍‌ରେ ହୋଇଥିବା ଏହି ପ୍ରତିଯୋଗିତାରେ ଅନୁଗୁଳର ୭ ବର୍ଷର ଆଶୀର୍ବାଦ ରେକର୍ଡ କରିଛନ୍ତି । ଏହି ବିସ୍ମୟ ବାଳକଙ୍କୁ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍‌ରେ ସ୍ଥାନ ମିଳିଛି ।

Cuttack
ଅଦରକାରୀ ଜିନିଷରେ ଶ୍ରୀଜଗନ୍ନାଥଙ୍କ ଠାରୁ ପ୍ରଭୁ କେଦାରନାଥଙ୍କ ପ୍ରତିମୂର୍ତ୍ତୀ

ଅଦରକାରୀ ଜିନିଷରୁ ବି ହୋଇପାରୁଛି ସୁନ୍ଦର ସୁନ୍ଦର କଳାକୃତୀ। ଯେଉଁ ଜିନିଷକୁ ଅଦରକାରୀ ଭାବି ଆମେ ଡଷ୍ଟବିନରେ ଫୋପାଡି ଦେଉ, ତାକୁ ନେଇ ସୃଜନଶୀଳତା ଦେଖାଇଛନ୍ତି କଟକର ଜଣେ ଛାତ୍ର। ନାଁ ତାଙ୍କର ସ୍ମୃତିରଂଜନ ମହାନ୍ତି। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି କେଦାରନାଥ ମନ୍ଦିରର ମଡେଲ କରିପାରିଛନ୍ତି ସ୍ମୃତିରଂଜନ।

India Book Of Records
୪ ବର୍ଷ ୧୧ ମାସରେ ଇଣ୍ଡିଆ ରେକର୍ଡ

କୁନି ଝିଅଟିଏ। ପାଟିକୁ ଠିକରେ କଥା ଆସୁନି। କିନ୍ତୁ ସେ କରିଛି ଇଣ୍ଡିଆ ରେକର୍ଡ। ଆସନ୍ତୁ ଭେଟିବା ଭଦ୍ରକ ଜିଲ୍ଲା ବାସୁଦେବପୁରର ଏଇ କୁନି ଝିଅଟିକୁ।

bhanvi
ହିନ୍ଦି ଓ ଇଂରାଜୀରେ ୮୦ଟି ରାଇମ୍ସ ଗାଇଲେ ଭାନଭି ! ଇଣ୍ଡିଆ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ

ଭଦ୍ରକ ଜିଲ୍ଲାର ଭାନଭି ଭାବ୍ୟାଂଶିଖା । ସାବରଙ୍ଗ ଥାନା ଆଟୋ ଗ୍ରାମର ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ କନ୍ୟା ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ.କେଜି ଛାତ୍ରୀ । ବୟସ ୪ ବର୍ଷ ମାସ ।

dhenkanal
ରେକର୍ଡ ଭାଙ୍ଗିଲେ ଢ଼େଙ୍କାନାଳ ଝିଅ : ମାତ୍ର ୧୮ ସେକେଣ୍ଡରେ ପିରିୟଡିକ ଟେବୁଲର ୧୧୮ମୌଳିକର ନାଁ କହିଲେ ଶର୍ମିଷ୍ଠା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।

India Book Of Records
୮ ବର୍ଷ ବୟସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କୁନି ଝିଅ, ତିନୋଟି ବହି ଲେଖି ଗ୍ରାଣ୍ଡମାଷ୍ଟର ଉପାଧି ବି ପାଇଛନ୍ତି

ମାତ୍ର ୮ ବର୍ଷ ବୟସରେ ଲକ୍ଷପତି । ଏହି ବିରଳ ଉପଲବଧି ହାସଲ କରିଛନ୍ତି ଗାଜିଆବାଦର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଅଭିଜିତା ଗୁପ୍ତା । ବହି ଲେଖି ଏଥିରୁ ସେ ଏହି ଆୟ କରିପାରିଛନ୍ତି ।

India Book Of Records
୪ ମିନିଟ୍ ୫୦ ସେକେଣ୍ଡରେ ୧୦୮ ଶ୍ଲୋକ ଉଚ୍ଚାରଣ : ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ଶ୍ରେୟାଂଶୀ

ବୟସ ମାତ୍ର ୭ ବର୍ଷ । ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର । ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ । କେବଳ ଏତିକି ନୁହେୱ ଗୀତ ବୋଲୁଛନ୍ତି ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳିକା ହେଲେ ଜଗତସିଂହପୁର ଜିଲ୍ଳା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ । ଛୋଟ ବୟସରେ ତାଙ୍କର ବିରଳ ପ୍ରତିଭା ପାଇଁ ଅନେକ ପୁରସ୍କାର ପାଇଛନ୍ତି

dhenkanal
ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ସାଇ ସମ୍ପନ୍ନା : ମୁହେଁ ମୁହେଁ ସଂସ୍କୃତ ଶ୍ଳୋକ, ଗୀତ ଗାଇବରେ ପାରଙ୍ଗମ

ଢେଙ୍କାନାଳର ବିସ୍ମୟ ଶିଶୁ ପ୍ରତିଭା । ମାତ୍ର ଅଢେଇ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି । ୨କ ପଣିକିଆ ଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗର ପଶୁପକ୍ଷୀକୁ ସହଜରେ ଚିହ୍ନି ପାରୁଛନ୍ତି

priyanshi
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଧର୍ମଶାଳାର ୨ବର୍ଷ ୯ମାସର କୁନି ଝିଅ ପ୍ରିୟାଂଶୀ

ପ୍ରିୟାଂଶୀ ନାଥ । ବୟସ ମାତ୍ର ୨ ବର୍ଷ ୯ମାସ । ଏମିତି କୁନି ପିଲାଟିଏ ହୋଇଥିଲେ ମଧ୍ୟ ସେ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ । ନିକଟରେ ଆୟୋଜିତ ଇଣ୍ଡିଆ ବୁକ୍ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ମାନପତ୍ର ଓ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ମାତ୍ର ୧୫ସେକେଣ୍ଡରେ ଏ ଫର ଟୁ ଜେଡ୍ ଫର (ଇଂଲିଶ ଆଲଫାବେଟ୍‌) ନାଁ ନିର୍ଭୁଲ ଭାବରେ କହିପାରିଥିଲେ ।

India Book of Records
୩୭ ସେକେଣ୍ଡରେ ୯ଫୁଟର ୩ଟି ଖମ୍ବକୁ ଚଢି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ୫ ବର୍ଷର ସ୍ୱୟଂଶିବ

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଏକ ଛୋଟ ଗାଁ ଚିଲଗୁଡା । ବାପା ସମୀର ଯୋଶୀ ଏବଂ ମା ସାଗରିକା ଯୋଶୀଙ୍କ ଏକମାତ୍ର ପୁଅ ସ୍ୱୟଂଶିବ । ତେବେ ବର୍ତ୍ତମାନ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା ।